Browsing Category
ଖେଳ
ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ, ଅର୍ଶଦୀପଙ୍କୁ ୫ ୱିକେଟ: ପଞ୍ଜାବ କିଙ୍ଗସ ସମ୍ମୁଖରେ ୧୮୬ ରନର ଲକ୍ଷ୍ୟ
ନୂଆଦିଲ୍ଳୀ: ଯୁବ ବ୍ୟାଟ୍ସମ୍ୟାନ ମହିପାଲ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯସଶ୍ୱୀ ଜୟସ୍ୱାଲଙ୍କ ୪୯ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୮୫ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଏକଦା ୨୦୦…
ଦୁବାଇରେ କିଙ୍ଗସ୍ ବନାମ ରୟାଲ୍ସ ମୁକାବିଲା; ଟସ ଜିତି ରାହୁଲଙ୍କ ବୋଲିଂ ନିଷ୍ପତ୍ତି
ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୩୨ ତମ ମ୍ୟାଚରେ ପରସ୍ପରର ସମ୍ମୁଖୀନ ହୋଇଛନ୍ତି ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ପଞ୍ଜାବ କିଙ୍ଗସ ଅଧିନାୟକ କେ ଏଲ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।…
ମିଥାଲି ରାଜଙ୍କ ଅର୍ଦ୍ଧଶତକ ବେକାର: ପରାଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ
ନୂଆଦିଲ୍ଲୀ: ପରାଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ପ୍ରଥମ ଦିନିକିଆରେ ଭାରତୀୟ ଦଳ ୯ ୱିକେଟରେ ପରାଜିତ ହେବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ରହିଛି । ମ୍ୟାକେର…
IPL ବ୍ୟାନ କଲେ ତାଲିବାନୀ; କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଳୀ: ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପୁନର୍ବାର ଆରମ୍ଭ ହୋଇଛି । ଦୁବାଇ ଏବଂ ଆବୁଧାବିରେ ଖେଳା ଯାଉଥିବା ଏହି ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚକୁ ନେଇ ଫ୍ୟାନ ମାନେ ଉତ୍ସାହିତ ରହିଥିବା ବେଳେ ଏହାକୁ…
ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ବାତିଲ୍ କଲା ପାକିସ୍ତାନ ଗସ୍ତ, କ୍ଷୁବ୍ଧ ଅଖତର କହିଲେ- ଟି-୨୦ ବିଶ୍ୱ କପରେ ଏହାର ପ୍ରତିଶୋଧ ନେବୁ
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପରେ ଇଂଲଣ୍ଡ କ୍ରିକେଟ୍ ଦଳ ମଧ୍ୟ ନିଜର ପାକିସ୍ତାନ ଗସ୍ତ ବାତିଲ୍ କରିଛି । ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ଖେଳାଯିବାର କିଛି ସମୟ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳିବାକୁ…
ସହଜ ବିଜୟ ଦେଲେ ଗିଲ୍-ଆୟର; ପଏଣ୍ଟ ଟେବଲରେ ଉପରକୁ ଉଠିଲା କେକେଆର
ନୂଆଦିଲ୍ଳୀ: ଆଇପିଏଲ୍ ୨୦୨୧ର ଆଜିର ମ୍ୟାଚକୁ ସମ୍ପୂର୍ଣ୍ଣ ଏକପାଖିଆ ଭାବରେ ଜିତି ନେଇଛି କୋଲକାତା ନାଇଟ ରାଇଡର୍ସ । ୯୩ ରନ ଲକ୍ଷ୍ୟର ପିଛା କରୁଥିବା କେକେଆର ପକ୍ଷରୁ ଦୁଇ ଓପନର ପ୍ରଥମ ୱିକେଟରେ ୮୨ ରନ ଯୋଡିଥିଲେ ।…
ଦୂତୀ ଚାନ୍ଦ ଓ ପ୍ରମୋଦ ଭଗତଙ୍କୁ କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଦ୍ଧନା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କିଟ୍ ଓ କିସ୍ ସର୍ବଦା କ୍ରୀଡ଼ା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିଥାଏ। ୨୦୦୫ରୁ କିଟ୍ ଓ କିସ୍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ…
ବରୁଣ ଓ ରସେଲଙ୍କୁ ୩-୩ ୱିକେଟ; KKR ସମ୍ମୁଖରେ ୯୩ ରନର ଲକ୍ଷ୍ୟ
ନୂଆଦିଲ୍ଳୀ: ଆଇପିଏଲର ୧୪ର ଅବଶିଷ୍ଟ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ମାତ୍ର…
ଆଇପିଏଲରେ RCB ବନାମ KKR: ଟସ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି
ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଉଥିବା ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ ଗୁଡିକର ଦ୍ୱିତୀୟ ମୁକାବିଲାରେ ପରସ୍ପର ସାମ୍ନା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ଭାରତ ଏ ୱିକେଟ କିପର…
କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସିଖବର; ବାରବାଟୀକୁ ଫେରିଲା ଟି-୨୦
କଟକ(ଓଡ଼ିଶା ଭାସ୍କର): କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଓଡ଼ିଶାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ । ଆସନ୍ତା ୨୦୨୨ରେ ଭାରତୀୟ ଦଳ କଟକରେ ମ୍ୟାଚ ଖେଳିବ ବୋଲି କୁହାଯାଇଛି । ୨୦୨୨…