Browsing Category
ଖେଳ
ପିଜ୍ଜା ଖାଇଲେ ଚାନୁ; ଫଟୋ ଶେୟାର କଲେ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ମୀରାବାଇ ସାଇଖୋମ ଚାନୁଙ୍କ ଦୀର୍ଘଦିନର ଇଚ୍ଛା ପୂରଣ ହୋଇଛି । ରୌପ୍ୟ ପଦକ ବିଜୟୀ ହେବା ପରେ ସେ ବର୍ତ୍ତମାନ ପିଜା ଖାଇ ପାରିବେ ବୋଲି ଚାନୁ ଘୋଷଣା କରିଥିଲେ ।…
ଆଇସୋଲେସନରେ ଟିମ୍ ଇଣ୍ଡିଆ ; ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ରହିଥିବା ଭାରତୀୟ କ୍ରିକେଟ ଦଳର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାଫ୍ ଆଇସୋଲେସନରେ ରହିଛନ୍ତି । ଦ୍ୱିତୀୟ ଟି-୨୦ ମୁକାବିଲା ଖେଳାଯିବାର ଠିକ୍ ପୂର୍ବରୁ ଭାରତୀୟ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା…
ପଦକରୁ ଗୋଟିଏ ପାଦ ଦୂରରେ ଲଭଲିନା; ଟୋକିଓରେ ଭାରତୀୟ ମହିଳାଙ୍କ ଦବଦବା
ନୂଆଦିଲ୍ଳୀ: ଟୋକିଓ-୨୦୨୦ରେ ଭାରତୀୟ ମହିଳାଙ୍କ ଦବଦବା ଜାରି ରହିଛି । ପ୍ରଥମ ଦିନରେ ମୀରାବାଇ ଚାନୁ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିବା ବେଳେ ପଦକର ନିକଟତର ହୋଇଛନ୍ତି ଆଉଜଣେ ଭାରତୀୟ ମହିଳା ଖେଳାଳି । ଭାରତୀୟ…
ପାଣ୍ଡ୍ୟା କରୋନା ପଜିଟିଭ୍; ସ୍ଥଗିତ ରହିଲା ଦ୍ୱିତୀୟ ଟି-୨୦
ନୂଆଦିଲ୍ଳୀ: ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତକୁ ଝଟକା । ମ୍ୟାଚ ପୂର୍ବରୁ ଷ୍ଟାର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା କରୋନା ପଜିଟିଭ ସାବ୍ୟସ୍ତ ହୋଇଛନ୍ତି । ଫଳରେ…
ସ୍ୱର୍ଣ୍ଣ ପଦକ ଜିତବା ପରେ ଆଥଲେଟଙ୍କ ପାଟିରୁ ବାହାରିଲା ଏମିତି ଶବ୍ଦ; ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ରହିଥାଏ । ପଦକ ଜିତି ସାରିବା ପରେ ସମସ୍ତ ଖେଳାଳି ଭାବ ବିହ୍ୱଳିତ ମଧ୍ୟ ହୋଇଥାନ୍ତି । ତେବେ ସମୟ ସମୟରେ ଖେଳାଳି ନିଜର ଭାବାବେଗକୁ ନିୟନ୍ତ୍ରଣରେ…
ଟୋକିଓ ଅଲିମ୍ପିକ ୨୦୨୦: ଜାଣନ୍ତୁ ପଞ୍ଚମ ଦିନରେ କେଉଁଥିରେ ଜିତିଲା ଏବଂ କେଉଁଥିରେ ହାରିଲା ଭାରତ
ନୂଆଦିଲ୍ଲୀ : ଭାରତୀୟ ସୁଟର ଟୋକିଓ ଅଲିମ୍ପିକର ପଞ୍ଚମ ଦିନରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ। ହେଲେ ଏହି ଖୁସି ବେଶି ସମୟ ରହିନଥିଲା। ଭାରତର ଷ୍ଟାର ସୁଟର ମନୁ ଭାକର ଓ ସୌରଭ ଚୌଧୁରୀଙ୍କ ଯୋଡି ମିଶ୍ରିତ ବର୍ଗରେ…
ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ
ନୂଆଦିଲ୍ଲୀ: ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ…
କରୋନା ଔଷଧର ବେଆଇନ କ୍ରୟ ଏବଂ ବିତରଣ ମାମଲା: ଗମ୍ଭୀରଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା
ନୂଆଦିଲ୍ଲୀ(ଭାସ୍କର ନ୍ୟୁଜ୍) : କୋଭିଡ୍-୧୯ ଔଷଧର ବେଆଇନ କ୍ରୟ ଏବଂ ବିତରଣ କରିବା ମାମଲାରେ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ମଧ୍ୟ ନିସ୍ତାର…
ଭାରତର ସୁନା ଝିଅକୁ ଚାକିରୀ ଅଫର୍: ଚାନୁଙ୍କୁ ପୋଲିସ ବିଭାଗର ଅତିରିକ୍ତ ସୁରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଇମ୍ଫାଲ( ଭାସ୍କର ନ୍ୟୁଜ୍): ମହିଳା ୱେଟଲିଫ୍ଟର ସାଇଖୋମ ମିରାବାଇ ଚାନୁ ଚଳିତ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଅର୍ଜନ କରି ଦୋର ଗୌରବ ବଢ଼ାଇଥିବା ବେଳେ ମଣିପୁର ସରକାର ତାଙ୍କୁ ରାଜ୍ୟ ପୋଲିସ ବିଭାଗର ଅତିରିକ୍ତ…
ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି : ସିରିଜ ବିଜୟ ଲକ୍ଷ୍ୟରେ ଭାରତ, ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବ ଘରୋଇ ଟିମ୍
କଲମ୍ବୋ,(ଭାସ୍କର ନ୍ୟୁଜ୍):ଆଜି ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ୍ରେ ଭାରତ ୩୮ ରନ୍ରେ ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର…