Browsing Category

ଖେଳ

କୋପା ଆମେରିକା: ୨୮ ବର୍ଷ ପରେ ଆର୍ଜେଣ୍ଟିନା ଚାମ୍ପିୟନ୍

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଚଳିତ ବର୍ଷର କୋପା ଆମେରିକା ଚାମ୍ପିୟନ ହୋଇଛି । ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ମୁକୁଟ ପିନ୍ଧିଛି । ଦୀର୍ଘ ୨୮ ବର୍ଷ ପରେ ଆର୍ଜେଣ୍ଟିନା କୋପା…

ବାଘ ଚୟନ କରୁଛି ୟୁରୋ-୨୦୨୦ ବିଜେତା; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ପୂର୍ବରୁ ଅକ୍ଟୋପସ ପଲ୍ ବିଶ୍ୱକପ୍ ବିଜେତା ଚୟନ କରି ଚର୍ଚ୍ଚାକୁ ଆସିଥିବା ବେଳେ ବର୍ତ୍ତମାନ ଏକ ବାଘର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସର୍ବିଆର ଚିଡିଆଖାନାରେ ରହିଥିବା ଏହି ବାଘଟିର ନାମ…

ଇତିହାସ ରଚିଲେ ବାର୍ଟ୍ଟି; ପ୍ରଥମ ଅଷ୍ଟ୍ରେଲୀୟ ମହିଳା ୱିମ୍ବଲଡନ ଚାମ୍ପିୟନ୍

ଲଣ୍ଡନ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ଆସଲେ ବାର୍ଟ୍ଟିି ୱିମ୍ବଲଡନ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି । ଚେକ୍ ରିପବ୍ଲିକର କାରୋଲିନା ପ୍ଲିସକୋଭାଙ୍କୁ…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: କୋଚଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୭ ମହିଳା ଆଥଲେଟ୍

ଚେନ୍ନାଇ: ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ତାମିଲନାଡୁର ଆଥଲେଟିକ୍ସ କୋଚ୍ ପି ନାଗରାଜନଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ୭ ମହିଳା ଆଥଲେଟ୍ । ପ୍ରଶିକ୍ଷଣ ନାଁରେ ନାଗରାଜନ…

ଦ୍ୱିତୀୟ ଥର ପାଇଁ ପିତା ହେଲେ ହରଭଜନ, ପୁଅ ସନ୍ତାନଙ୍କୁ ଜନ୍ମ ଦେଲେ ଗୀତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ପତ୍ନୀ ଗୀତା ବସରା ଗୋଟିଏ ପୁଅକୁ ଜନ୍ମ ଦେଇଛନ୍ତି । ଏନେଇ ହରଭଜନ ସିଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ରେ ସୂଚନା ଦେଇଛନ୍ତି । ହରଭଜନ ଏହି ଖୁସି…

୧୮ ଜୁଲାଇରେ ହେବ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ୱାନଡେ, ଜାଣନ୍ତୁ ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଏବଂ ଡାଟା ଆନାଲିଷ୍ଟ କରୋନା ପଜିଟିଭ ହେବା ପରେ ଭାରତ-ଶ୍ରୀଲଙ୍କା ସିରିଜକୁ ନେଇ ଦେଖାଦେଇଥିବା ଅନିଶ୍ଚିତତାରେ ପଡିଛି ପୂର୍ଣ୍ଣଚ୍ଛେଦ । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୱାନଡେ…

ୱିମ୍ବଲଡନରେ ଇତିହାସ ରଚିଲେ ବେରେଟ୍ଟିନି

ଲଣ୍ଡନ: ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିବା ସହିତ ଇଟାଲୀର ମାଟ୍ଟେଓ ବେରେଟ୍ଟିନି ଇତିହାସ ସୃଷ୍ଟି କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିରେ ହୁବାର୍ଟ ହୁରକାଜଙ୍କୁ ପରାସ୍ତ…

ଶ୍ରୀଲଙ୍କାର ଆଉଜଣେ ସପୋର୍ଟ ଷ୍ଟାଫଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ସିରିଜ ଉପରେ କଳାବାଦାଲ

ନୂଆଦିଲ୍ଲୀ: ଗତକାଲି ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର କରୋନା ପଜିଟିଭ ହୋଇଥିବାବେଳେ ଶୁକ୍ରବାର ଶ୍ରୀଲଙ୍କାର ଡାଟା ଆନାଲିଷ୍ଟ ଜି.ଟି ନିରୋଶନ କରୋନା ପଜିଟିଭ ହୋଇଛନ୍ତି । ଯାହାକୁ ନେଇ ଭାରତ-ଶ୍ରୀଲଙ୍କା…

ସୌରଭ ଗାଙ୍ଗୁଲି ଚୟନ କଲେ ଅଲଟାଇମ ପ୍ଲେଇଙ୍ଗ XI, ଯାହାକୁ କ୍ୟାରିୟରରେ ମାନୁଥିଲେ ଶତ୍ରୁ ତାଙ୍କୁ କଲେ ଅଧିନାୟକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅଲଟାଇମ ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି । ଏହି ଦଳରେ ଭାରତରୁ କେବଳ ୨ ଜଣ ଖେଳାଳିଙ୍କୁ ଦାଦା ସ୍ଥାନ ଦେଇଛନ୍ତି । ଗାଙ୍ଗୁଲି ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡର…

ପ୍ରଥମ ଥର ପାଇଁ ୱିମ୍ବଲଡନ୍ ଫାଇନାଲରେ ବାର୍ଟ୍ଟି

ନୂଆଦିଲ୍ଲୀ: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ମହିଳା ଟେନିସ ଖେଳାଳି ଆସଲେ ବାର୍ଟ୍ଟି ୱିମ୍ବଲଡନ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମି ଫାଇନାଲରେ ୨୦୧୮…