Browsing Category
ଖେଳ
୨୦୨୨ରେ ପୁଣି ଖେଳାଯିବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚ୍: ନୂଆ ତାରିଖ ଓ ନୂଆ ଭେନ୍ୟୁରେ ମୁକାବିଲା ହେବ
ଦୁବାଇ: ଆସନ୍ତା ବର୍ଷ ଜୁଲାଇ ମାସରେ ପୁଣି ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ କ୍ରିକେଟ ମ୍ୟାଚ । ଚଳିତ ବର୍ଷ ଅଗଷ୍ଟ - ସେପ୍ଟେମ୍ବର ମାସରେ ଉଭୟ ଦଳ ଇଂଲଣ୍ଡରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ ମ୍ୟାଚ…
ଆଜିଠୁ ବିଶ୍ୱକପର ସୁପର ୧୨ ଲଢ଼େଇ: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା
ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ସୁପର୍ ୧୨ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ । ଓମାନରେ ଶୁକ୍ରବାର ଦିନ ବିଶ୍ୱକପର ପ୍ରଥମ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ସମାପ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ…
ମହା ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା, ତିନୋଟି ସ୍ଥାନ ପାଇଁ ଏବେ ବି କୌଣସି ଖେଳାଳି ସ୍ଥିର ହୋଇ ନାହାନ୍ତି
ନୂଆଦିଲ୍ଲୀ : ଦୁଇ ଅଭ୍ୟାସ୍ ମ୍ୟାଚ୍ ପରେ ୧୫ ଜଣିଆ ଭାରତୀୟ ଦଳ ପାକିସ୍ତାନର ମୁକାବିଲା କରିବାକୁ ପ୍ରସ୍ତୁତ । ଏହି ମ୍ୟାଚ୍ ଅକ୍ଟୋବର ୨୪ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଇଂଲଣ୍ଡ ଓ…
ଟି-୨୦ ବିଶ୍ୱକପ: ୨୪ରେ ଇଣ୍ଡିଆ-ପାକ୍ ଫାଇଟ୍, ମ୍ୟାଚ୍କୁ ନେଇ ଚାଲିଛି ଚର୍ଚ୍ଚା
ଦୁବାଇ: ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ କ୍ରିକେଟ ମ୍ୟାଚକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । କାରଣ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମ୍ୟାଚକୁ…
ଆଇପିଏଲ୍ର ନୂଆ ଫ୍ରାଞ୍ଚାଇଜ୍ ଦୌଡ଼ରେ ମାଞ୍ଚେଷ୍ଟର ୟୁନାଇଟେଡ୍ କ୍ଳବ୍ ମାଲିକ, କିଣିପାରନ୍ତି ନୂଆ ଟିମ୍
ମୁମ୍ବାଇ: ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟବଲ କ୍ଳବ ଇଂଲଣ୍ଡର ମାଞ୍ଚେଷ୍ଟର ୟୁନାଇଟେଡ ଇଣ୍ଡିଆନ ପ୍ରିମିଏର ଲିଗ୍ (ଆଇପିଏଲ) ସହିତ ସଂପ୍ୟକ୍ତ ହେବାକୁ ଆଗ୍ରହୀ । ଇଂଲଣ୍ଡ ପ୍ରିମିୟର ଲିଗର ପ୍ରଖ୍ୟାତ କ୍ଳବ ମାଞ୍ଚେଷ୍ଟର…
ଓଡ଼ିଶାରୁ ହେବ IPL ଟିମ: କଟକ ଟିମ୍ କିଣିବେ ଜିନ୍ଦଲ!
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ଆଇପିଏଲରେ ସାମିଲ ହେବାକୁ ଯାଉଛି ଓଡିଶାର ଏକ ଦଳ । ବିସିସିଆଇ ପକ୍ଷରୁ ଦୁଇଟି ନୂଆ ଦଳ ସାମିଲ କରିବା ନେଇ ଘୋଷଣା କରାଯାଇଥିବା ବେଳେ…
ଦୁବାଇରେ ଅଜୟ ଟିମ୍ ଇଣ୍ଡିଆ, ଜିତିଛି ମୋଟ୍ ୫ ମ୍ୟାଚ୍, ପାକିସ୍ତାନକୁ ହରାଇଛି ଦୁଇ ଥର
ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ନିଜର ବିଶ୍ୱ କପ୍ ଅଭିଯାନ ଆରମ୍ଭ କରିବେ । ଦୁଇ ଦଳ ଦୀର୍ଘ ସମୟ ପରେ ପରସ୍ପରର ମୁକାବିଲା କରିବେ । ଦୁଇ ଦଳର ବର୍ତ୍ତମାନ ଫର୍ମକୁ ଦେଖିଲେ ଏହା କୁହାଯାଉଛି ଯେ,…
ଟି-୨୦ ବିଶ୍ୱ କପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟକା, ଦଳରୁ ବାଦ୍ ପଡି ପାରନ୍ତି କେନ ୱିଲିୟମସନ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ନିଜର ଅଭିଯାନ ଆରମ୍ଭ କରିବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଶକ୍ତ ଝଟକା । ଆହତ କାରଣରୁ ଅଧିନାୟକ କେନ୍ ୱିଲିୟମସନ ଟି-୨୦ ବିଶ୍ୱ କପର କିଛି ମ୍ୟାଚରୁ ବାଦ୍ ପଡି ପାରନ୍ତି ।…
ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ୱାର୍ମ ଅପରେ କଙ୍ଗାରୁ ଘାଇଲା
ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଭାରତ । ମାତ୍ର ୧୫୩ ରନର ପିଛା କରୁଥିବା ଭାରତ ୧୭.୫ ଓଭରରେ ୧ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି…
ସ୍ମିଥଙ୍କ ୫୭ , ଅଶ୍ୱିନଙ୍କୁ ୨ ୱିକେଟ: ୱାର୍ମଅପରେ ଭାରତ ସମ୍ମୁଖରେ ୧୫୩ ରନର ଲକ୍ଷ୍ୟ
ନୂଆଦିଲ୍ଳୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ୱାର୍ମଅପ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ୧୫୨ହରାଇ ରନ ସଂଗ୍ରହ…