
Browsing Category
ଖେଳ
ହାରିବା ପରେ ଅଧିନାୟକ ଦେଲେ ଇସ୍ତଫା, ଟିମକୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ମ୍ୟାଚର ସିରିଜ ଖେଳାଯାଇଥିଲା। ପ୍ରଥମ ମ୍ୟାଚ ଡ୍ର ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ୭୮ ରନରେ ଜିତିଥିଲା ଏବଂ ଏଥିସହ ସିରିଜ ମଧ୍ୟ ୧-୦ରୁ ନିଜ ନାମରେ…
୨୩ ବର୍ଷ ପରେ ପନ୍ତଙ୍କ ପାଖରେ ଐତିହାସିକ ରେକର୍ଡ ଦୋହରାଇବାର ସୁଯୋଗ
ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ୱିକେଟକିପର ବ୍ୟାଟସମ୍ୟାନ୍ ରିଷଭ ପନ୍ତ ଏବେ ଭଲ ଫର୍ମରେ ଅଛନ୍ତି। ସେ ଭଲ ବ୍ୟାଟିଂ କରିବା ସହିତ ଭଲ ସ୍କୋର ମଧ୍ୟ କରୁଛନ୍ତି। ପଡ଼ିଆରେ ତାଙ୍କର ଉପସ୍ଥିତି ପ୍ରଶଂଶକଙ୍କ ମନରେ ଏକ…
Travis Head World record in Test: ଧମାଲ ମଚାଇଲେ ଟ୍ରାଭିସ୍ ହେଡ, WTCରେ କଲେ ବଡ଼ ୱାର୍ଲଡ ରେକର୍ଡ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପୂର୍ବ ଟେଷ୍ଟ ମ୍ୟାଚ (WI vs AUS, 1st Test)ରେ ଅଷ୍ଟ୍ରେଲିଆ ଟିମ ୧୫୯ ରନରେ ଜିତିବାରେ ସଫଳ ହୋଇଛି। ଅଷ୍ଟ୍ରେଲିଆର ବିଜୟରେ ଟ୍ରାଭିସ ହେଡ ହିରୋ ହୋଇଯାଇଛନ୍ତି।
ସେ ଦୁଇଟି…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡେଟ୍ କରିଥିଲେ କି ନାହିଁ ଖୋଲି କହିଲେ ଅଭିନେତ୍ରୀ ଇଶା ଗୁପ୍ତା, ଆମେ ଦୁହେଁ…
ମୁମ୍ବାଇ,୨୭ା୬: ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ସେ କିଛି ମାସ ଧରି ହାର୍ଦ୍ଦିକଙ୍କ ସହ…
ଟ୍ରାଇ ସିରିଜ ପାଇଁ Squad ଘୋଷଣା କଲା ନ୍ୟୁଜିଲାଣ୍ଡ, ଏହି ଖେଳାଳି ହେଲେ କ୍ୟାପ୍ଟେନ୍
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଟିମ ଆସନ୍ତା ମାସରେ ଜିମ୍ବାୱେ ଏବଂ ସାଉଥ ଆଫ୍ରିକା ସହ ଟ୍ରାଇ ସିରିଜରେ ଭାଗ ନେବ। ବର୍ତ୍ତମାନ ଏଥିପାଇଁ ନ୍ୟୁଜିଲାଣ୍ଡ ନିଜର ଟି୨୦ ସ୍କ୍ୱାଡର ଘୋଷଣା କରିଛି।
ଯେଉଁଥିରେ ଅଧିନାୟକତ୍ୱର…
ଟିମ୍ ଇଣ୍ଡିଆର ବଢିପାରେ ଟେନସନ, ଜସପ୍ରିତ ବୁମରାହ ଏଜବାଷ୍ଟନ ଟେଷ୍ଟ ଖେଳିବେ କି ନାହିଁ ଜାଣନ୍ତୁ
ନୂଆଦିଲ୍ଲୀ: ଲିଡ୍ସ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସରେ ପାଞ୍ଚଟି ୱିକେଟ ନେଇଥିବା ଜସପ୍ରିତ ବୁମରାହ ଏଜବାଷ୍ଟନ ଟେଷ୍ଟ ମ୍ୟାଚରୁ ବାହାରେ ରହିପାରନ୍ତି । ଏହି ଖବର ଟିମ୍ ଇଣ୍ଡିଆର ଟେନସନ୍ ବଢ଼ାଇ ଦେଇଛି ।…
ଏହି ଭାରତୀୟ ଖେଳାଳିଙ୍କର ସଫଳ ହେଲା ଅସ୍ତ୍ରୋପଚାର, ଉତ୍ସାହିତ ଅଛନ୍ତି ଟିମକୁ ଫେରିବା ପାଇଁ
ନୂଆଦିଲ୍ଲୀ: ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଯାଇନାହାନ୍ତି କି ସେ ଘରୋଇ କ୍ରିକେଟରେ ମଧ୍ୟ ସାମିଲ ନାହାନ୍ତି। ସେ ଶେଷ ଥର ମୁମ୍ବାଇ ଟି୨୦ ଲିଗରେ ଖେଳୁଥିବାର ନଜର ଆସିଛନ୍ତି।
ବର୍ତ୍ତମାନ ଜର୍ମାନୀର…
‘କିଛି ଭୁଲ ବନ୍ଧୁ ସାଙ୍ଗରେ ମିଶିଥିଲି’: କ୍ୟାରିୟରରେ ଅବନତି ପରେ ବଡ ଖୁଲାସା କଲେ ପୃଥ୍ୱୀ ଶ’
ମୁମ୍ବାଇ: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଭାବେ ପରିଚିତ ପୃଥ୍ୱୀ ଶ’ଙ୍କ ପାଇଁ ଗତ ଦୁଇ ବର୍ଷ ଅତ୍ୟନ୍ତ କଠିନ ରହିଛି। ମୁମ୍ବାଇ ରଣଜୀ ଟ୍ରଫି ଦଳରୁ ବାଦ ପଡ଼ିବା ସହ ଆଇପିଏଲ ୨୦୨୫ ନିଲାମରେ ମଧ୍ୟ ତାଙ୍କୁ କୌଣସି ଦଳ…
ଏହି ଲିଗ ବିରୋଧରେ ବିସିସିଆଇର ବଡ଼ ପଦକ୍ଷେପ, ଅନ୍ୟ ବୋର୍ଡ ସହ ମିଶି ନେଲା ଏହି ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବଂ .. ନିଜ ଟି୨୦ ଟୁର୍ଣ୍ଣାମେଣ୍ଟକୁ ଦୁର୍ବଳ କରିବାକୁ ଚାହୁଁ ନାହାନ୍ତି। ଏଥିପାଇଁ ଏମାନେ ମିଳିତ ବାବେ ୪୦୦ ମିଲିୟନ ଡଲାର (୩୪୪୨ କୋଟି ଟଙ୍କା)ର ସାଉଦୀ ଟି୨୦…
ଚଳିତ ବର୍ଷ ନଭେମ୍ବରରେ ୨୦୨୫ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଚଳିତ ବର୍ଷ ନଭେମ୍ବରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା…