CHARIDHAM
Browsing Category

ଖେଳ

ଏବେ ଆଉ ବାହା ହେବେନି କ୍ରିକେଟର ରିଙ୍କୁ, ଜାଣନ୍ତୁ ଏହି କ୍ରିକେଟର ଏତେ ବଡ଼ ନିଷ୍ପତ୍ତି ନେବା ପଛର କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବାହାଘର ନଭେମ୍ବରରେ ହେବାର ଥିଲା, କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି ରିଙ୍କୁଙ୍କ ଦଳ ପ୍ରତି ପ୍ରତିବଦ୍ଧତା।…

ତାଙ୍କ ପାଖରେ ଶକ୍ତି ଥିଲା ସମର୍ଥନ ଥିଲା, ସେଥିପାଇଁ…, ଜୟ ଶାହଙ୍କ ଉପରେ ପ୍ରଥମ ଥର ପାଇଁ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବତନ ବିସିସିଆଇ ସଚିବ ଜୟ ଶାହଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଜୟ ଶାହ ନିଜ ଉପାୟରେ…

ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଲା ଟିମ ଇଣ୍ଡିଆ, ଏବେ ହାରିଲେ କିଏ ହେବ ଦାୟୀ!

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚାରି ଦିନର ଖେଳ ଶେଷ ହୋଇଛି। ଅର୍ଥାତ୍ ଶେଷ ଦିନ ବାକି ଅଛି ଏବଂ ଏହି ଦିନ ବିଜୟ ଏବଂ ପରାଜୟ ନିର୍ଣ୍ଣୟ ହେବ। ଯଦିଓ ଚାରି ଦିନର ଖେଳରେ କେଉଁ ଦଳ…

(Video) ଷ୍ଟୁପିଡ-ଷ୍ଟୁପିଡ କହି ଇସାରା କଲେ ସୁନୀଲ ଗାଭାସ୍କର, କଡ଼ା ଜବାବ ଦେଲେ ପନ୍ତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଇତିହାସ ରଚିଛନ୍ତି। ପନ୍ତ ଧୂଆଁଦାର ଶତକୀୟ ଇନିଂସ ଖେଳିଛନ୍ତି। ପନ୍ତ ମାତ୍ର ୧୩୦ ବଲରେ ଶତକ ମାରିଛନ୍ତି।…

ପୂର୍ବ ଭାରତୀୟ ଦିଗ୍ଗଜ ସ୍ପିନର ଦିଲୀପ ଦୋଷୀଙ୍କର ଲଣ୍ଡନରେ ଦେହାନ୍ତ, ୭୭ ବର୍ଷ ବୟସରେ କହିଲେ ଅଲବିଦା

ଲଣ୍ଡନ: ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପୂର୍ବ ଭାରତୀୟ ଦିଗ୍ଗଜ ବାମହାତୀ ସ୍ପିନର ଦିଲୀପ ଦୋଷୀଙ୍କର ଲଣ୍ଡନରେ ଦେହାନ୍ତ ହୋଇଛି। ୭୭ ବର୍ଷ ବୟସରେ ସେ ହୃଦଘାତ ଯୋଗୁଁ ସୋମବାର, ୨୩ ଜୁନ…

ଉଭୟ ଇନିଂସରେ ଋଷଭ ପନ୍ତଙ୍କ ଡବଲ୍ ସେଞ୍ଚୁରୀ, ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଋଷଭ ପନ୍ତ ଇଂରେଜଙ୍କୁ ଧୋଇଛନ୍ତି। ଭାରତ ଏବଂ ଇଲଣ୍ଡ ସିରିଜ ପୂର୍ବରୁ ମ୍ୟାଚରେ ଋଷଭ ପନ୍ତ ପ୍ରଥମ ଇନିଂସରେ ଶତକ ମାରିଛନ୍ତି ଏବଂ ଅନ୍ୟ ଇନିଂସରେ ମଧ୍ୟ ଦ୍ୱିତୀୟ ଶତକ ମାରିଛନ୍ତି। ଋଷଭ ପନ୍ତ ଏପରି…

ଲିଡ୍ସ ଟେଷ୍ଟରେ କେଏଲ ରାହୁଲଙ୍କ ଦମଦାର ଶତକ, କ୍ୟାରିୟରରେ ପ୍ରଥମ ଥର ପାଇଁ ଭାଙ୍ଗିଲେ ରେକର୍ଡ

ନୂଆଦିଲ୍ଲୀ: ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ ନକରିଥିବା କେଏଲ ରାହୁଲ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତର ଏହି ପ୍ରତିଭାଶାଳୀ ବ୍ୟାଟସମ୍ୟାନ ଦ୍ୱିତୀୟ ଇନିଂସରେ ଏକ ଚମତ୍କାର ଶତକ…

ଜାତୀୟ ଆକ୍ୱାଟିକ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଶ୍ରୀଷ୍ଟି ଉପାଧ୍ୟାୟ

ଭୁବନେଶ୍ୱର: ଓଡ଼ିଶାର ପ୍ରତିଭାବାନ ସ୍ୱିମର ଶ୍ରୀଷ୍ଟି ଉପାଧ୍ୟାୟ ୭୮ତମ ଜାତୀୟ ଆକ୍ୱାଟିକ ଚାମ୍ପିଅନସିପ ୨୦୨୫ରେ ୧୦୦ ମିଟର ବଟରଫ୍ଲାଇ ମହିଳା ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶ୍ରୀଷ୍ଟି ରାବିବାର…

IND vs ENG: ଲିଡ୍‌ସ ଟେଷ୍ଟରେ ଇଂଲଣ୍ଡ ୪୬୫ରେ ଅଲଆଉଟ୍, ପ୍ରଥମ ଇନିଂସ ଭିତ୍ତିରେ ଭାରତ ୬ ରନ୍‌ରେ ଆଗୁଆ

ନୂଆଦିଲ୍ଲୀ: ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୪୬୫ ରନ କରିଛି । ଏହିପରି ଭାବରେ, ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ଇଂଲଣ୍ଡ ଉପରେ ୬ ରନର ସାମାନ୍ୟ ଅଗ୍ରଣୀ ହାସଲ କରିଛି । ଉଭୟ ଦଳର ପ୍ରଥମ ଇନିଂସ ପରେ ମଧ୍ୟ…

ୱାର୍ଲଡ କପ୍ ଖେଳିପାରିବେ କି ରୋହିତ-ବିରାଟ? ସୌରଭ ଗାଙ୍ଗୁଲି କହିଲେ ସବୁଠୁ ବଡ଼ ସମସ୍ୟା

ନୂଆଦିଲ୍ଲୀ: ଅଭିଜ୍ଞ ଭାରତୀୟ ଦଳର ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ ଫର୍ମାଟରୁ ଅବସର ନେଇସାରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଏହି ଉଭୟ…