Browsing Category

Top Stories

(Video) ବାଃ ବାଃରେ ମାଙ୍କଡ, ଉପରୁ ପଡିଲା, କାର କାଚ ଭାଙ୍ଗି ଆରାମରେ ଚାଲିଲା

ଓଡିଶା ଭାସ୍କର- ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର ହୁଏ । ସେଥିରୁ ଏମିତି କିଛି ଭିଡିଓ ରହିଛି, ଯାହାକୁ ଦେଖିବା ପରେ ଆପଣାଛାଏଁ ମୁହଁରେ ହସ ଫୁଟିଯାଏ । କେହି ନ ଥିଲେ ବି ଏକା ଏକା ଠୋ ଠୋ ହୋଇ ହସିହୁଏ । ସେମିତି…

ଶିକ୍ଷକଙ୍କ ବଦଳି ନୀତି ଉପରେ ରୋକ ଲଗାଇଲେ ବିହାର ସରକାର

ନୂଆଦିଲ୍ଲୀ: ବିହାର ସରକାରଙ୍କ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକମାନଙ୍କ ବଦଳି ନୀତିକୁ ବର୍ତ୍ତମାନ ପାଇଁ ନିଷିଦ୍ଧ କରାଯାଇଛି । ଶିକ୍ଷକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ସରକାର ଏହି ନୀତିରେ କିଛି ପରିବର୍ତ୍ତନ…

CHSE ପକ୍ଷରୁ ସୂଚନା: ନଭେମ୍ବର ୨୫ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତଦୁଇ ଫର୍ମ ପୂରଣ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତଦୁଇ ପରୀକ୍ଷାକୁ ନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଫେବୃଆରୀ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ…

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ପୁନଃ ଆରମ୍ଭ ନେଇ ବିବୃତି

ବ୍ରାଜିଲର ରିଓ ଡି ଜେନେରୋଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ସାର୍ କିର୍ ଷ୍ଟାର୍ମରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ଆମେ ନୂତନ…

ଟେଷ୍ଟ ସିରିଜ୍ ପୂର୍ବରୁ ବଡ଼ ଅଘଟଣ: ବ୍ୟାଟ୍ସମ୍ୟାନଙ୍କ ଷ୍ଟ୍ରେଟ ଡ୍ରାଇଭ୍ ଶଟ୍ ସିଧା ଯାଇ ଅମ୍ପାୟାରଙ୍କ ମୁହଁରେ ବାଜିଲା…

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ସିରିଜକୁ କବଜା କରିବା ପାଇଁ ଉଭୟ ଦଳର ଅଧିନାୟକ…

Breaking- କଟକରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ, ଟେକା ପଥର ସହ କାଚ ଫିଙ୍ଗା ଫୋପଡା

କଟକ- ଐତିହାସିକ ସହର କଟକରେ ଚାଲିଛି ବାଲିଯାତ୍ରା । ଠିକ ଏତିକି ବେଳେ କଟକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ସହ କାଚ ବୋତଲ ଫିଙ୍ଗା ଫୋପଡା କରିଛନ୍ତି । ଘଟଣାର ସୂଚନା…

୨ ହଜାର ଟଙ୍କାରେ ୪୫ ମିନିଟ୍ ମସାଜ୍, ହିଡେନ୍ କ୍ୟାମେରାରେ ରେକଡିଂ କରି କରୁଥିଲେ ବ୍ଲାକମେଲିଂ 

ନୂଆଦିଲ୍ଲୀ: ୟୁପିର ମେରଠ ଜିଲ୍ଲାର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଚାଞ୍ଚଲ୍ୟ। ୟୁନିଭରସିଟି ସାମ୍ନା ମେଡିକାଲ ଥାନା ଅଞ୍ଚଳରେ ସିଜର୍ସ ଫ୍ୟାମିଲି ୟୁନିସେକ୍ସ ସେଲୁନ୍ ପ୍ରତିଷ୍ଠା କରାଯାଇଥିଲା। ସେଲୁନ୍…

ସଫଳତା ପାଇବାକୁ ଚାହୁଁଛନ୍ତି କି ? ତେବେ ପରିତ୍ୟାଗ କରନ୍ତୁ ଏହି ଗୁଣ

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି ସାମାଜିକ ଏବଂ ରାଜନୈତିକ ଜୀବନ ପାଇଁ ଚାଣକ୍ୟଙ୍କ ନୀତି…

(Video) ଆମେରିକାର ନୂଆ ଶିକ୍ଷାମନ୍ତ୍ରୀ ଲିଣ୍ଡା ହେବା ପରେ ଟ୍ରମ୍ପ ଓ ଲିଣ୍ଡାଙ୍କ ସ୍ୱାମୀଙ୍କ ଏକ ଭିଡିଓ ଭାଇରାଲ ହେଉଛି

ନୂଆଦିଲ୍ଲୀ- ବର୍ତ୍ତମାନ ସାରା ବିଶ୍ୱର ନଜର ଆମେରିକା ଓ ତାର ଭାବି ରାଷ୍ଟ୍ରପତିଙ୍କ ଉପରରେ ରହିଛି । ମଙ୍ଗଳବାର ସେ ଏକ ନୂଆ ଘୋଷଣା କରିଛନ୍ତି । ସେ ୭୬ ବର୍ଷୀୟ ଲିଣ୍ଡା ମେକମୋହନଙ୍କୁ ନିଜ କ୍ୟାବିନେଟର ଶିକ୍ଷାମନ୍ତ୍ରୀ…

OAV ପ୍ରବେଶିକା ପରୀକ୍ଷାର ଆବେଦନ ତାରିଖ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଆଡମିସନ କରିବା ପାଇଁ ପ୍ରବେଶିକା ପରୀକ୍ଷାର ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉତ୍ସାହ ଦେଖି ଏହି ନିଷ୍ପତ୍ତି…