Browsing Category

Top Stories

ଯୁବତୀଙ୍କ ବ୍ୟବହାରରେ ହେଲା ପରିବର୍ତ୍ତନ, ଏହାକୁ ନେଇ ଜିତେନ୍ଦ୍ରଙ୍କୁ ଛେଚିଲେ ଗ୍ରାମବାସୀ

ଟାଙ୍ଗୀ- ଆଜି ମଣିଷ ମଙ୍ଗଳରେ ଯାଗା କିଣି ଘର ତୋଳିବାକୁ ବାହାରିଲାଣି । ହେଲେ ଆମ ସମାଜ ଭୁତପ୍ରେତ, ଗୁଣିଗାରେଡିରୁ ବାହାରି ପାରୁନାହିଁ । ସମାଜରେ ଆଜି ବି ଅନ୍ଧବିଶ୍ୱାସ ଯୋଗୁଁ ବହୁ ଅପରାଧିକ ଘଟଣା ଦେଖିବାକୁ ମିଳୁଛି…

Vi ଏହି ସହରରେ ଲଞ୍ଚ କଲା 5G ସର୍ଭିସ, ଆପଣଙ୍କ ସହର ଅଛି କି ନାହିଁ ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଭୋଡାଫୋନ ଆଇଡିଆ ଦେଶରେ ୫ଜି ସର୍ଭିସ ଆରମ୍ଭ କରିଛି। କିଛି ରିପୋର୍ଟସରେ କୁହାଯାଇଛି ଯେ, କମ୍ପାନୀ ଦେଶର ୧୭ଟି ସହରରେ ଏହି ସେବା ଆରମ୍ଭ କରିଛି। ଏହି ସହରରେ ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଏବଂ…

କାହିଁକି ଓ କାହା ପାଇଁ Whatsapp Call ଆସିଲେ ଛାନିଆ ହେଉଛନ୍ତି ଶିକ୍ଷକ?

ପାଟନା- ବିହାରରେ ଆଜିକାଲି କୌଣସି ଶିକ୍ଷକଙ୍କୁ ହ୍ୱାଟ୍ସଅପ କଲ ଆସିଲେ ଖେଳିଯାଉଛି ଭୟର ବାତାବରଣ । ମୁଣ୍ଡ ବୁଲେଇ ଦେହ, ହାତ ଥଣ୍ଡା ହୋଇଯାଉଛି । ତେବେ ଠକଙ୍କ ଠକାମି ପାଇଁ ନୁହେଁ, ଏହା ବିଭାଗୀୟ ଅଧିକାରୀଙ୍କ ପାଇଁ ।…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତିର ଆଜି ପ୍ରଥମ ଦିନ, ନିୟୋଜିତ ରହିବେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ନୀତିକାନ୍ତିକୁ ଶୃଙ୍ଖଳିତ ରଖି ଏହି କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଏହି ମରାମତି କାର୍ଯ୍ୟରେ ୧୫ ରୁ ୨୦…

କମିଆ କଲା ନାଲି ପାଣି, ନିଶାରେ ଚୁର୍ ହୋଇ ବ୍ଲେଡରେ ନିଜ ବେକ କାଟିଲେ ଯୁବକ

ଭୁବନେଶ୍ବର: ମଦ ନିଶାରେ ନିଜ ବେକ କାଟିଦେଲେ ଯୁବକ । ମଦ ପିଇ ଯୁବକ ନିଜ ବେକ ନିଜେ କାଟି ଦେଇଛନ୍ତି । ବାଲେଶ୍ବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ପରେ ଯୁବକଜଣଙ୍କୁ ଉଦ୍ଧାର କରାଯାଇ…

ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ: ‘ଆମେ ଏକାଠି ଅଛୁ, ନବୀନ ବାବୁ ଆମର ଧ୍ରୁବତାରା’

ଭୁବନେଶ୍ବର: ବିଜୁ ଜନତା ଦଳର ସାଂସଦମାନଙ୍କୁ ନେଇ ଅପପ୍ରଚାର ଘଟଣା । ଚର୍ଚ୍ଚା ଭିତରେ ଦିଲ୍ଲୀରେ ମୁହଁ ଖୋଲିଲେ 7ଜଣ ସାଂସଦ । ଦିଲ୍ଲୀରେ 7ଜଣ ସାଂସଦ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଆମେ ସର୍ବଦା…

ଏହିପରି ଲୋଭନୀୟ Offerରେ ଫସିଲେ ଆକାଉଣ୍ଟ ହୋଇଯିବ ଖାଲି

ନୂଆଦିଲ୍ଲୀ- କ୍ରେଡିଟ କାର୍ଡଧାରୀଙ୍କ ପାଇଁ ସତର୍କ ଘଣ୍ଟି । ସ୍କାମର ବୁଲୁଛନ୍ତି ବଜାରରେ, ଯିଏ କ୍ରେଡିଟକାର୍ଡଧାରୀଙ୍କୁ ଲଗାଉଛନ୍ତି ଚୂନ । କାର୍ଡର ଲିମିଟ ବଢାଇ ଦେବାର ପ୍ରତିଶ୍ରୁତି ଦେଇ ଠକିନେଉଛନ୍ତି ଲକ୍ଷ ଲକ୍ଷ…

ଏଣିକି ହ୍ୱାଟ୍ସଆପରେ ନିଜର କମାଲ ଦେଖାଇବ ଏଆଇ! ବିଜନେସ ପାଇଁ ଆସିବ ଏହି ଦମଦାର ଫିଚର୍ସ

ନୂଆଦିଲ୍ଲୀ: ମେଟା ମାଲିକାନା ହ୍ୱାଟ୍ସଆପ୍ ନିଜ ଉପଭୋକ୍ତାମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ। ବର୍ତ୍ତମାନ କମ୍ପାନୀ ହ୍ୱାଟ୍ସଆପ୍ ବିଜନେସ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି, ଯାହା ହ୍ୱାଟ୍ସଆପ୍ ମାଧ୍ୟମରେ…

ଶୀତ ଦିନେ Gym ଯାଉଥିଲେ ହୃଦଘାତର ରହିଛି ବହୁ ସମ୍ଭାବନା

ଭୋପାଲ- ମଧ୍ୟପ୍ରଦେଶର ଖରବୋନ ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକ ଜିମରେ ୱାର୍କଆଉଟ କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । କେବଳ ଏହି ଜଣେ ନୁହେଁ , ୱାର୍କଆଉଟ ସମୟରେ ଅନେକ ଲୋକଙ୍କର ମୃତ୍ୟୁର ଖବର ଆସୁଛି…

କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏଣ୍ଟ୍ରାନ୍ସ କରିବ NTA, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା କୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ବୋଲି ଜଣା ପଡ଼ିଛି । ବାକି ପ୍ରତି ଯୋଗିତା ମୂଳକ…