Browsing Category
Top Stories
ଆସୁଛି ହାଡ଼ଭଙ୍ଗା ଶୀତ, ଥରିବ ସାରା ଓଡ଼ିଶା: ଏଥର ରେକର୍ଡ ଭାଙ୍ଗିବ ଜାଡ଼
ଭୁବନେଶ୍ୱର: ଧିରେ ଧିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ପହଞ୍ଚିଛି । ସମସ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଏହାମଧ୍ୟରେ ପାଣିପାଗ ବିଭାଗ ଦେଇଛି ଆଉ ଏକ ବଡ଼ ଖବର । ଆଗକୁ ଶୀତର ପରିମାଣ ବୃଦ୍ଧି…
NRTS ପରୀକ୍ଷା ରେଜଲ୍ଟ ଘୋଷଣା କଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ୍) ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ରେଜଲ୍ଟ ବୋର୍ଡ…
ଭୁବନେଶ୍ୱର ପାହାଳରେ ବଡ଼ଧରଣ ଚୋରି, ୪୦ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ଆଜିକାଲି ରାଜ୍ୟ ତଥା ଦେଶରେ ଲୁଟେରାମାନଙ୍କ ସଂଖ୍ୟା ବଢିବା ସହ ଚୋରି ମାମଲା ବୃଦ୍ଧି ଘଟିବାରେ ଲାଗିଛି । ଅନ୍ୟପଟେ ସୁନା ଦର ମଧ୍ୟ ଆକାଶ ଛୁଇଁଛି । ରିପୋର୍ଟ ମୁତାବକ ୨୦୨୪ ମସିହାରେ ୩୦ ପ୍ରତିଶତ ସୁନା…
କ୍ରିକେଟରୁ ବିଦାୟ ନେଲେ ଷ୍ଟାର ଖେଳାଳି: ସୋସିଆଲ ମିଡିଆ ପୋଷ୍ଟରେ Retirement ଘୋଷଣା
ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଉପରେ ରହିଛି ସମସ୍ତଙ୍କ ନଜର । କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ଭିତରେ ନିଜ ଅବସର ଘୋଷଣା କରିଛନ୍ତି ଜଣେ ଷ୍ଟାର କ୍ରିକେଟର । ସୋସିଆଲ ମିଡିଆରେ ଏକ ପୋଷ୍ଟ…
ଡିସେମ୍ବର ୧୯ରେ ହେବ PGT ଫିଜିକ୍ସ, ଗଣିତ ଏବଂ ଓଡ଼ିଆ ପଦ ପାଇଁ ଲିଖିତ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OPSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖ (ରବିବାର) ଦିନ ଅପ୍ସନାଲ ବିଷୟର (ପେପର-୧ ଓ ପେପର-୨) ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ପର୍ଯ୍ୟାୟରେ ପ୍ରୋଷ୍ଟ ଗ୍ରାଜୁଏଟ ଟିଚର୍ସ (ପିଜିଟି) ଫିଜିକ୍ସ,…
୧୯୭୮ ମସିହାରୁ ବନ୍ଦ ପଡ଼ିଥିବା ମନ୍ଦିର ଆଜି ଖୋଲାଗଲା, ଭୟଭୀତ ହୋଇ ପଳାଇଥିଲେ ପୂଜାରୀ, ଜାଣନ୍ତୁ କାହାଣୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସ୍ଥିତ ସମ୍ଭଲରେ ଏକ ମନ୍ଦିର ପୁଣିଥରେ ଖୋଲାଯାଇଛି । ନଗର ହିନ୍ଦୁ ସଭାକୁ ସଂକ୍ଷକ ବିଷ୍ଣୂ ଶରଣ ରାସ୍ତୋଗୀଙ୍କ ଦାବି ରହିଛି ଯେ, ୧୯୭୮ ମସିହା ପରେ ଏହି ମନ୍ଦିର ଖୋଲାଗଲା । ଏହାର ଏକ ଭିଡିଓ…
UIDAI କଲା ବଡ଼ ଘୋଷଣା: ଆଧାର କାର୍ଡ ମାଗଣା ଅପଡେଟ୍ ସମୟସୀମା ୬ ମାସ ବଢ଼ିଲା
ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଆଧାର କାର୍ଡ ମାଗଣା ଅପଡେଟ୍ ପାଇଁ ଡିସେମ୍ବର ୧୪ ତାରିଖ ରହିଥିବା ଏବେ ଉକ୍ତ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି…
(Video) ‘ପୁଷ୍ପାରାଜ’ଙ୍କ ଆଖିରେ ଲୁହ… Jailରୁ ଫେରୁଥିଲେ ଅଲ୍ଲୁ ଅର୍ଜୁନ, ସ୍ତ୍ରୀଙ୍କୁ ଦେଖି ଭିଜିଗଲା ଆଖି
ଓଡ଼ିଶା ଭାସ୍କର: ଜେଲରୁ ମୁକୁଳିସାରିଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ଗୋଟିଏ ରାତି ଜେଲରେ କାଟିବା ପରେ, ଆଜି ସକାଳୁ ଘରକୁ ଫେରିଛନ୍ତି ‘ପୁଷ୍ପାରାଜ୍’ । ତେବେ ଅଲ୍ଲୁ ଆଜି ଜେଲରୁ ମୁକୁଳିବା ପରେ ତାଙ୍କୁ…
ପୋଲାଭରମ ପ୍ରସଙ୍ଗ: ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ
ଭୁବନେଶ୍ୱର: ଥମୁନି ପୋଲାଭରମ ପ୍ରସଙ୍ଗ । ପୋଲାଭରମ ପ୍ରସଙ୍ଗକୁ ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ଜାନୁଆରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ମାଲକାନଗିରି ମୋଟୁରୁ ରାଜଧାନୀ ଏବଂ…
CWC ପକ୍ଷରୁ ନିଯୁକ୍ତି: JTA, ଆକାଉଣ୍ଟାଣ୍ଟ ପଦ ପୂରଣ ପାଇଁ ଓଡ଼ିଶାରେ ହେବ ପରୀକ୍ଷା, ଆବେଦନ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେଣ୍ଟ୍ରାଲ ୱେୟାରହାଉସିଂ କର୍ପୋରେସନ (ସିଡବ୍ଲ୍ୟୁସି) ତରଫରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ (ଜେଟିଏ), ଆସିଷ୍ଟାଣ୍ଟ ଇଞ୍ଜିନିୟର,…