Browsing Category

Top Stories

(Video) କେକ୍ କାଟୁଥିବା ସମୟରେ ପୁଅର ମୁଣ୍ଡରେ ଲାଗିଗଲା ନିଆଁ, କେଶ ଜଳିବା ପରେ ଜନ୍ମଦିନ ପାର୍ଟିରେ ହଙ୍ଗାମା

ନୂଆଦିଲ୍ଲୀ: ଏକ ଶୁଭ ଜନ୍ମଦିନ ଏକ ଭୟଙ୍କର ଦୁର୍ଘଟଣାରେ ପରିଣତ ହେଲା । କେକ୍ କାଟିବା ସମୟରେ ଜଣେ ପୁଅର ମୁଣ୍ଡରେ ନିଆଁ ଲାଗିଗଲା। କେକ୍ କାଟିବା ସମୟରେ ସ୍ପାର୍କଲର ଏବଂ ଫୋମ୍ ଏକାଠି ବ୍ୟବହାର କରାଯିବା ସମୟରେ ଏହି…

ଟେକ୍ସାସରେ ଭୟଙ୍କର ବନ୍ୟା; 100ରୁ ଅଧିକ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ  ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟାସ୍ଥିତି। ବର୍ତ୍ତମାନ ସୁଦ୍ଧା 104ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସେହିପରି ଅନେକ ଲୋକ ଏବେ ବି ନିଖୋଜ ରହିଛନ୍ତି । ଟେକ୍ସାସ ପ୍ରଶାସନ ପକ୍ଷରୁ…

ୟଶ ଦୟାଲ ଭୋଗି ପାରନ୍ତି ୧୦ ବର୍ଷର ଜେଲଦଣ୍ଡ, ପୀଡ଼ିତା ଦାଖଲ କଲେ ଏହି ପ୍ରମାଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟଶ ଦୟାଲ ବଡ଼ ସମସ୍ୟା ଘେରରେ ଅଛନ୍ତି। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା 69 ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି। ଆଇପିସିର ଏହି ଧାରା ଜାମିନ ଅଯୋଗ୍ୟ। ଏହା ଅନୁଯାୟୀ ୟଶ…

‘ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ..’, ୪ର୍ଥ ଥର ସଭାପତି ହେବା ପରେ ଏପରି କହିଲେ ମନମୋହନ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ହେବା ପରେ ମନମୋହନ ସାମଲ କହିଛନ୍ତି ଯେ, ସାଇନବୋର୍ଡ ପାର୍ଟୀରୁ ସରକାରରେ ପହଞ୍ଚିଲୁ। ଜଣେ ସାଧାରଣ କର୍ମକର୍ତ୍ତା ବି ବଡ଼ ଦାୟିତ୍ୱ ନେଇପାରେ। ଆପଣଙ୍କ ପରିଶ୍ରମ ପାଇଁ ଆଜି ସରକାର…

ୟଶ ଦୟାଲଙ୍କୁ ହୋଇପାରେ ୧୦ ବର୍ଷର ଜେଲ: ପୀଡ଼ିତା ଝିଅ ଦେଇଛନ୍ତି ଏହି ପ୍ରମାଣ

ଗାଜିଆବାଦ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଦ୍ରୁତ ବୋଲର ତଥା ଉତ୍ତର ପ୍ରଦେଶର କ୍ରିକେଟର ୟଶ ଦୟାଲ ଏକ ଗମ୍ଭୀର ଅଭିଯୋଗରେ ଫସିଛନ୍ତି। ଗାଜିଆବାଦର ଜଣେ ଝିଅ ତାଙ୍କ ବିରୁଦ୍ଧରେ ଶାରୀରିକ, ମାନସିକ ଓ…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବାପା ଦୌଲାଲ ବୈଷ୍ଣବଙ୍କ ଦେହାନ୍ତ, ଯୋଧପୁର AIIMSରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦାଉଲାଲ ବୈଷ୍ଣବଙ୍କର ମଙ୍ଗଳବାର 8 ଜୁଲାଇରେ ଯୋଧପୁରର AIIMSରେ ଦେହାନ୍ତ…

ବିହାରର ମୂଳ ନିବାସୀ ମହିଳାଙ୍କୁ ସରକାରୀ ଚାକିରିରେ ୩୫% ସଂରକ୍ଷଣ: ନୀତୀଶ ସରକାରଙ୍କ ବଡ଼ ଘୋଷଣା

ପାଟଣା: ବିହାରରେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ମହିଳା ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ମୂଳ ନିବାସୀ ମହିଳାଙ୍କ…

ନାବଳିକାଙ୍କୁ ପ୍ରଥମେ ଅପହରଣ, ପରେ ଟ୍ରେନ୍‌ରେ ଯିବା ସମୟରେ ତା’ସହ କଲେ ଦୁଷ୍କର୍ମ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଜଣେ ୧୬ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ନେବା ସମୟରେ ଟ୍ରେନରେ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଯୁବତୀ ଜଣକ ଡୋମ୍ବିଭାଲି…

ଛାଙ୍ଗୁର ବାବାଙ୍କ ଆଲିଶାନ କୋଠି ଉପରେ ଚାଲିଲା ବୁଲଡୋଜର, ଜାତି ଅନୁସାରେ ନିର୍ଦ୍ଧାରଣ କରୁଥିଲେ ଝିଅଙ୍କ ମୂଲ୍ୟ, କରୁଥିଲେ ଧର୍ମାନ୍ତରଣ

ବଲରାମପୁର: ଉତ୍ତର ପ୍ରଦେଶର ବଲରାମପୁର ଜିଲ୍ଲାରେ ଅବୈଧ ଧର୍ମାନ୍ତରଣ ରାକେଟର ମୁଖ୍ୟ ଅଭିଯୁକ୍ତ ଜମାଲୁଦ୍ଦୀନ ଉର୍ଫ ଛାଙ୍ଗୁର ବାବାଙ୍କ ଆଲିଶାନ କୋଠି ଉପରେ ମଙ୍ଗଳବାର (ଜୁଲାଇ ୮, ୨୦୨୫) ପ୍ରଶାସନ ବୁଲଡୋଜର ଚଳାଇଛି।…

ମାତ୍ର ୧୨୧ ଟଙ୍କା ନିବେଶ କଲେ, ଝିଅର ବିବାହ ସମୟରେ ମିଳିବ ୨୭ ଲକ୍ଷ!

ନୂଆଦିଲ୍ଲୀ: ଝିଅର ପାଠପଢା ଏବଂ ବିବାହ ସ୍ୱାପ୍ନକୁ ପୂରଣ କରିବା ପାଇଁ ଏବେଠାରୁ ନିବେଶ କରିବା ନିହାତି ଆବଶ୍ୟକ। ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର କନ୍ୟାଦାନ ପଲିସି ମାଧ୍ୟମରେ ଆପଣ ଦୈନିକ ୧୨୧ ଟଙ୍କାର ନିବେଶରେ…