Browsing Category
Top Stories
Breaking: ପୁଣିଥରେ ନିର୍ଦ୍ବନ୍ଦ୍ବରେ ରାଜ୍ୟ ବିଜେପି ସଭାପତି ହେଲେ ମନମୋହନ ସାମଲ, ଜଣେ ହିଁ ଭରିଥିଲେ ନାମାଙ୍କନ
ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ପଦ ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । ଏହି ପଦ ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ବର୍ତ୍ତମାନ ସୁଦ୍ଧା ସେ ଜଣେ ନାମାଙ୍କନ ଦାଖଲ କରିଥିବା ବେଳେ ସେ…
ରଖେ ହରି ତ ମାରେ କିଏ…କୋଠା ଭୁଶୁଡ଼ି ଚାଲିଗଲା ଗୋଟିଏ ପରିବାରର 20ଜଣଙ୍କ ଜୀବନ, ହେଲେ 3ମାସର ଛୁଆକୁ ଲାଗିଲାନି ଆଘାତ
ନୂଆଦିଲ୍ଲୀ: ପାକିସ୍ତାନରେ ଏକ କୋଠା ଭୁଶୁଡ଼ିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । କରାଚୀର ଲିଆରି ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଲା। ଏହି ଦୁର୍ଘଟଣା ଏତେ ବଡ଼ ଥିଲା ଯେ ପ୍ରାୟ 53 ଘଣ୍ଟା ମଧ୍ୟରେ…
୧୨% ମହଙ୍ଗା ହୋଇଯିବ ରିଚାର୍ଜ ପ୍ଲାନ୍ସ! Jio-Airtel-Vi ୟୁଜର୍ସଙ୍କୁ ପୁଣି ଝଟକା
ନୂଆଦିଲ୍ଲୀ: ଗତ ବର୍ଷ ଟେଲିକମ୍ କମ୍ପାନୀଗୁଡ଼ିକ ରିଚାର୍ଜ ପ୍ଲାନଗୁଡ଼ିକୁ ମହଙ୍ଗା କରିଥିଲେ, କିନ୍ତୁ ଏବେ ଗ୍ରାହକମାନଙ୍କୁ ପୁଣି ଏକ ଝଟକା ଲାଗିବାକୁ ଯାଉଛି। ମୋବାଇଲ୍ ରିଚାର୍ଜ ପ୍ଲାନଗୁଡ଼ିକ ପୁଣି ଥରେ 12% ମହଙ୍ଗା…
ମଧ୍ୟବିତ୍ତଙ୍କୁ ମୁକେଶ ଅମ୍ବାନୀଙ୍କ ଉପହାର! ପୁରୁଣା ପୋଷାକ ଦିଅ ନୂଆ ବସ୍ତ୍ର ନେଇଯାଅ, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: ଯଦି ଆପଣ କମ୍ ଟଙ୍କାରେ ବ୍ରାଣ୍ଡେଡ୍ କପଡ଼ା କିଣିବାକୁ ଚାହୁଁଛନ୍ତି, ତେବେ ରିଲାଏନ୍ସ ରିଟେଲ ଫ୍ୟାଶନ ପ୍ୟାକ୍ଟ୍ରୀ ଆପଣଙ୍କ ପାଇଁ ଏକ ସାନଦାର ସୁଯୋଗ ଆଣିଛି।
ମୁକେଶ ଅମ୍ବାନୀଙ୍କ ଏହି କମ୍ପାନୀ ଫ୍ୟାଶନ…
ବାଇକ୍ ଓ ଅଟୋ ପାଇଁ ନୀତିନ ଗଡ଼କରୀଙ୍କ ନୂଆ ନିୟମ: ନିୟମ ନ ମାନିଲେ ଦେବାକୁ ପଡ଼ିବ ବଡ଼ ଜୋରିମାନା
ନୂଆଦିଲ୍ଲୀ : କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନେତୃତ୍ୱରେ ଭାରତ ସରକାର ଦୁଇ ଚକିଆ (ବାଇକ୍) ଓ ତିନି ଚକିଆ (ଅଟୋ) ଯାନ ପାଇଁ ନୂଆ ଟ୍ରାଫିକ୍ ନିୟମ ଜାରି କରିଛନ୍ତି। ୨୦୨୫ରେ ଲାଗୁ…
କିଏ ହେବେ ବିଜେପି ରାଜ୍ୟ ସଭାପତି, ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଏଯାଏଁ କେହି କରିନାହାନ୍ତି ନାମାଙ୍କନ ଦାଖଲ। ସାଢେ ୩ଟା ଯାଏଁ ଚାଲିବ ନାମାଙ୍କନ ଦାଖଲ। ଏବେ ଜାତୀୟ କାଉନସିଲର ପାଇଁ…
ଉଚ୍ଚଶିକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ଓ ବିଶ୍ୱବିଦ୍ୟାଳୟରେ ବଢିବେ କର୍ମଚାରୀ
ଭୁବନେଶ୍ୱର: ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହାକୁ ସୁଦୃଢ କରିବା ଲାଗି ନିଆଯାଉଛି ବିଭିନ୍ନ ପଦକ୍ଷେପ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାନବସମ୍ବଳ ବୃଦ୍ଧି ପାଇବ। ଏଥିପାଇଁ ଯୋଜନା ପ୍ରସ୍ତୁତ…
Video: ଶାଶୁଙ୍କୁ ଶିଡ଼ିରେ ଘୋଷାଡ଼ି ମାଡ଼ ମାରିଲା ବୋହୁ, ମୋବାଇଲରେ ଭିଡିଓ ରେକର୍ଡ କଲେ ତାଙ୍କ ମା’
ଗାଜିଆବାଦ: ଗାଜିଆବାଦର ଜଣେ ବୃଦ୍ଧା ମହିଳାଙ୍କୁ ତାଙ୍କ ବୋହୁ ଝଗଡା ପରେ କ୍ରୁର ଭାବେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଛନ୍ତି। ଜୁଲାଇ ୧ ତାରିଖର ସିସିଟିଭି ଭିଡିଓରୁ ଜଣାପଡ଼ିଛି ଯେ, ମୋଟ ୩ ଜଣ ମହିଳା ଏହି ଝଗଡ଼ାରେ ଶାମିଲ…
Blood Group Alert: ଏହି ବ୍ଲଡ଼ ଗ୍ରୁପକୁ ବ୍ରେନ ଷ୍ଟ୍ରୋକର ସବୁଠାରୁ ଅଧିକ ବିପଦ! ଜାଣନ୍ତୁ ଆପଣଙ୍କ ଗ୍ରୁପ ବିପଦରେ ନାହିଁ ତ ?
ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ନିର୍ଦ୍ଦିଷ୍ଟ ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ ବ୍ରେନ ଷ୍ଟ୍ରୋକର ଅଧିକ ବିପଦ ରହିଛି, ବିଶେଷକରି ୬୦ ବର୍ଷ ବୟସ ପୂର୍ବରୁ। ଏହି ଅଧ୍ୟୟନ ଅନୁଯାୟୀ, ‘ଏ’ (A)…
‘ଅଧର ପଣା’ ନୀତି କ’ଣ, କାହିଁକି ପ୍ରସାଦରେ ମିଳେନି ମହାପ୍ରଭୁଙ୍କ ପାଖେ ଲାଗିଥିବା ଏହି ବିଶେଷ ଭୋଗ
ଓଡ଼ିଶା ଭାସ୍କର: ପବିତ୍ର ରଥଯାତ୍ରା ଚଳିତ ବର୍ଷ ଖୁବ ଧାମଧାମର ସହ ପାଳନ ହୋଇଛି। ଗତକାଲି ତିନି ଠାକୁରଙ୍କ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼ ହୋଇଥିଲା। ତେବେ ଆଜି ରଥଯାତ୍ରା ପର୍ବର ସମାପ୍ତି ହେବାକୁ…