fbpx
Browsing Category

Top Stories

୬ ମାସରୁ ୩ ବର୍ଷର ପିଲାଙ୍କୁ ଦିଆଯିବ ଗରମ ରନ୍ଧାଖାଦ୍ୟ: ମହିଳା ଓ ଶିଶୁ ବିକାଶ ବିଭାଗର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିଶୁଙ୍କ ଉନ୍ନତ ସ୍ୱାସ୍ଥ୍ୟ ଓ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ଥାଆନ୍ତି । ଏଥିପାଇଁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯିବା ସହ ଯୋଜନା ମଧ୍ୟ…

ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ବିଜେପିକୁ ବିଜେଡିର ସଣ୍ଡୁଆସି ଆକ୍ରମଣ, ପ୍ରସନ୍ନ କହିଲେ ‘ଗୋଦରୀ ଲୋ ତୋ ଗୋଡକୁ ଅନା’

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ବାକ୍ ଯୁଦ୍ଧ ସେତିକି ବଢି ଚାଲିଛି । ପଦ୍ମପୁର ପ୍ରଚାର ମଇଦାନରେ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଜେପି । ପଦ୍ମପୁରରେ ପ୍ରଚାର…

ସରିଲା ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ବୈଠକ, ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ଜାରି ରହିଛି । ଏହାରି ମଧ୍ୟରେ ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ବୈଠକ ଶେଷ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ…

National Sports Awards 2022: ଶରଥ କମଲଙ୍କୁ ଖେଳ ରତ୍ନ, ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର, ଓଡ଼ିଶାରୁ କାହାକୁ ମିଳିଲା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ କୃତୀ କ୍ରୀଡ଼ାବିତଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି । ଟେବୁଲ ଟେନିସ ପ୍ଲେୟାର ଶରଥ କମଲ ଏକମାତ୍ର କ୍ରୀଡ଼ାବିତ ଭାବେ…

Samsungକୁ ଦରକାର ୧୦୦୦ ଇଞ୍ଜିିନିୟର: ଏହି ଡିଗ୍ରୀ ଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତର ଟପ୍ ଇଞ୍ଜିୟରିଂ ଇନଷ୍ଟିଚ୍ୟୁଟ୍ ଓ ଆଇଆଇଟିର ଇଞ୍ଜିନିୟର ପ୍ରାର୍ଥୀଙ୍କୁ ଚାକିରି ପାଇବାର ଆସିଛି ସୁବର୍ଣ୍ଣ ସୁଯୋଗ । ସାମସଙ୍ଗ କମ୍ପାନୀ ଭାରତର ବିଭିନ୍ନ ଆରୀ ଆଣ୍ଡି ଡି ଇନଷ୍ଟିଚ୍ୟୁଟ୍ ପାଇଁ ଇଞ୍ଜିନିୟର ପଦବୀ…

IND vs NZ: ବର୍ଷା ମାଡ଼ରେ ଧୋଇଗଲା ତୃତୀୟ ଦିନିକିଆ, ୧-୦ରେ ଦିନିକିଆ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ବର୍ଷା କାରଣରୁ ଧୋଇଯିବା ପରେ ନ୍ୟୁଜିଲ୍ୟାଣ୍ଡ ଏହି ସିରିଜକୁ ୧-୦ରେ ଜିତି ନେଇଛି। ଆଜିର ମ୍ୟାଚରେ…

ORHDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଗ୍ରାମ୍ୟ ଗୃହ ଓ ବିକାଶ ନିଗମ (ଓଆରଏଚଡିସି) ମାମଲାରେ ଆସିଛି ନୂଆ ଅପଡେଟ୍ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍ଡର୍ସ ଏମଡି ତଥା କଟକ-ବାରବାଟୀ ବିଧାୟକ ମହମ୍ମଦ…

ପ୍ରତିଦିନ ଆଳୁ ଖାଇ ମଧ୍ୟ ଆପଣ କମାଇପାରିବେ ଓଜନ! ବୈଜ୍ଞାନିକ କହିଲେ ଏହାକୁ ଖାଇବାର ସଠିକ୍ ଉପାୟ

ଖରାପ ଲାଇଫ୍ ଷ୍ଟାଇଲ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ମୋଟା ହେବାରେ ଲାଗିଛନ୍ତି । ଓଜନ କମ୍ କରିବାକୁ ଲୋକମାନେ ସାଧାରଣତଃ ନିଜ ମନ ପସନ୍ଦର ଖାଇବା ଛାଡ଼ି ଦିଅନ୍ତୁ । କିନ୍ତୁ ଆପଣ ଜାଣନ୍ତି କି, ପ୍ରତିଦିନ ଆଳୁ ଖାଇ ମଧ୍ୟ…

UPI Payment ଓ Digital Rupee ମଧ୍ୟରେ ଫରକ କ’ଣ: ଏହାକୁ ଲଞ୍ଚ କରିବାର ଉଦ୍ଦେଶ୍ୟ ଓ ଫାଇଦା କ’ଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ରିଟେଲ ଡିଜିଟାଲ ରୁପି ଲଞ୍ଚ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିବା ସ୍ୱାଭାବିକ । ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରକାରର ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା…

ଏଣିକି ଚାଷୀଙ୍କୁ ୨ହଜାର ଟଙ୍କା କିସ୍ତି ସହ ମିଳିବ ୩୦୦୦ ଟଙ୍କା ମାସିକ ପେନସନ୍, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ ୨୦୦୦ ର ୩ କିସ୍ତି…