fbpx
Browsing Category

Top Stories

ଓଡିଶାରେ ଆରମ୍ଭ ହେବ 5G ସେବା: ଭୁବନେଶ୍ୱର ସମେତ ୮୦ ପ୍ରତିଶତ ଅଞ୍ଚଳରେ ହେବ ଉପଲବ୍ଧ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୫ଜି ସେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଏବଂ ଉତ୍ସାହକୁ ସେ ଆହୁରି ବଢାଇ ଦେଇଛନ୍ତି । ଏଣିକି ଓଡିଶାରେ ମଧ୍ୟ…

ଖଡଗେଙ୍କ ପାଇଁ ପ୍ରଚାର କରି ଫସିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଜାଣନ୍ତୁ କାରଣ

ଜୟପୁର: କଂଗ୍ରେସ ଅଧ୍ୟକ୍ଷ ପଦର ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପକ୍ଷରେ ପ୍ରଚାର କରିବା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମହଙ୍ଗା ପଡିପାରେ। ଶଶି ଥରୁରଙ୍କ ଆପତ୍ତି ପରେ କେନ୍ଦ୍ରୀୟ ନିର୍ବାଚନ…

ଜଣାଶୁଣା ଟିଭି ଅଭିନେତ୍ରୀ ବୈଶାଲୀ ଟକ୍କରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି । ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ବୈଶାଲୀ ଟକ୍କରଙ୍କର ମୃତ୍ୟୁ ଘଟିଛି । ବୈଶାଲୀ ଇନ୍ଦୋରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଅଭିନେତ୍ରୀଙ୍କ ଏକ…

ଫୁଟବଲର ବଡ ପ୍ରଶଂସକ, ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ କେମିତି କଷ୍ଟ କରିଥିଲେ, ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ବିଶ୍ଵର ସବୁଠୁ ସର୍ବାଧିକ ଲୋକପ୍ରିୟ ଖେଳ ହେଉଛି ଫୁଟବଲ୍। ଏହାର ୯୦ ମିନିଟର ଖେଳ ପୂରା ଦୁନିଆକୁ ବାନ୍ଧି ରଖିଥାଏ। ସେ ପ୍ରତିଷ୍ଠିତ କ୍ଲବ୍ ଟୁର୍ଣ୍ଣାମେଣ୍ଟ ହେଉ କି ବିଶ୍ଵ କପ୍। ଏହି ଖେଳର ଅନୁଭୂତି ବେଶ…

ମନୀଷ ସିସୋଦିଆଙ୍କୁ ସିବିଆଇର ସମନ: ଅବକାରୀ ମାମଲାରେ କରିବ ପଚରାଉଚରା

ନୂଆଦିଲ୍ଳୀ: ଦିଲ୍ଳୀର ତଥାକଥିତ ଅବକାରୀ ନୀତି ଘୋଟାଲା ମାମଲାରେ ସିବିଆଇ ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ପଠାଇଛନ୍ତି । ସିବିଆଇ ମନୀଷ ସିସୋଦିଆଙ୍କୁ ଆସନ୍ତା କାଲି ସୋମବାର ସମନ ପାଇଁ ଡକାଇଛି ।…

ଟି-୨୦ ବିଶ୍ଵ କପ ଆରମ୍ଭରୁ ଶ୍ରୀଲଙ୍କାକୁ ଝଟକା, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପର ଅଷ୍ଟମ ସଂସ୍କରଣ ଅକ୍ଟୋବର ୧୬ ଅର୍ଥାତ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଏବଂ ନାମିବିୟା। ତେବେ…

ନବୀନଙ୍କ ଦିପାବଳୀ ଗିଫ୍ଟ: ହଟିଲା ଚୁକ୍ତିଭିତ୍ତିକ ନିଯୁକ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ଦିପାବଳୀ ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫୭ ହଜାରରୁ ଅଧିକ ଠିକା କର୍ମଚାରୀ ନିୟମିତ ହେବେ । ରାଜ୍ୟରୁ…

Digital Banking Unit:ଦୂର ହେବ ବ୍ୟାଙ୍କ ସମସ୍ୟା ,ଏଥର ଆପଣଙ୍କ ଘର ଦ୍ୱାରକୁ ଆସିବ ବ୍ୟାଙ୍କ ସୁବିଧା

ନୂଆଦିଲ୍ଲୀ :ଭାରତର ବ୍ୟାଙ୍କିଙ୍ଗ ସୁବିଧାକୁ ଦେଶର ପ୍ରତ୍ୟକ ବ୍ୟକ୍ତିଙ୍କ ନିକଟକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ (ଡିବିୟୁ) ଲଞ୍ଚ କରିଛନ୍ତି। ପ୍ରଧାନମନ୍ତ୍ରୀ…

ଚୀନ ଉପରେ ଆଜୀବନ ଶାସନ କରିବେ ଜିନପିଙ୍ଗ ? କମ୍ୟୁନିଷ୍ଟ କଂଗ୍ରେସର ବୈଠକ ଉପରେ ଦୁନିଆର ନଜର

ନୂଆଦିଲ୍ଲୀ: କଣ ଚୀନରେ ଆଜୀବନ ଶାସନ କରିବେ ସି ଜିନପିଙ୍ଗ ? ଚୀନର କମ୍ୟୁନିଷ୍ଟ ପାର୍ଟି ରାଷ୍ଟ୍ରପତି ସ ଜିନପିଙ୍ଗଙ୍କ ପାଇଁ ରେକର୍ଡ ତୃତୀୟ ଥର କାର‌୍ୟ୍ୟକାଳ ବୃଦ୍ଧି ଉପରେ ମୋହର ଲଗାଇବା ଉଦ୍ଦେଶ୍ୟରେ ବୈଠକର…

ବ୍ୟକ୍ତି ବଜାଇଲେ ଏଭଳି ସଙ୍ଗୀତ: ଶୁଣିବାକୁ ଚାଲିଆସିଲେ ପଡ଼ିଆରେ ଚରୁଥିବା ଜନ୍ତୁ…

ଦ୍ୱାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବଂଶୀ ବଜାଉଥିଲେ । ସେତେବେଳେ ତାଙ୍କ ବଂଶୀ ଧ୍ୱନି ଶୁଣିବାକୁ କେବଳ ଯେ ଲୋକମାନେ ପସନ୍ଦ କରୁଥିଲେ ବରଂ ପଶୁପକ୍ଷୀମାନେ ମଧ୍ୟ କୃଷ୍ଣଙ୍କ ବଂଶୀର ମଧୁର ସ୍ୱର ଶୁଣିବାକୁ…