fbpx
Browsing Category

Top Stories

ବୁମରାହଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଯିବେ ୩ ବୋଲର: ବିକଳ୍ପ ଉପରେ ବିସିସିଆଇ ଅଧିକାରୀଙ୍କ ସଂକେତ

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ ପାଇଁ ବୁମରାହଙ୍କ ବିକଳ୍ପ ବାଛିଛି ବିସିସିଆଇ । ବୁମରାହଙ୍କ ସ୍ଥାନରେ ଏବେ ଅଷ୍ଟ୍ରେଲିଆ ଗସ୍ତ କରିବେ ୩ ଜଣ ପେସର । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ ଜଣେ ଅଧିକାରୀ ସଂକେତ ଦେଇଛନ୍ତି ।…

ଧାମନଗର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ବାଛିଲା ଦଳ ?

ଧାମନଗର: ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ନିର୍ବାଚନୀ ମଣ୍ଡଳ ପାଇଁ ପୁଣି ଆରମ୍ଭ ହୋଇଛି ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ପ୍ରାର୍ଥୀ…

ହିନ୍ଦୀ ଭାଷାରେ ମେଡିକାଲ ପାଠ ପଢିବେ ଛାତ୍ରଛାତ୍ରୀ : ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ:ଛାତ୍ର ଛାତ୍ରରୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଇଂରାଜୀ ନୁହେଁ ବରଂ ରାଷ୍ଟ୍ରଭାଷା ଅର୍ଥାତ ହିନ୍ଦୀରେ ହେବ MBBS ପାଠପଢା । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ…

ମୁଲାୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ସପା ନେତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ଦିବଙ୍ଗତ ନେତା ମୁଲୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ଦେବାକୁ ଦାବି ଉଠିଛି। ସମାଜବାଦୀ ପାର୍ଟିର ମୁଖପାତ୍ର ଆଇପି ସିଂହ…

କ୍ୟାବିନେଟ ବୈଠକରେ ସରକାରୀ ତୈଳ କମ୍ପାନୀକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି! ସାଧାରଣ ଲୋକଙ୍କୁ ମିଳିବ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ କ୍ଷତିରେ ଚାଲୁଥିବା ଅଏଲ ମାର୍କେଟିଂ କମ୍ପାନୀ ପାଇଁ ଆସିଛି ଖୁସି ଖବର । କମ୍ପାନୀଗୁନିକ ପାଇଁ ଏହାକୁ ଦୀପାବଳି ଉପହାର ବୋଲି କୁହାଯାଉଛି । ସହଯୋଗୀ ଚ୍ୟାନେଲ ଜି ବିଜନେସ୍ ଦାବି କରିଛି…

Jonestown Massacre: ଏକସଙ୍ଗେ ୯୧୮ ଜଣ ଆତ୍ମହତ୍ୟା କରିଥିଲେ, କ’ଣ ଏମିତି ଘଟିଥିଲା, ଜାଣନ୍ତୁ ଏକ ଭୟଙ୍କର କାହାଣୀ

ନୂଆଦିଲ୍ଲୀ: ଆତ୍ମହତ୍ୟା ଠାରୁ ଆଉ ଭୟଙ୍କର ମାନସିକ ରୋଗ ବୋଧହୁଏ କିଛି ନାହିଁ । ଆତ୍ମହତ୍ୟାର ପଥକୁ ଆଦରି ନେଉଥିବା ବ୍ୟକ୍ତିବିଶେଷଙ୍କୁ ଏ ସମାଜ ଭିରୁର ଆଖ୍ୟା ଦେଇଥାଏ । ଅନେକ ଲୋକ କଠିନ ପରିସ୍ଥିତିକୁ ସାମ୍ନା…

ନିଶାରେ ଚୂର ବ୍ୟକ୍ତିଙ୍କୁ ଘରେ ଛାଡିବାର ଦାୟିତ୍ଵ ବାର ମାଲିକଙ୍କର, ଏହି ରାଜ୍ୟରେ ଲାଗୁ ହେବ ନୂଆ ନିୟମ

ପାଣାଜି: ସାଧାରଣତଃ ମଦ ନିଶାରେ ଲୋକେ ରାସ୍ତାରେ ଗଡନ୍ତି କିମ୍ବା ଲୋକଙ୍କ ସହ ଦୁର୍ବ୍ୟବହାର କରନ୍ତି। ଏପରିକି ନିଶାରେ କାର ଚଳାଉଥିବା ଲୋକେ ସଡକ ଦୁର୍ଘଟଣାର ଶିକାର ହୁଅନ୍ତି। ମାତ୍ର ଏବେ ମଦ୍ୟପଙ୍କୁ ସୁରକ୍ଷିତ…

ରାଜି ନହେବାରୁ ରାଜନୈତିକ ପ୍ରତିଶୋଧର ଶିକାର ହେଲେ ସୌରଭ ଗାଙ୍ଗୁଲି ? ବିଜେପିକୁ ଘେରିଲା ଟିଏମସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ଗାଙ୍ଗୁଲିଙ୍କ ଅଧ୍ୟକ୍ଷ ପଦ ଛାଡିବା ଖବର ମଧ୍ୟରେ ବିଜେପିକୁ…

ପିଲାମାନଙ୍କଠାରେ ବୃଦ୍ଧି ପାଉଛି ଡିପ୍ରେସନ: କିପରି ଜାଣିବେ ଏହାର ଲକ୍ଷଣ

 ନୂଆଦିଲ୍ଲୀ:ଆଜିକାଲି ପିଲାମାନଙ୍କଠାରେ ଉଦାସୀନତା ଏବଂ ଚିନ୍ତା ବଢିବାରେ ଲାଗିଛି, ଯାହାକି ଏକ ଚିନ୍ତାର ବିଷୟ । ବିଷେଶଜ୍ଞମାନଙ୍କ ଏକ ରିପୋର୍ଟ ଅନୁଯାୟୀ କୋଭିଡ -୧୯ ପରଠାରୁ ଏହି ଉଦାସିନତା ବା ଡିପ୍ରେସନ…

ଭୁଲ୍ ପ୍ରମାଣିତ ହେଲା ପାଣିପାଗ ବିଭାଗ ! ମୌସୁମୀ ବିଦାୟର ଘୋଷଣା ପରେ ହୋଇଛି ୭୦୦%ରୁ ଅଧିକ ବର୍ଷା

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଦେଶରୁ ମୌସୁମୀ ବିଦାୟ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଅକ୍ଟୋବର ମାସର ପ୍ରଥମ ୧୦ ଦିନରେ ଉତ୍ତର ଭାରତର ଅନେକ ରାଜ୍ୟରେ ଭୀଷଣ ବର୍ଷା ହୋଇଛି। ଏହାକୁ…