Browsing Category

Top Stories

ବଜାରରେ ଅଭାବୀ ବିକ୍ରିରୁ ହେଉଛି କ୍ଷତି, ୬,୬୦୦ କର୍ମଚାରୀଙ୍କୁ ଛଟେଇ କରିବ Dell

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ବର୍ତ୍ତମାନ ଛଟେଇ ପର୍ବ ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛି କମ୍ପ୍ୟୁଟର ଉତ୍ପାଦନକାରୀ କମ୍ପାନୀ ଡେଲ୍ । ବଜାରରେ ଚାହିଦାକୁ ହ୍ରାସ ପାଇବା କାରଣରୁ ହେଉଥିବା କ୍ଷତି କାରଣରୁ 'ଡେଲ…

ବଦଳିଲା ପିଏଫ ଖାତାର ନିୟମ! ୫ବର୍ଷ ପୂର୍ବରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଏତିକି ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡ଼େଣ୍ଟ ଫଣ୍ଡ ସହ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରିଛନ୍ତି । ଇପିଏଫଓ ସବସ୍କ୍ରାଇବର ମାନେ ଖାତା ଖୋଲିବାର ୫ବର୍ଷ ପୂର୍ବରୁ ଯଦି…

‘ଆମେ କୌଣସି ସାଧୁ ସନ୍ୟାସୀ ନୁହଁ, ପ୍ରତ୍ୟେକ ନେତା ପରବର୍ତୀ ନିର୍ବାଚନ ବିଷୟରେ ଚିନ୍ତା କରନ୍ତି’: ନିତିନ ଗଡକରୀ

ନୂଆଦିଲ୍ଲୀ: ପ୍ରତ୍ୟେକ ସରକାର ଏବଂ ନେତାମାନେ ସେମାନଙ୍କର ପରିବର୍ତ୍ତି ନିର୍ବାଚନ ବିଷୟରେ ଚିନ୍ତା କରିଥାନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାଗଣାରେ ଚାଉଳ, କର ଛାଡ଼ ଆଦି ପ୍ରଶ୍ନରେ…

ଆଜି ବି ଅମର କୋକିଳ କଣ୍ଠୀ ଲତା ମଙ୍ଗେସକର; ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ବାଲୁକା ଚିତ୍ରକଳା ମାଧ୍ୟମରେ ସମ୍ମାନ ଦେଲେ ଶୀଳ୍ପି ସୁଦର୍ଶନ…

ପୁରୀ: ମେରି ଆୱାଜ ହି ମେରା ପେହେଚାନ ହେ..ଏହି ପକ୍ତିଂକୁ ସତ କରିଦେଇଛନ୍ତି ଭାରତର କୋକିଳ କଣ୍ଠୀ ଲତା ମଙ୍ଗେସକର । ଲତାଜୀ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କ ମଧୁର ସ୍ୱରରେ ସେ ଶ୍ରୋତାଙ୍କ ହୃଦୟରେ ଚିର ଅମର…

୫ ଟଙ୍କା ଥିଲା ପ୍ରଥମ ରୋଜଗାର, କିପରିି ହେଲେ ଦେଶର ସବୁଠୁ ଧନୀ ଓକିଲ

ଭୁବନେଶ୍ୱର : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପିତା ମୋତିଲାଲ ନେହରୁଙ୍କ ୬ ଫେବୃଆରୀ ଅର୍ଥାତ୍ ଆଜି ହେଉଛି ୯୨ ତମ ପୂର୍ଣ୍ଣ ତିଥି । ନେହରୁ ପରିବାର ବିଷୟରେ ଚର୍ଚ୍ଚା ହେଲେ ସର୍ବପ୍ରଥମେ…

ବିବାଦ ମଧ୍ୟରେ ଆଦାନୀ ଗ୍ରୁପ୍‌କୁ ବଡ଼ ଝଟକା ଦେଲେ ଯୋଗୀ ସରକାର, ସ୍ମାର୍ଟ ମିଟର ଲଗାଇବା ଟେଣ୍ଡର ବାତିଲ

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମା ଆଦାନୀ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଲେଣି। ସମାନ ସମୟରେ ଉତ୍ତର ପ୍ରଦେଶ ସରକାର ଆଉ ଏକ ଝଟକା ଦେଇଛନ୍ତି। ଆଦାନୀ ଟ୍ରାନ୍ସମିଶନ, ଜିଏମ୍‌ଆର…

ଗୁଗୁଲୁ ଆଣୁଛି ନୂଆ ଫିଚର; ୧୫ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ୍ !

ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ…

ସୁପ୍ରିମକୋର୍ଟ: ୫ନୂଆ ବିଚାରପତିଙ୍କୁ ଶପଥପାଠ କରାଇଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଆଜି ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି । ଶପଥପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ିୱାଇ ଚନ୍ଦ୍ରଚୂଡ଼ । ୫ ନୂଆ ବିବାରପତି ଶପଥପାଠ ନେଲା ପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ…

Grammy Awards 2023: ଭାରତକୁ ପୁଣି ଗର୍ବିତ କଲେ ରିକି କ୍ରେଜ୍‌, ସର୍ବାଧିକ ଗ୍ରାମୀ ପୁରସ୍କାର ଜିତି ଇତିହାସ ରଚିଲେ ବିୟୋନ୍ସ

ନୂଆଦିଲ୍ଲୀ: ଭାରତୀୟ ସଂଗୀତଜ୍ଞ ରିକି କେଜ ୬୫ ତମ ଗ୍ରାମୀ ପୁରସ୍କାରରେ ତୃତୀୟ ଗ୍ରାମୀ ପୁରସ୍କାର ଜିତି ଭାରତକୁ ପୁଣି ଗର୍ବିତ କରିଛନ୍ତି। ଆମେରିକାର ଜନ୍ମିତ ରିକି କେଜ୍ ଆଇକନିକ୍ ବ୍ରିଟିଶ୍ ରକ୍ ବ୍ୟାଣ୍ଡ୍…

ହେପାଜତ ମୃତ୍ୟୁ ମାମଲା: ବନଖଣ୍ଡର ୨ଏସିଏଫ ଅଟକ

କଟକ: ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ…