Browsing Category

Top Stories

ଗୁଗୁଲୁ ଆଣୁଛି ନୂଆ ଫିଚର; ୧୫ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ୍ !

ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ…

ସୁପ୍ରିମକୋର୍ଟ: ୫ନୂଆ ବିଚାରପତିଙ୍କୁ ଶପଥପାଠ କରାଇଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଆଜି ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି । ଶପଥପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ିୱାଇ ଚନ୍ଦ୍ରଚୂଡ଼ । ୫ ନୂଆ ବିବାରପତି ଶପଥପାଠ ନେଲା ପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ…

Grammy Awards 2023: ଭାରତକୁ ପୁଣି ଗର୍ବିତ କଲେ ରିକି କ୍ରେଜ୍‌, ସର୍ବାଧିକ ଗ୍ରାମୀ ପୁରସ୍କାର ଜିତି ଇତିହାସ ରଚିଲେ ବିୟୋନ୍ସ

ନୂଆଦିଲ୍ଲୀ: ଭାରତୀୟ ସଂଗୀତଜ୍ଞ ରିକି କେଜ ୬୫ ତମ ଗ୍ରାମୀ ପୁରସ୍କାରରେ ତୃତୀୟ ଗ୍ରାମୀ ପୁରସ୍କାର ଜିତି ଭାରତକୁ ପୁଣି ଗର୍ବିତ କରିଛନ୍ତି। ଆମେରିକାର ଜନ୍ମିତ ରିକି କେଜ୍ ଆଇକନିକ୍ ବ୍ରିଟିଶ୍ ରକ୍ ବ୍ୟାଣ୍ଡ୍…

ହେପାଜତ ମୃତ୍ୟୁ ମାମଲା: ବନଖଣ୍ଡର ୨ଏସିଏଫ ଅଟକ

କଟକ: ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ…

ତୁର୍କୀ ଏବଂ ସିରିଆରେ ଭୂକମ୍ପର ତାଣ୍ଡବ; ୧୯୫ଜଣଙ୍କ ମୃତ୍ୟୁ ଶତାଧିକ ଅଟ୍ଟାଳିକା ନଷ୍ଟ

ନୂଆଦିଲ୍ଲୀ: ଆଜି ସକାଳୁ ତୁର୍କୀରେ ହୋଇଥିବା ବଡ ଧରଣର ଭୂକମ୍ପରେ ୯୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହିତ ଶତାଧିକ ଘର ମାଟିରେ ମିଶିଯାଇଛି । ତେବେ ରିକର୍ଟ୍ଟର ସ୍କେଲରେ ବର୍ତ୍ତମାନ ଏହାର ତିବ୍ରତା ୮ ମ୍ୟାଗନିଚ୍ୟୁଡ…

ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସ୍ୱାସ୍ଥବ୍ୟସ୍ଥା ଖରାପ; ହସ୍ପିଟାଲରେ କରାଗଲା ଭର୍ତ୍ତି

ମୁମ୍ବାଇ: ସାଉଥ ତଥା ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ ନିଜର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର…

ତୁର୍କୀରେ ବଡ ଧରଣ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୭.୮ମ୍ୟାଗନିଚ୍ୟୁଡ୍

ନୂଆଦିଲ୍ଲୀ: ଆଜି ସକାଳୁ ତୁର୍କୀ ସହରରେ ଏକ ବଡ ଧରଣର ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଫଳରେ ସେଠାକାର ଲୋକ ଭୟଭୀତ ଅଛନ୍ତି । ତେବେ ଏହି ଭୁକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ।…

ଉଚ୍ଚ ରକ୍ତଚାପ ଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ; ହାଇ ବିପି ନିୟନ୍ତ୍ରଣ କରିବା ସହ ମିଳିବ ଅନେକ ଫାଇଦା

ଆଜି କାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଅନେକ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ତେବେ ଏହି ସବୁ ସମସ୍ୟା ମଧ୍ୟରେ ମଧୁମେହ, ମେଦବହୁଳତା , ଉଚ୍ଚରକ୍ତ ଚାପ, ହୃଦଘାତ…

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ; ମୋଟ ୫୩୩୭୧୨ଛାତ୍ରଛାତ୍ରୀ ଦେବେ ବୋଡ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବ । ଏଥିନେଇ ପରିଷଦ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ମାଟ୍ରିକ୍ ପରୀକ୍ଷା…

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ; ୩ ଆହତ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ…