fbpx
Browsing Category

Top Stories

ଭାରତର ଏଭଳି ସମ୍ପ୍ରଦାୟ, ଗୋରା ଶିଶୁ ଜନ୍ମ ହେଲେ କରନ୍ତି ଏମିତି କାମ…

ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ଦେଖିବାକୁ ମିଳେ ସେମାନଙ୍କର ବିଶ୍ୱାସ ମଧ୍ୟ ଭିନ୍ନ । କିଛି ଜନଜାତି ଆଧୁନିକତାକୁ ଆପଣାଇଥିଲେ ମଧ୍ୟ ଏପରି କିଛି ଜନଜାତି ଅଛନ୍ତି ଯେଉଁମାନେ ଆଜିବି ଆଦିମ ଶୈଳୀରେ ବଞ୍ଚୁଛନ୍ତି ।…

ବିଧାୟକଙ୍କ କ୍ୱାର୍ଟର୍ସ ପାଇଁ ଗଛକଟା ମାମଲାରେ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

ବିଧାୟକଙ୍କ କ୍ୱାଟର୍ସ ପାଇଁ ଏମଏଲଏ କଲୋନୀରେ ଥିବା ବହୁ ପୁରାତନ ଗଛକୁ କଟାଯିବା ମାମଲାରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ନୋଟିସ ଜୋରି କରି ଏହି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆଜି ଶୁଣାଣି ହୋଇଛି । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ଆସନ୍ତାକାଲି ଯାଏଁ ସୁପ୍ରିମକୋର୍ଟ…

UPSC CSE Prelims 2022: ୫ ରେ ହେବ ସିଭିଲ ସର୍ଭିସ୍ ପ୍ରି ପରୀକ୍ଷା, ପରୀକ୍ଷାର୍ଥୀ ନେଇପାରିବେ ଏହି ଜିନିଷ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ର ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ରବିବାର ୫ ଜୁନ୍ ରେ ଆୟୋଜିତ ହେବ । ପ୍ରିଲିମ୍ସ ପରୀକ୍ଷା ଅଫଲାଇନ ଆୟୋଜିତ କରିବା ପାଇଁ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରର…

ସୋନିଆ ଗାନ୍ଧୀଙ୍କୁ କରୋନା: ବୈଠକରେ ସାମିଲ ହୋଇଥିବା ଅନେକ ନେତା ମଧ୍ୟ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଇଥିଲେ ବି ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଏହାରି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି ।…

ବଢ଼ିଲା ଚିନ୍ତା: ଯମୁନା ନଦୀରେ ପୁଣି ଦେଖାଗଲା ବିଷାକ୍ତ ଧଳା ଫେଣ

ଦିନକୁ ଦିନ ଯମୁନା ନଦୀ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଗୋଟିଏ ପରେ ଜଳସ୍ତର କମି ପାଣିର ଅଭାବ ଦେଖାଯାଉଥିବା ବେଳେ ବର୍ତ୍ତମାନ ଏଥିରେ ପ୍ରଦୂଷଣ କାରଣରୁ ଦେଖାଯାଉଥିବା ବିଷାକ୍ତ ଧଳା ଫେଣ ଚିନ୍ତାର ବିଷୟ ପାଲଟିଛି ।…

ପରୀକ୍ଷା ଦେବାକୁ ଯାଇ ପ୍ରେମିକ ସହ ସାବିତ୍ରୀ ଛୁ’: ଭୋ ଭୋ ହୋଇ କାନ୍ଦୁଛନ୍ତି ସତ୍ୟବାନ୍, ଦେଖନ୍ତୁ Video

ଧନ ତୁ ଫେରି ଆସେ...କୁଆଡେ ଚାଲିଗଲୁ ଲୋ ମୋତେ ଛାଡ଼ିକି... ଏପରି କହି କାନ୍ଦି କାନ୍ଦି ଖଟରେ ଗଡ଼ୁଛନ୍ତି ଜଣେ ସତ୍ୟବାନ୍ । ଏପରି ଏକ ଧୋକାଦିଆ ପ୍ରେମ କାହାଣୀ ଭଦ୍ରକ ଧୁଷୁରି ଜିଲ୍ଲାରେ ଦେଖିବାକୁ ମିଳିଛି । ପରୀକ୍ଷା…

କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ କର୍ମଚାରୀ: ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା

ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ମାମଲା ଥମିବାର ନିଁ ନେଉନାହିଁ । ଆତଙ୍କବାଦୀମାନେ ଲଗାତାର ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହାରି ମଧ୍ୟରେ ଗୁରୁବାର ଆତଙ୍କବାଦୀମାନେ କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେରଙ୍କ…

୧୨ ଜୁନରେ ବାରବାଟୀରେ T-20 ମ୍ୟାଚ୍, ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସର ମକଡ୍ରିଲ୍

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ୍ ପାଇଁ ଟିକେଟ ବିକ୍ରି ମଧ୍ୟ…

୧୬ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏପ୍ରିଲ ମାସରେ ଲକ୍ଷାଧିକ ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଛି କମ୍ପାନୀ । ନିୟମର ଉଲ୍ଲଂଘନ ଯୋଗୁ ଲକ୍ଷାଧିକ ଭାରତୀୟ ଆକାଉଣ୍ଟ…