Browsing Category
Top Stories
ଏହା ଭାରତର ସବୁଠାରୁ ଅପରିଷ୍କାର ଟ୍ରେନ, ଭୁଲରେ ବି କରନ୍ତୁନି ଟିକେଟ
ନୂଆଦିଲ୍ଲୀ: କିଛି ବର୍ଷ ତଳେ ରେଲୱେ ସୁବିଧାରେ ବହୁ ଗୁଡ଼ିଏ ସୁବିଧା ସୁଯୋଗ ଜନସାଧାରଣଙ୍କ ପାଇଁ କରାଯାଇଛି । ହେଲେ ବର୍ତ୍ତମାନ ମଧ୍ୟ ପରିଷ୍କାରକୁ ନେଇ କିଛି ସୁବିଧା ବାକି ରହିଯାଇଛି । ରାଜଧାନୀ ଏକ୍ସପ୍ରେସ ଠାରୁ…
ଓଡ଼ିଶାର ୩୪ ଜଣଙ୍କୁ ମିଳିଲା ପୋଲିସ ମେଡାଲ
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ…
NEET PG 2023 ପାଇଁ କାଲି ପର୍ଯ୍ୟନ୍ତ କରିପାରିବେ ଆବେଦନ, ଜାଣନ୍ତୁ କେବେ ଆସିବ ଆଡମିଟ୍ କାର୍ଡ ?
ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୩ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ପାଖେଇ ଆସିଛି । ନିଟ୍ ପିଜି ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୨୭ ଜାନୁଆରୀ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ।…
ହୃଦଘାତ ଜନିତ ସମସ୍ୟାକୁ ଦୂୂର କରିବ ଲାଲ୍ କଦଳୀ, ଆସନ୍ତୁ ଜାଣିବା ଏହି ସମ୍ପର୍କରେ
କିଛି ପର୍ବପର୍ବାଣୀ ହେଲେ କଦଳୀ ନିହାତି ଦରକାର ହୋଇଥାଏ । ଆମ ଦେଶ ଭାରତ ହେଉଛି କଦଳୀ ଉତ୍ପାଦନ କ୍ଷେତ୍ରରେ ଆଗୁଆ । ଏଠାରେ ପ୍ରାୟ ୪. ୫ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଏ ଏବଂ ୩୦ରୁ ୪୦ ପ୍ରଜାତିର କଦଳୀ ଜାଷ କରାଯାଏ…
ମହିଳାଙ୍କୁ ସିଟି ମାରିବା ଯୌନ ଉତ୍ପୀଡ଼ନ? ବଡ଼ ରାୟ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ: ହିଳାଙ୍କୁ ସିଟି ମାରିବା ମାମଲାକୁ ନେଇ ବମ୍ବେ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ରାୟ ଆସିଛି । ଛାତ ଉପରୁ ସିଟି ବଜାଇ ଜଣେ ମହିଳାଙ୍କ ଇଜ୍ଜତ ସହ ଖେଳିବା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହି ମାମଲାରେ…
ଅଧିକ ପ୍ରୋଟିନ ସେବନ ନେଇଯିବ ଜୀବନ: ହାଡ଼ ଡ୍ୟାମେଜ, ରକ୍ତଚାପ, ଅଷ୍ଟିଓପୋରୋସିସ, ଥାଇରଏଡ୍, ହୃଦଘାତ ସମସ୍ୟା ବଢ଼ିବ- ରିସର୍ଚ୍ଚ
ନୂଆଦିଲ୍ଲୀ: ମଣିଷ ଶରୀରର ବିକାଶ ପାଇଁ ବିଭିନ୍ନ ପ୍ରକାରର ଭିଟାମିନ, ମିନେରାଲ, କ୍ୟାଲସିୟମ ଓ ପ୍ରୋଟିନର ଆବଶ୍ୟକତା ପଡ଼ିଥାଏ । ତେବେ ଆଜିକାଲିର ଯୁବପୀଢ଼ି ବିଶେଷ କରି ଜିମ ଯାଉଥିବା ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟକୁ…
ଦାମିଗାଦିରେ ଦ୍ରୌପଦୀ ମୁର୍ମୁ :ବ୍ଲାଷ୍ଟର ନାହିଁ ଚିନ୍ତା, ଫିଚର ଜାଣିଲେ ମୁଣ୍ଡରେ ଦେବେ ହାତ
ନୂଆଦିଲ୍ଲୀ:ଆଜି ଭାରତ ୭୪ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର 'କାର୍ତ୍ତବ୍ୟ ପଥ'ରେ ପରେଡ ଆୟୋଜନ କରାଯାଇଥିଲା। ଦେଶର ଅତିଥି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ପରେଡରେ ଯୋଗ ଦେଇଥିଲେ।…
ରୋଗ ବୃଦ୍ଧି କରିବାରେ ସହାୟକ ହେଉଛି ଅଣ୍ଡା! ଭୁଲରେ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ, ନଚେତ୍ ..
ନୂଆଦିଲ୍ଲୀ:ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଣ୍ଡା ଅତ୍ୟନ୍ତ ଲାଭଦାୟକ ଖାଦ୍ୟ, ଏଥିରେ ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ଅଟେ, ଯେଉଁଥିପାଇଁ ଲୋକମାନେ ପ୍ରାୟତଃ ଜଳଖିଆ ସମୟରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। ଏହି…
Video: ଅଚାନକ ପ୍ରକଟ ହେଲା ଏହି ଧଳା ଶାଢ଼ୀ ପିନ୍ଧିଥିବା ମହିଳା, ଲୋକେ କହୁଛନ୍ତି ଭୂତ
ଅଲୀଗଢ଼: ଉତ୍ତରପ୍ରଦେଶର ଅଲୀଗଢରେ ଏକ ସିସିଟିଭି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଳମ୍ବ ରାତିରେ ଜଣେ ଧଳା ଲୁଗା ପିନ୍ଧିଥିବା ମହିଳା ଦେଖାଯାଉଛନ୍ତି । ସେ କିଛି ସମୟ ଚାଲୁଛନ୍ତି ଏବଂ ପରେ ଅପେ ଆପେ ଉଭାନ…
ସୁଧୁରିବ ଭାରତ-ପାକ୍ ସମ୍ପର୍କ, ଏକାଠି ହେବେ ଦୁଇ ଭାଇ? ଭାରତ ଆସିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନ ଅତ୍ୟନ୍ତ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହି ସମୟରେ ଏକ ବଡ଼ ଖବର ଆସିଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ ଭାରତ-ପାକିସ୍ତାନ ଏକାଠି ହୋଇପାରନ୍ତି ଓ…