fbpx
BSKY SKY
BSKY SKY
Browsing Category

Top Stories

ରଣକ୍ଷେତ୍ର ପାଲଟିଲା ତାଇୱାନ ସଂସଦ, ବିଧା ଗୋଇଠା ମରାମରି ହେଲେ ସାଂସଦ, ଭାଇରାଲ୍ ହେବାରେ ଲାଗିଛି ଭିଡିଓ

ନୂଆଦିଲ୍ଲୀ: ପ୍ରାୟ ଦେଶର ସଂସଦରେ ବିଭିନ୍ନ ସମୟରେ ହଙ୍ଗାମାର ଚିତ୍ର ଆମେ ଦେଖିବାକୁ ପାଇଥାଉ । କିନ୍ତୁ ଏପରି ମାରପିଟ୍‌ର ଚିତ୍ର ବୋଧହୁଏ ଆପଣ ପୂର୍ବରୁ କେବେ ଦେଖି ନ ଥିବେ ଯାହା ଏବେ ତାଇୱାନ ସଂସଦରେ ଘଟିଛି ।…

ଡ୍ରେସ୍ ଅସନା ଓ ବହି ହଜାଇ ଦେବାରୁ ପୁଅର ଗଳାକାଟି ମାରିଦେଲା ଜନ୍ମକଲା ମା’

ନୂଆଦିଲ୍ଲୀ: ଗୁରୁଗ୍ରାମରୁ ଏକ ହୃଦୟ ବିଦାରକ ଖବର ଆସିଛି, ଯେଉଁଠାରେ ଜଣେ ମା' ସାମାନ୍ୟ କଥାକୁ ନେଇ ନିଜ ୮ ବର୍ଷର ନିରୀହ ଶିଶୁକୁ ଗଳାକାଟି ହତ୍ୟା କରିଛି। ମା' ଓ ପୁଅଙ୍କ ସମ୍ପର୍କ ସବୁଠାରୁ ନିଆରା। ମା'ଙ୍କୁ ଭଗବାନର…

OSSC ପକ୍ଷରୁ ସୂଚନା: ଜୁନ ୧୨ରେ ହେବ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…

କେତେ ସଫଳ ହେବ ଏଲନ୍ ମସ୍କଙ୍କ ବିଗ୍ ପ୍ଲାନ: ଆଗାମୀ ୧୦ ବର୍ଷରେ ମଣିଷ ମଙ୍ଗଳରେ ପହଞ୍ଚିବ, ୨୦ ବର୍ଷ ମଧ୍ୟରେ ସହର ସ୍ଥାପନ କରିବ!

ନୂଆଦିଲ୍ଲୀ: ସ୍ପେସେକ୍ସ ମୁଖ୍ୟ ଏଲନ ମସ୍କ ମାନବ ସଭ୍ୟତାକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି । ପୂର୍ବରୁ ସେ ଏ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିବା ବେଳେ ଆଗାମୀ ଦିନ ପାଇଁ ସେ କିଛି ବଡ଼ ବଡ଼ ମିଶନରେ କାମ କରୁଛନ୍ତି ।…

OSSC ପକ୍ଷରୁ ଘୋଷଣା: ଜୁନ ୨୩ରେ ହେବ ଅଡିଟର, କନିଷ୍ଠ ସହାୟକ, WEO ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସେମାନଙ୍କର ୟୁଜର ଆଇଡି ଓ…

ବିଭବଙ୍କ ବିରୋଧରେ ହୋଇଥିବା ଏତଲାକୁ ନେଇ ଏପରି କହିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ଆକ୍ରମଣ ଘଟଣା। ତାଙ୍କ ସହ ହୋଇଥିବା ଅସଦାଚରଣକୁ ନେଇ ମୁଁହ ଖେଲିଛନ୍ତି ସ୍ୱାତୀ । ଶୁକ୍ରବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ସେ ନିଜର ବୟାନ ରେକର୍ଡ…

SEBI ବଦଳାଇଲା ଖାସ୍ ନିୟମ: ମ୍ୟୁଚୁଆଲ ଫଣ୍ଡ ନିବେଶକାରୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିବା ଲୋକମାନଙ୍କୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏକ ଖାସ୍ ନିୟମ ପରିବର୍ତ୍ତନ କରିଛି । ପୂର୍ବରୁ କିଛି ନିବେଶକ କେୱାଇସି…

୨୦୨୪-୨୫ ଶିକ୍ଷାବର୍ଷ ପିଜି ଆଡମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମେ ୧୮ରୁ ୨୭ ପର୍ଯ୍ୟନ୍ତ କରାଯିବ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର (ପିଜି) ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ମେ ୧୮ରୁ ୨୭ ତାରିଖ…

ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାର ଆନସର କି ଜାରି କଲା OSSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଏହି ସମସ୍ତ ପଦ ପାଇଁ ଗତ ଏପ୍ରିଲ ୨୪ରୁ ମେ ୭ ତାରିଖ…

ମହିଳା ଥାନାରେ କୁକୁର ଦେଖି ରାଗିଗଲେ SP; ୫କର୍ମଚାରୀଙ୍କୁ ନ ଆସିବାକୁ ଦେଲେ ନିର୍ଦ୍ଦେଶ

ଭୋପାଳ: ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାର ଏକ ମହିଳା ଥାନାରେ କୁକୁର ଦେଖି ରାଗିଗଲେ ଏସ୍ପି। ଅବହେଳା ଅଭିଯୋଗରେ ଜଣେ କାର୍ଯ୍ୟନିର୍ବାହୀ ସବ୍ ଇନ୍ସପେକ୍ଟରଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିନ୍ଦା କରିବା ସହ ଆଉ…