Browsing Category

Top Stories

ରାଜ୍ୟର ସବୁ ସରକାରୀ କୋଠାର ରଙ୍ଗ ହେବ ଗେରୁଆ, ପୂର୍ତ୍ତ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟର ରଙ୍ଗ ହେବ ଗେରୁଆ ରଙ୍ଗ। ନୂଆ ଏବଂ ମରାମତି ହେଉଥିବା ପୁରୁଣା କୋଠାକୁ ଗେରୁଆ ରଙ୍ଗ କରାଯିବ। ଏନେଇ ପୂର୍ତ୍ତ ବିଭାଗ ବିଜ୍ଞପ୍ତି ଜାରି କରିଛି। ସରକାରୀ ଉଦ୍ୟୋଗର…

Post Officeର ସୁପରହିଟ୍ ସ୍କିମ, 21 ବର୍ଷ ବୟସରେ ଝିଅ ପାଇବେ 70 ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ ହେଉ ଏବଂ ଯେତେବେଳେ ସେମାନେ ବଡ଼ ହୁଅନ୍ତି, ସେମାନଙ୍କ ଶିକ୍ଷା କିମ୍ବା ବିବାହ ପାଇଁ ଟଙ୍କାର ଅଭାବ ନ ରହୁ। ଯଦି ଆପଣ…

ଅଙ୍ଗଦାନ ଅସ୍ତ୍ରୋପଚାର ପୂର୍ବରୁ ଘଟିଲା ଚମତ୍କାର; କୋମାରୁ ଉଠି ବସିଲେ ମହିଳା, ଯମଦ୍ବାରରୁ ଫେରିଲା ଜୀବନ

ୱାଶିଂଟନ: ବେଳେ ବେଳେ କିଛି ଏମିତି ଘଟଣା ଘଟେ, ଯାହା କିଛି ଚମତ୍କାରଠୁ କମ ନୁହେଁ । ଆମେରିକାରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଅଙ୍ଗଦାନ ଅସ୍ତ୍ରୋପଚାରର କିଛି ମୂହୂର୍ତ୍ତ ପୂର୍ବରୁ ଏପରି…

ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସରକାର ଦେଲେ ବଡ଼ ଉପହାର, ଏଣିକି ଟ୍ରାନ୍ସଫରକୁ ନେଇ ନୋ ଟେନ୍‌ସନ୍‌

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲଗାତାର ନୂଆ ଘୋଷଣା କରୁଛନ୍ତି। ଏବେ ସେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଏକ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ…

ସ୍ୱିପ ସଟ୍ ଖେଳି କାହିିଁକି ପଡ଼ିଯାଉଛନ୍ତି ରିଷଭ ପନ୍ତ? ସଚିନ ତେନ୍ଦୁଲକର କରିଲେ ଖୁଲାସା

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ରିଷଭ ପନ୍ତଙ୍କ ପାଇଁ ବହୁତ ଭଲ ଥିଲା। କିନ୍ତୁ ଏହି ୱିକେଟକିପର ବ୍ୟାଟର ଚତୁର୍ଥ ଟେଷ୍ଟରେ ଆହତ ହୋଇଥିଲେ ଏବଂ ପଞ୍ଚମ ଟେଷ୍ଟରୁ ବାହାରି ଯାଇଥିଲେ। ଚତୁର୍ଥ ଟେଷ୍ଟରେ ତାଙ୍କ ଗୋଡରେ…

ପ୍ରେମିକାକୁ I Love You କହିବାକୁ ବାଧ୍ୟ କଲା ପ୍ରେମିକ, ମନା କରିବାରୁ ଛୁରୀରେ ଆକ୍ରମଣ କଲା ନିଜେ ବିଷ ପିଇଲା

ନୂଆଦିଲ୍ଲୀ: ରାଜସ୍ଥାନର ଝୁନଝୁନୁରୁ ଜଣେ ପାଗଳ ପ୍ରେମିକର ଏକ ଘଟଣା ସାମ୍ନାକୁ ଆସିଛି । ଆଇ ଲଭ ୟୁ କହିବା ପାଇଁ ବାଧ୍ୟ କଲା ପାଗଳ ପ୍ରେମିକ କିନ୍ତୁ ରାଜି ହେଲାନି ପ୍ରେମିକା । ଏହା ଉପରେ ପ୍ରେମିକଟି ଏପରି କିଛି କଲା…

ଭାରତ ଉପରେ ଆଜିଠୁ ଆମେରିକାର 25% ଶୁଳ୍କ ଲାଗୁ; ଅତିରିକ୍ତ 25% ଅଗଷ୍ଟ 27ରୁ ଲାଗୁ ହେବ, ମୋଟ ଶୁଳ୍କ 50%କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତ ଉପରେ ଆଜିଠୁ 25% ଆମେରିକା ଶୁଳ୍କ ଲାଗୁ । ଅତିରିକ୍ତ ଶୁଳ୍କ ଅଗଷ୍ଟ 27ରୁ ଲାଗୁ ହେବ । କାଲି ଆହୁରି ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ଭାରତ ଉପରେ ମୋଟ 50% ଶୁଳ୍କ ଲାଗିଲା ।…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି; ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, 22ରେ ନିଥିପତ୍ର ଯାଞ୍ଚ, ସେପ୍ଟେମ୍ବର 9ରେ ନିର୍ବାଚନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ । ଅଗଷ୍ଟ 21 ନାମାଙ୍କନ ଦାଖଲର ଶେଷ ତାରିଖ । ଅଗଷ୍ଟ 22 ରେ ନିଥିପତ୍ର ଯାଞ୍ଚ ହେବ । ସେପ୍ଟେମ୍ବର 9ରେ…

PFର ଟଙ୍କା ଉଠାଇ ପାରିବେନି, ଯଦି କରିନାହାନ୍ତି ଏହି କାମ, ତୁରନ୍ତ କରନ୍ତୁ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କଟାଯାଉଥିବା ସଞ୍ଚୟର ଏକ ଅଂଶ ପିଏଫ୍ ଆକାଉଣ୍ଟରେ ଜମା କରାଯାଏ। ଏହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସରକାର ସୁଧ ମଧ୍ୟ ଦିଅନ୍ତି। ଯଦି କାହାକୁ ହଠାତ୍ ଟଙ୍କାର…

ଆମ ବସ୍ ଦୁର୍ଘଟଣା ରୋକିବାକୁ କ୍ରୁଟର ଅଭିନବ ଉପାୟ, ସପ୍ତାହକୁ 2 ଦିନ ବସରେ ବସି ଯାତ୍ରୀଙ୍କ କଥା ବୁଝିବେ ଅଧିକାରୀ

 ଭୁବନେଶ୍ବର: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ଏକ ନୂଆ ପଦକ୍ଷେପ ନେଇଛି । କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ କ୍ରୁଟ୍‌ର ସମସ୍ତ ସଦସ୍ୟମାନଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍‌ରେ…