Browsing Category

Top Stories

ଯାଜପୁର ଖରସ୍ରୋତାରେ ଧୀବରଙ୍କ ଜାଲରେ ପଡ଼ିଲା ବିରଳ ମାଛ, ୬ ମାଛ ମୁଣ୍ଡେଇକି ନେଇଗଲେ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଚାରିପାଖରୁ କିଛି ଅଜବ ପ୍ରକାରର ପଶୁ, ପକ୍ଷୀ, ଜୀବଜନ୍ତୁ ଉଦ୍ଧାର ହୋଇଥାନ୍ତି । ତେବେ ଯାଜପୁର ଜିଲ୍ଲାରୁ ମିଳିଛି ଏପରି ବିରଳ ପ୍ରଜାତିର ମାଛ । ଧୀବରଙ୍କ ଜାଲରେ ମୋଟ ୬ଟି…

ପ୍ରବଳ ବର୍ଷାରେ ଜଳମଗ୍ନ ହେଲା ମୁମ୍ବାଇର ବିଭିନ୍ନ ଅଞ୍ଚଳ, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ହାଲ୍ ବେହାଲ ହୋଇପଡ଼ିଛି । ପ୍ରବଳ ବର୍ଷାକୁ ଦେଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରିକିଛି । ବର୍ଷା ଯୋଗୁଁ ଟ୍ରେନ୍ ଏବଂ ବସ୍ ଚଳାଚଳ ବ୍ୟାଘାତ ହୋଇଛି । ସହରର…

କରୋନା ସଂକ୍ରମିତଙ୍କୁ ନେଇ ବଡ ତଥ୍ୟ ଦେଲା WHO: ହୋଇପାରେ ଏହି ବଡ ବେମାରୀ

ନୂଆଦିଲ୍ଲୀ: ଦେଶରେ ପୁଣି ଚିନ୍ତା ବଢାଉଛି କରୋନା ସଂକ୍ରମଣ । ବିଭିନ୍ନ ରାଜ୍ୟରୁ ନୂଆ ସଂକ୍ରମଣ ବୃଦ୍ଧି ପାଇବା ଘଟଣା ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ ଚିନ୍ତା ପାଲଟିଛି । ତେବେ ଏ ମଧ୍ୟରେ ସଂକ୍ରମିତ ହେଉଥିବା…

ବର୍ଷା ଦିନେ ଷ୍ଟକ୍ କରି ରଖି ଦିଅନ୍ତୁ ଘର ନିର୍ମାଣ ସାମଗ୍ରୀ, ଜାଣନ୍ତୁ ଏହି ସିଜିନରେ କେଉଁ ସାମଗ୍ରୀ ଶସ୍ତା କେଉଁଟା ମହଙ୍ଗା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ପହଞ୍ଚି ସାରଛି । ବର୍ଷାର ଆଗମନ ପରେ ଏବେ ନଦୀନାଳମାନଙ୍କରେ ପାଣି ଭରି ରହିଛି । ଏପରି ସ୍ଥିତିରେ ବାଲି, ଇଟା, ପରି ଘର ନିର୍ମିତ ସାମଗ୍ରୀର ଅଭାବ ଦେଖାଦେଇଛି…

ସିଭିଲ କୋର୍ଟରେ ବୋମା ବିସ୍ଫୋରଣ, ଜଣେ ପୋଲିସକର୍ମୀ ଆହତ

ବିହାର ରାଜଧାନୀ ପାଟଣାର ସିଭିଲ କୋର୍ଟ ପରିସରରେ ଏକ ବୋମା ବିସ୍ଫୋରଣ ହୋଇଛି ଫଳରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ବମ୍ ରେ ବିସ୍ଫୋରଣ ହୋଇଛି ତାହାକୁ ଜଣେ ପୋଲିସକର୍ମୀ କୋର୍ଟକୁ ନେଇଆସିଥିଲେ ।…

୪୦ ଟଙ୍କାର ଔଷଧରେ ଧୋନୀ କରାଉଛନ୍ତି ଆଣ୍ଠୁ ଚିକିତ୍ସା: ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ

ନୂଆଦିଲ୍ଲୀ: ଆଣ୍ଠୁରେ ସମସ୍ୟାକୁ ନେଇ ଖୁବ ଚିନ୍ତାରେ ପଡିଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ତେବେ ଏହାର ଚିକିତ୍ସା ପାଇଁ ସେ ଯେଉଁ ସ୍ଥାନ ବାଛିଛନ୍ତି, ତାହା ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ…

ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ପୁରୀ ହୋଇ ଉଠିଛି ଉତ୍ସବ ମୁଖର । ଦେଶ ବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଆଜି ସମାପନ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ତେବେ ଏହା ମଧ୍ୟରେ…

OAS ଅଧିକାରୀ ସ୍ତରରେ ଅଦଳବଦଳ, ପ୍ରଭାତ କୁମାର ସାହୁ ହେଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱରେ ଥିବା ବିଭୁତି ଭୂଷଣ ମିଶ୍ରଙ୍କୁ କଟକସ୍ଥିତ ଆରଡିସି ଅଫିସର…

ଜୁଲାଇରେ କେମିତି ରହିବ ମୌସୁମୀର ମିଜାଜ?: ଗରମରୁ ମିଳିବ କି ମୁକ୍ତି

ନୂଆଦିଲ୍ଲୀ: ମୌସୁମୀର ଆଗମନରେ ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ମୌସୁମୀ ଛୁଇଁବାର ୧୫ ଦିନ ପରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ଆଶାନୁରୂପ ବର୍ଷା ହୋଇନାହିଁ । ଯାହା ଫଳରେ ଏବେ ବି କିଛି ରାଜ୍ୟରେ ଗରମ…

ଉଡ଼ାଣ ଭରିଲା DRDOର ମାନବ ବିହୀନ ବିମାନ, ସଫଳ ହେଲା ପ୍ରଥମ ପରୀକ୍ଷଣ

ବାଙ୍ଗାଲୋର: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)କୁ ଅତ୍ୟାଧୁନିକ ମାନବ ବିହୀନ ବିମାନ (ୟୁଏଭି) ବିକାଶରେ ବଡ଼ ସଫଳତା ମିଳିଛି । ଡିଆରଡିଓ ଅଟୋନୋମସ ଫ୍ଲାଇଙ୍ଗ୍ ୱିଙ୍ଗ୍ ଟେକ୍ନୋଲୋଜୀ ଡେମନଷ୍ଟ୍ରେଟର ସଫଳତାର…