Browsing Category
Top Stories
ଆଜି ଅପରେସନ ସିଲ୍ଡ , ପୁଣି ସୀମାରେ ବାଜିବ ଯୁଦ୍ଧ ସାଇରନ
ନୂଆଦିଲ୍ଲୀ: ପୁଣି ସୀମାରେ ବାଜିବ ଯୁଦ୍ଧ ସାଇରନ । ପାକିସ୍ତାନ ସୀମାବର୍ତ୍ତୀ 4 ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ମକ୍ ଡ୍ରିଲ୍ ହେବାକୁ ଯାଉଛି । ଅପରେସନ ସିନ୍ଦୂର ପୂର୍ବରୁ ମକ୍ ଡ୍ରିଲ ହୋଇଥିଲା । ଏବେ ପୁଣି…
ଭାଉଜର କଟା ମୁଣ୍ଡ ଧରି ରାସ୍ତାରେ ବୁଲିଲା ଦିଅର, ଶେଷରେ ଥାନାରେ କଲା ସରେଣ୍ଡର
କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭାଉଜର ମୁଣ୍ଡ କାଟି ହତ୍ୟା କରିଛି ଦିଅର ।
କଟା ମୁଣ୍ଡ ଓ ରକ୍ତାକ୍ତ ହତିଆରକୁ ଧରି ରାସ୍ତାରେ କିଛି ସମୟ ବୁଲିବା ପରେ ଦିଅର ଯାଇ…
ତୁର୍କୀକୁ ବଡ଼ ଝଟକା ଦେଲା ଭାରତ, ଅଗଷ୍ଟ 31 ସୁଦ୍ଧା ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ସମାପ୍ତ
ନୂଆଦିଲ୍ଲୀ: ପୁଣି ତୁର୍କୀକୁ ବଡ଼ ଝଟକା । ଇଣ୍ଡିଗୋ ଏୟାରଲାଇନ୍ସକୁ ତିନି ମାସ ମଧ୍ୟରେ ତୁର୍କୀ ଏୟାରଲାଇନ୍ସ ସହିତ ସମସ୍ତ ଚୁକ୍ତି ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତ । ସରକାର ଇଣ୍ଡିଗୋ ଏୟାରଲାଇନ୍ସକୁ 31…
ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ, ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ
ଭୁବନେଶ୍ବର: ବନ୍ଦ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି। ଶୀତଳ ଷଷ୍ଠୀ ଭଳି ଦିନରେ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତି ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ନୀତି ବନ୍ଦ…
Ratha Yatra: ଏଥର ରଥଯାତ୍ରାରେ ପୁରୀକୁ ଗଡିବ 1000 ବସ୍, ଧାର୍ଯ୍ୟ ଭଡାଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ
ପୁରୀ: ପାଖେଇ ଆସୁଛି ରଥଯାତ୍ରା । ଏଥର ଦୂର ହେବ ଯାତ୍ରୀଙ୍କ ଅସୁବିଧା । କାରଣ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ବତନ୍ତ୍ର ପରମିଟ୍ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ…
ସିକ୍କିମ ଟ୍ରାଜେଡ଼ି: ନିଖୋଜ ବିଜେପି ନେତ୍ରୀଙ୍କର ଏଯାଏଁ ମିଳିନି ପତ୍ତା, ପରିବାରର 4 ଜଣ ନିଖୋଜ
ଯାଜପୁର: ସିକ୍କିମରେ ଟୁରିଷ୍ଟ ଗାଡ଼ି ଟ୍ରାଜେଡି ଘଟଣା। ନିଖୋଜ ବିଜେପି ନେତ୍ରୀଙ୍କର ଏଯାଏଁ ମିଳିନି ପତ୍ତା । ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ପରିବାରର 4 ଜଣ ନିଖୋଜ ଅଛନ୍ତି । ଇତିଶ୍ରୀଙ୍କ ସହ ତାଙ୍କ ବଡ଼ ପୁଅ…
ଅସ୍ତ୍ରଶସ୍ତ୍ର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ
ଝାଡ଼ଖଣ୍ଡ: ଅସ୍ତ୍ରଶସ୍ତ୍ର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ । ଏନକାଉଣ୍ଟର ବେଳେ ବଙ୍ଗାରାମ ତିରିଲପୋଷି ଜଙ୍ଗଲରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ଫଳରେ ସୁରକ୍ଷାକର୍ମୀଙ୍କ ଦ୍ବାରା ବିପୁଳ ପରିମାଣର ବିସ୍ଫୋରକ ସହ ମାଓ…
4 ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ବିକାଶ ହାର, ଭାରତର ଜିଡିପି ଅଭିବୃଦ୍ଧି ହାର 6.5 ପ୍ରତିଶତ
ନୂଆଦିଲ୍ଲୀ: 4 ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଦେଶର ବିକାଶ ହାର । ଗତ ଆର୍ଥିକ ବର୍ଷରେ ଅର୍ଥନୀତିର ଗତି ଧୀମା ରହିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ତଥ୍ୟ ଅନୁସାରେ 2024-25 ସମ୍ପୂର୍ଣ୍ଣ ଆର୍ଥିବ…
ଶୀତଳ ଷଷ୍ଠୀରେ ଉଦଳାରେ ନାଗ କନ୍ୟା! ସାପ ପରି ଭୂଇଁରେ ଗଡ଼ୁଛି ଝିଅ
ମୟୁରଭଞ୍ଜ: ମୟୁରଭଞ୍ଜ ଉଦଳାରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଝିଅଟିଏ ସାପ ପରି ଆଚରଣ କରୁଛି । ଘରେ ସାପ ପସିଥିବାର ଦେଖି ଘରଲୋକେ ସ୍ନେକ୍ ରେସ୍କ୍ୟୁ ହେଲ୍ପଲାଇନକୁ ଫୋନ୍ କରିଥିଲେ ।
ହେଲେ ସାପକୁ ଯେତେବେଳେ…
ଆଜି ବିଶ୍ଵ ତମାଖୁ ବର୍ଜନ ଦିବସ: ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ସଚେତନତା କରିବା ଏହାର ଉଦ୍ଦେଶ୍ୟ
ଓଡ଼ିଶା ଭାସ୍କର: ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ମେ' 31କୁ ସାରା ବିଶ୍ବରେ ବିଶ୍ଵ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଏ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା…