Browsing Category

Top Stories

ମେ’ ୩୧ ତାରିଖ, ଶନିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ - କୌଣସି ସ୍ଥାନରେ ପରାଜୟ ହାସଲ କରି ପାରନ୍ତି । ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରନ୍ତୁ । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି । ଯାନବାହାନ କ୍ରୟ କରି ପାରନ୍ତି ।…

ପୁଣି ଟ୍ରମ୍ପଙ୍କ ବଡ଼ ବୟାନ: “ଆମେ ରୋକିଛୁ ଭାରତ-ପାକିସ୍ତାନ ଯୁଦ୍ଧ, ପରମାଣୁ ବିପତ୍ତିର ନେଇଥାନ୍ତା ରୂପ”

ନୂଆଦିଲ୍ଲୀ: ଆମେରିକାର ଦୋମୁହାଁ ନୀତି କାହାକୁ ଅଛପା ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବିକି ନି​‌ଜେ ଫାଇଦା ଉଠାଇବା ହେଉଛି ଆମେରିକାର ପ୍ରବୃତ୍ତି। ଭାରତ-ପାକିସ୍ତାନ ବିବାଦରେ…

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ହଜାରେ ବସ୍: ଭକ୍ତଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ୨୦୨୫ ପାଇଁ ରାଜ୍ୟ ସରକାର ଓ ପରିବହନ ବିଭାଗ ବିସ୍ତୃତ ପ୍ରସ୍ତୁତି ଆରମ୍ଭ କରିଛି। ଏଥର ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ପୁରୀକୁ ପ୍ରାୟ ଏକ ହଜାରରୁ ଅଧିକ ବସ୍ ଚଳାଚଳ କରିବ…

ରୁଷିଆରେ କେଉଁଠାରେ ରହିଛି ପରମାଣୁ ଅସ୍ତ୍ରାଗାର? ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଖୋଲିଲା ପୁଟିନଙ୍କ ଗୁପ୍ତ ରହସ୍ୟ

ରୁଷିଆର ଗୁପ୍ତ ପରମାଣୁ ଅସ୍ତ୍ରାଗାରର ଅବସ୍ଥାନ ସମ୍ବନ୍ଧୀୟ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଡେନମାର୍କର ତଦନ୍ତମୂଳକ ସାମ୍ବାଦିକତା ସଂସ୍ଥା ଡାନୱାଚ ଏବଂ ଜର୍ମାନୀର ଡେର ସ୍ପିଗେଲ ପତ୍ରିକା ଦାବି କରିଛନ୍ତି ଯେ…

Jioର ଜବରଦସ୍ତ ପ୍ଲାନ ଉଡାଇଲା ଏୟାରଟେଲ୍‌, BSNLର ହୋସ: ଜାଣନ୍ତୁ କ’ଣ ଦେଉଛି ଫାଇଦା ?

ରିଲାଏନ୍ସ ଜିଓ ନିକଟରେ ଏକ ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି, ଯାହା ଏୟାରଟେଲ୍ ଓ BSNLର ଚିନ୍ତା ବଢ଼ାଇଛି। ଏହି ପ୍ଲାନଗୁଡ଼ିକ କମ୍ ମୂଲ୍ୟରେ ଅଧିକ ଡାଟା, ଅନଲିମିଟେଡ୍ କଲ୍ ଏବଂ OTT ସୁବିଧା ପ୍ରଦାନ କରୁଛି, ଯାହା…

ରୋହିତ ଶର୍ମାଙ୍କ ଐତିହାସିକ ପ୍ରଦର୍ଶନ: ଶତକ ହାତେଇ ନ ପାରିଲେ ମଧ୍ୟ ୮୧ ରନ୍ ସହ ଭାଙ୍ଗିଲେ ରେକର୍ଡ

ମୁମ୍ବାଇ: କ୍ୟାପଟେନ ରୋହିତ ଶର୍ମା ଆଇପିଏଲ ୨୦୨୫ର ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଏକ ଚମତ୍କାର ପାଳି ଖେଳି ଇତିହାସ ରଚିଛନ୍ତି। ରୋହିତ ୫୦ଟି ବଲରେ ୮୧ ରନ୍ ସଂଗ୍ରହ କରି…

ଡାକ୍ତର ହେଲା ସଇତାନ! କୋଭିଡ ରୋଗୀଙ୍କୁ ମାରିବାକୁ କହୁଥିବା ଅଡିଓ ଭାଇରାଲ

ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସରକାରୀ ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତରଙ୍କ ଅଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଜଣେ…

ଗର୍ଭରେ ଅସୁସ୍ଥ ଶିଶୁଙ୍କୁ ରକ୍ଷା କରୁଥିବା ନଜର ଆସିଲେ ଭଗବାନ! ଅଲଟ୍ରାସାଉଣ୍ଡ ଦେଖି ପୁରା ପରିବାର ଭାବବିହ୍ୱଳ

କେତେକ ଘଟଣା ଏପରି ହୋଇଥାଏ ଯେ ଯେଉଁମାନେ ଭଗବାନଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି, ସେମାନେ ମଧ୍ୟ ତାଙ୍କ ଉପରେ ବିଶ୍ୱାସ କରିବାକୁ ବାଧ୍ୟ ହୁଅନ୍ତି। ଆମେରିକାରେ ଏକ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି,…

ପୁଣି ବିବାଦରେ ତୁଳସୀ ଗଣନାଟ୍ୟ ମାଲିକ, ସାଂଘାତିକ ଅଭିଯୋଗ ଆଣିଲେ ଅଭିନେ୍ତ୍ରୀ

ଭୁବନେଶ୍ବର: ପୁଣି ବିବାଦରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ୍ ନାଣ୍ଡୁ । ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେ୍ତ୍ରୀ ପୂଜା ଦାଶ । ଶାରୀରିକ ସଂମ୍ପର୍କ ରଖିବାକୁ ନାଣ୍ଡୁ ବାଧ୍ୟ କରୁଥିବା…

ଏହି ରାଜ୍ୟରେ ୩୫,୭୨୬ ଶିକ୍ଷକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି, ୧୬ ଜୁନ୍‌ରୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସ୍କୂଲ ସର୍ଭିସ କମିଶନ (WBSSC) ରାଜ୍ୟର ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୩୫,୭୨୬ ଶିକ୍ଷକ ପଦ ପୂରଣ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା…