Browsing Category

Top Stories

NEET PG 2025: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଦୁଇଟି ସିଫ୍ଟରେ ହେବନି ପରୀକ୍ଷା

ନୂଆଦିଲ୍ଲୀ: ଦେଶର ବିଭିନ୍ନ କେନ୍ଦ୍ରରେ NEET PG 2025 ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ । ଆଜି ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରି, ସୁପ୍ରିମକୋର୍ଟ ଗୋଟିଏ ସିଫ୍ଟରେ…

ଅଯୋଦ୍ଧାରେ ଆଉ ବିକ୍ରି ହେବନି ଆମିଷ, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ଅଯୋଧ୍ୟା: ଏବେ ଶ୍ରୀରାମନଗରୀରେ ଆଉ ମିଳିବନି ନନ୍-ଭେଜ୍ । ଏବେ ଅଯୋଧ୍ୟାକୁ ମାଂସ ଏବଂ ମଦ ମୁକ୍ତ କରିବାକୁ ଚାଲିଛି ପ୍ରସ୍ତୁତି । ଅଯୋଧ୍ୟାରେ ରାମନଗରୀର ପବିତ୍ରତା ବଜାୟ ରଖିବା ଲକ୍ଷ୍ୟରେ, ପ୍ରଶାସନ ଏହି ବଡ଼…

ଯୁକ୍ତ 2 କଲେଜରେ ନିଯୁକ୍ତି ହେବେ ଅତିଥି ଅଧ୍ୟାପକ, ଦରମା ମାସକୁ 20 ହଜାର

ଭୁବନେଶ୍ବର: ଯୁକ୍ତ 2 କଲେଜରେ ଅନେକ ପଦବୀ ଖାଲି ପଡିଛି । ତେବେ ଏହି ପଦବୀକୁ ଖରା ଛୁଟି ପୂର୍ବରୁ ପୂରଣ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରସ୍ତୁତି ଆରମ୍ଭ କରିଛି । ଅତିଥି ଅଧ୍ୟାପକଙ୍କୁ…

ଆଜି ଅନ୍ତର୍ଜାତୀୟ ଆଳୁ ଦିବସ, 16ଶହ କୋଟିରୁ ଉର୍ଦ୍ଧ୍ବ ହେଉଛି ଆମଦାନୀ

ଓଡ଼ିଶା ଭାସ୍କର: ଆଜି ହେଉଛି ଅନ୍ତର୍ଜାତୀୟ ଆଳୁ ଦିବସ । ଓଡ଼ିଶାରେ ଆଳୁ ମଧ୍ୟ ବହୁତ ଲୋକପ୍ରିୟ । ଏହି ଦିବସର ଲକ୍ଷ୍ୟ ଆଳୁର ପୁଷ୍ଟିକର, ଆର୍ଥିକ, ଏବଂ ସାଂସ୍କୃତିକ ମୂଲ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା। ଓଡ଼ିଶାରେ…

ବିହାରରେ ଗର୍ଜିଲେ ମୋଦୀ, କହିଲେ ଆତଙ୍କବାଦୀମାନଙ୍କୁ ଧୂଳିସାତ୍ କଲୁ..ପ୍ରତିଶ୍ରୁତି ପୂରଣ କରି ବିହାର ଆସିଲି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବିହାରର କରାକଟରେ ୪୮୫୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ସମୟରେ, ଏକ ସାଧାରଣ ସଭାକୁ…

ଶପଥ ନେବେ ସୁପ୍ରିମକୋର୍ଟର 3 ନୂଆ ବିଚାରପତି, ଶପଥ ପାଠ କରାଇବେ ପ୍ରଧାନ ବିଚାରପତି

ନୁଆଦିଲ୍ଲୀ: ଆଜି ଶପଥ ନେବେ ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତି । କେନ୍ଦ୍ର ସରକାର ଗୁରୁବାର ତିନି ଜଣ ହାଇକୋର୍ଟର ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହି ତିନି…

ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର ସଂଶୋଧିତ, ଜୁଲାଇ 25 ତାରିଖ ସୁଦ୍ଧା ନୂଆ ସ୍କୁଲ

ଭୁବନେଶ୍ବର: ପ୍ରାଥମିକ ଶିକ୍ଷକଙ୍କ ଅନଲାଇନ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି । ବଦଳି ପାଇଁ ଇଚ୍ଛୁକ ଶିକ୍ଷକମାନେ ଜୁନ 6 ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

Kaalsarp Dosh: କୁଣ୍ଡଳୀରେ କାଳସର୍ପ ଦୋଷ ଥିଲେ ଦେଖାଯାଏ ଏହି ସ୍ବପ୍ନ, କିପରି ଦୂର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ କାଳସର୍ପ ଦୋଷକୁ ବହୁତ ଅଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଯାହାର କୁଣ୍ଡଳୀରେ ଏହି ଦୋଷ ଥାଏ, ତାଙ୍କୁ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ପ୍ରତ୍ୟେକ…

ସିକ୍କିମ ଦୁର୍ଘଟଣା: ଓଡ଼ିଶାର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ !

ଭୁବନେଶ୍ବର: ସିକ୍କିମରେ ବଡ଼ ଅଘଟଣ। ତିସ୍ତା ନଦୀକୁ ଖସିଲା ଟୁରିଷ୍ଟ କାର୍। ବୁଲିବା ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ କାର୍ ଖସି ଯାଇ ନଦୀରେ ପଡିଥିଲା। ଏହି…

ଓଟିଇଟି ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର OTET, ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ବର: କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଓଟିଇଟି ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 20 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଟିଇଟି ପାସ୍ କରିନଥିବା ଶିକ୍ଷକମାନଙ୍କୁ ଯୋଗ୍ୟତା ହାସଲ କରିବା…