Browsing Category
Top Stories
(Video) BLAର ଦାବି, ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ
ନୂଆଦିଲ୍ଲୀ: ଭାରତ ସହିତ ଅପରେସନ ସିନ୍ଦୁରରେ ବଡ଼ ପରାଜୟ ପରେ, ପାକିସ୍ତାନ ଆଉ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି । ବେଲୁଚିସ୍ତାନ ସେନା ଦାବି କରିଛି ଯେ ଆଫଗାନ ସେନା ପାକିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରିଛି ।…
1 ଘଣ୍ଟା ବନ୍ଦ ହେଲା ଜଗା ଦର୍ଶନ, କାହିଁକି ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେଲା ଜାଣନ୍ତୁ
ଭୁବନେଶ୍ବର: ଶ୍ରୀମନ୍ଦିରରେ ଆଜି ଏକ ଅଘଟଣ ଦେଖାଯାଇଛି । ଦର୍ଶନ 1 ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା । ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଦେବାରୁ ଜଗା ଦର୍ଶନ ବନ୍ଦ ରଖାଯାଇ ମହାସ୍ନାନ କରାଯାଇଛି ।
…
ଦୀପକ ପାଡ଼ାଲଙ୍କ ମୃତ୍ୟୁ ଘଟଣା, 4 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଦ୍ବିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା…
୧ ଟଙ୍କାର ସିକ୍କା ତିଆରିରେ କେତେ ହୁଏ ଖର୍ଚ୍ଚ ? RBI ଦେଲା ସବୁ ଟଙ୍କାର ହିସାବ
ନୂଆଦିଲ୍ଲୀ: ଆପଣ ପ୍ରତିଦିନ ବଜାରରେ କିଣାକିଣି ସମୟରେ ସିକ୍କା ଓ ନୋଟର ବ୍ୟବହାର କରୁଛନ୍ତି। କିନ୍ତୁ କେବେ ଭାବିଛନ୍ତି କି, ଏହି ସିକ୍କା ଓ ନୋଟ ତିଆରି କରିବାରେ ସରକାରଙ୍କୁ କେତେ ଖର୍ଚ୍ଚ ହୁଏ? ବିଶେଷ କରି ୧ ଟଙ୍କାର…
(Video) ଚଳନ୍ତା ଟ୍ରେନରେ ରିଲ୍ସ କରୁଥିଲେ ମହିଳା, ହଠାତ୍ ଖସିଗଲା ହାତ ତାପରେ…
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ଚଳନ୍ତା ଟ୍ରେନର ଦ୍ୱାର ପାଖରେ ଠିଆ ହୋଇ ରିଲ୍ ତିଆରି କରୁଥିବା ସମୟରେ ଖସି ପଡ଼ିଛନ୍ତି । ଏହି ବିପଦପୂର୍ଣ୍ଣ ଘଟଣାଟି…
ସୁବର୍ଣ୍ଣ ସୁଯୋଗ: UPSC NDA ଓ CDS 2 ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ଯୋଗ୍ୟତା ଓ ଅନ୍ୟାନ୍ୟ ବିବରଣୀ ଜାଣନ୍ତୁ
ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀରେ ଅଫିସର ଭାବେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ଯୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ଦ୍ୱାରା ଆୟୋଜିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ…
ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ, ଆଉ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ ଘଟଣା । ବର୍ତ୍ତମାନ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ଦୀପକ ପାଡ଼ାଲ ।
ଖବର ଅନୁସାରେ, ମୃତକଙ୍କ ଘର ରାୟଗଡ଼ ବ୍ଲକ ନାରାୟଣପୁରର ବୋଲି…
ସାତଟି ପ୍ରସିଦ୍ଧ ଭାରତୀୟ ଖାଦ୍ୟ କ’ଣ? ନାଁ ଶୁଣିଲେ ପାଟିରୁ ଆସିଯିବ ଲାଳ
ନୂଆଦିଲ୍ଲୀ: ଭାରତ କେବଳ ସଂସ୍କୃତି ଏବଂ ପରମ୍ପରାର ଦେଶ ନୁହେଁ, ବରଂ ଏହାର ଖାଦ୍ୟ ମଧ୍ୟ ସାରା ବିଶ୍ୱରେ ବହୁତ ପ୍ରସିଦ୍ଧ । ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସହର ଏବଂ ପ୍ରତ୍ୟେକ ରାସ୍ତାର ନିଜସ୍ୱ ବିଶେଷତ୍ୱ ଅଛି ।…
Lucky Zodiac Signs: ଜୁନ ମାସରେ ଏହି ରାଶିମାନଙ୍କ ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା, ଦୂର ହେବ ଆର୍ଥିକ ସଙ୍କଟ
ନୂଆଦିଲ୍ଲୀ: ଜୁନ ୨୦୨୫ ମାସ ଅନେକ ରାଶିର ଜାତକଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଅନେକ ରାଶିର ଜାତକଙ୍କ ଜୀବନରେ ସମୃଦ୍ଧି ଓ ସଫଳତା…
କରୋନାର NB.1.8.1 ଭାରିଆଣ୍ଟ ହେଲା ଆହୁରି ବିପଜ୍ଜନକ, ଆଡଭାଇଜରୀ ଜାରି କଲା WHO
ନୂଆଦିଲ୍ଲୀ: କୋଭିଡ-୧୯ର ନୂଆ ସବଭାରିଆଣ୍ଟ NB.1.8.1 ବିଶ୍ୱବ୍ୟାପୀ ଚିନ୍ତାର କାରଣ ସାଜିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ଭାରିଆଣ୍ଟକୁ ‘ଭାରିଆଣ୍ଟ ଅଣ୍ଡର ମନିଟରିଂ’ (VUM) ଭାବେ ଶ୍ରେଣୀବଦ୍ଧ କରି ଏକ…