Browsing Category

Top Stories

ବୈଜ୍ଞାନିକଙ୍କ କମାଲ, ପ୍ରାୟ 2 କିଲୋମିଟର ଦୂରରୁ ଛୋଟ ଲେଖା ପଢ଼ିପାରିବେ ଲୋକେ

ନୂଆଦିଲ୍ଲୀ: ଚୀନ୍‌ର ବୈଜ୍ଞାନିକମାନେ ଏକ ଲେଜର ବିକଶିତ କରିଛନ୍ତି ଯାହା 1.36 କିଲୋମିଟର ଦୂରରୁ ଉଚ୍ଚ ରିଜୋଲ୍ୟୁସନ୍‌ରେ କ୍ଷୁଦ୍ର ପାଠ୍ୟ ଏବଂ ଅନ୍ୟାନ୍ୟ ସୂକ୍ଷ୍ମ ବିବରଣୀ ପର୍ଯ୍ୟବେକ୍ଷଣ କରିପାରିବ । ଫିଜିକାଲ୍…

ବିବାହରେ ଗିଫ୍ଟ ଦିଅ ସାନିଟାରୀ ପ୍ୟାଡ୍, ବଦଳିବ ଚିନ୍ତାଧାରା

ଭୁବନେଶ୍ୱର: ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକ ଲୋକ ବାହାଘର, ଜନ୍ମଦିନ କିମ୍ବା କୌଣସି ଉତ୍ସବରେ ସାନିଟାରୀ ପ୍ୟାଡ୍…

ପଡ଼ୋଶୀଙ୍କ ପ୍ରେମରେ 3 ଛୁଆର ମାଆ, ସତ ଜାଣିବା ପରେ ସ୍ବାମୀ ନେଲା ଆଶ୍ଚର୍ଯ୍ୟକର ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଜଣେ ସ୍ୱାମୀ ଏକ ଅଜବ କାମ କରିଛନ୍ତି । ଘଟଣାଟି ବୁଲନ୍ଦସହରର ଅହମଦଗଡ଼ ଥାନା ଅଞ୍ଚଳର ଫତେଗଡ଼ ଗାଁର । ଏହି କାହାଣୀଟି ଫିଲ୍ମ ସ୍କ୍ରିପ୍ଟ ପରି ଶୁଭୁଛି, କିନ୍ତୁ ଏହା…

୧୦ ବର୍ଷ ବଢ଼ିଲା ସରକାରୀ ଚାକିରି ପାଇଁ ବୟସ ସୀମା , ଆଶାୟୀ କିନ୍ତୁ ଅସନ୍ତୁଷ୍ଟ

ଭୁବନେଶ୍ୱର: ଚାକିରି ବୟସ ସୀମା ୩୨ରୁ ୪୨କୁ ବଢ଼ିବା ନେଇ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଯାହାକୁ ନେଇ ସରକାରୀ ଚାକିରି ଆଶାୟୀମାନେ ଖୁସି ଅଛନ୍ତି । ବର୍ତମାନ ସମୟରେ ଲକ୍ଷ ଲକ୍ଷ ଆଶାୟୀ ସରକାରୀ ଚାକିରି ଅପେକ୍ଷାରେ…

ପାଣିପାଗ ବିଭାଗର ଆକଳନ… ଆଜିଠୁ କମିପାରେ ବର୍ଷା, 1 ତାରିଖରୁ ଜଳିବ ଓଡ଼ିଶା

ଭୁବନେଶ୍ବର: ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରୁ ଗଭୀର ଅବପାତର ରୂପ ନେଇଛି । ସାଗର ଦ୍ବୀପ ପାଖରେ ସ୍ଥଳଭାଗ ଛୁଇଁଛି । ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇଛି । ଆଜିଠୁ କମିବ ବର୍ଷା- ଏହାରି ଭିତରେ…

(Video)ଏକ ବାର ଜୋ ହମନେ କମିଟ୍ କିୟା…CII ସମିଟରେ ସଲମାନ ଖାନଙ୍କ ଡାଇଲଗ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଅମର ପ୍ରୀତ୍ ସିଂହ ଗୁରୁବାର ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଏକ ଡାଏଲଗ ବ୍ୟବହାର କରି ପାକିସ୍ତାନ ଏବଂ ଭାରତକୁ ଯେକୌଣସି ପ୍ରକାରର କ୍ଷତି କରିବାକୁ…

Breaking: ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ସେ କାମାକ୍ଷାନଗରର ପୂର୍ବତନ ବିଧାୟକ ରହିଥିଲେ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । 74 ବର୍ଷ…

8th Pay Commission: ଜାନୁଆରୀ ୨୦୨୬ରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ମିଳିବ କି ୮ମ ବେତନ ଆୟୋଗର ଫାଇଦା ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ମଧ୍ୟରେ ୮ମ ବେତନ ଆୟୋଗକୁ ନେଇ ଉତ୍ସାହ ସହ କିଛି ଚିନ୍ତା ମଧ୍ୟ ଦେଖାଦେଇଛି। ଏହି ଆୟୋଗ ଜାନୁଆରୀ ୧, ୨୦୨୬ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି,…

କ୍ୟାନ୍ସରଗ୍ରସ୍ତ ବ୍ୟକ୍ତିଙ୍କ ସ୍ପର୍ମରୁ ଜନ୍ମ ହେଲେ ୬୭ ଶିଶୁ, ୧୦ ଜଣଙ୍କୁ କ୍ୟାନ୍ସର

ମିଲାନ: ଏକ ଚିନ୍ତାଜନକ ଘଟଣାରେ ଜଣାପଡ଼ିଛି ଯେ ଜଣେ ବ୍ୟକ୍ତିଙ୍କ ସ୍ପର୍ମ, ଯାହାଠାରେ କ୍ୟାନ୍ସର ସହ ଜଡ଼ିତ ଏକ ବିରଳ ଜେନେଟିକ ତ୍ରୁଟି (TP53 Mutation) ଥିଲା, ତାହା ମାଧ୍ୟମରେ ୟୁରୋପର ୮ଟି ଦେଶରେ ୬୭ଟି ଶିଶୁ ଜନ୍ମ…

IPL 2025: 9 ବର୍ଷ ପରେ ଫାଇନାଲରେ RCB, ପ୍ରଥମ କ୍ଵାଲିଫାୟରରେ ପଞ୍ଜାବକୁ ଧୂଳି ଚଟାଇଲା

ନୂଆଦିଲ୍ଲୀ:  ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । RCB IPL 2025 ର ଫାଇନାଲରେ ଏଣ୍ଟ୍ରି କରିଛି । ପ୍ରଥମ କ୍ୱାଲିଫାୟରରେ RCB ଏକତରଫା ଭାବରେ ପଞ୍ଜାବକୁ ପରାସ୍ତ କରିଛି । ଜୋଶ…