Browsing Category
Top Stories
ବୀମା ନିୟମ ପରିବର୍ତ୍ତନ ଉପରେ ବିଚାର କରୁଛନ୍ତି ସରକାର: କମ୍ ହେବ ସର୍ବନିମ୍ନ ପୁଞ୍ଜିର ଆବଶ୍ୟକତା
ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟ ଦେଶରେ ବୀମାର ପହଞ୍ଚ ବଢ଼ାଇବା ପାଇଁ ବୀମା ନିୟମରେ ପରିବର୍ତ୍ତନ ଉପରେ ବିଚାର କରୁଛି । ଏଥିରେ ସର୍ବନିମ୍ନ ପୁଞ୍ଜି ନିବେଶର ଆବଶ୍ୟକତାକୁ କମ୍ କରିବା ପାଇଁ ପ୍ରସ୍ତାବ ମଧ୍ୟ ସାମିଲ ଅଛି ।…
ସୋମବାରଠାରୁ OJEE ୱେବ୍ କାଉନସେଲିଂ: ଜାଣନ୍ତୁ କେଉଁ ଦିନ କେଉଁ ପାଠ୍ୟକ୍ରମ ପାଇଁ ହେବ କାଉନସେଲିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ଅନୂଯାୟୀ ସେପ୍ଟେମ୍ବର ୧୨ ରୁ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍ ଏବଂ ସେପ୍ଟେମ୍ବର ୧୩ ରୁ…
ମଧୁମେହର ଲକ୍ଷଣ ହାତରେ ଦେଖାଯାଏ, ଆପଣଙ୍କର ନାହିଁ ତ ଏହି ରୋଗ ?
ନୂଆଦିଲ୍ଲୀ: ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମଧୁମେହର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଓଜନ ବୃଦ୍ଧି ଏବଂ ଖରାପ ଜୀବନଶୈଳୀ। ମଧୁମେହ ସାଧାରଣତଃ ୨ପ୍ରକାର। ଟାଇପ୍ ୧ ଡାଇବେଟିସ୍ ଏବଂ ଟାଇପ୍ ୨…
UPI ଏବଂ Credit Card ର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ: ଏକ୍ସପର୍ଟ
ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଏବଂ ୟୁପିଆଇ ପେମେଣ୍ଟର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ ମିଳୁଛି । ଏଭଳି କିଛି ଅନୁମାନ କରିଛନ୍ତି ଏକ୍ସପର୍ଟ ଏବଂ ବଜାର ସହ ଜଡ଼ିତ ବିଶେଷଜ୍ଞ । ବଢ଼ୁଥିବା ବ୍ୟବହାର କୋଭିଡ୍…
ଲଜ୍ରେ ଯୁବତୀଙ୍କ ଆତ୍ମହତ୍ୟା! ମୃତଦେହ ପାଖରୁ ୪୦ ଫର୍ଦ୍ଦର ସୁଇସାଇଡ୍ ନୋଟ୍ ଜବତ
ପୁରୀ: ବଡଦାଣ୍ଡର ବଡଶଙ୍ଖରେ ଥିବା ଏଚଆର୍ ହୋଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହୋଟେଲର ତିନିମହଲାରେ ଥିବା ୧୮ନମ୍ବର ବନ୍ଦ କୋଠରୀରୁ ପୋଲିସ ମୃତଦେହ ଉଦ୍ଧାର କରିଛି। ପ୍ରଥମେ ଧାରୁଆ ଅସ୍ତ୍ରରେ ନିଜ ହାତର…
ପାନ୍ କାର୍ଡ ସହ ଜଡିତ ଏହି ଭୁଲ କଲେ ଲାଗିବ ୧୦,୦୦୦ ଟଙ୍କା ଜୋରିମାନା, ରହିଛି ଆୟକର ବିଭାଗର ଚେତାବନୀ
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ମାନଙ୍କ ପାଇଁ ପାନ୍କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟରେ ପରିଣତ ହୋଇଛି। ଏହା ସାହାଯ୍ୟରେ ଅନେକ ଅର୍ଥନୈତିକ କାର୍ଯ୍ୟକଳାପ କରିବା ସହଜ ହେଉଛି। ଆୟକର ବିଭାଗର ସ୍ଥାୟୀ ଆକାଉଣ୍ଟ ନମ୍ବର…
ଦ୍ୱାରକା ଶାରଦା ପୀଠ ଶଙ୍କରାଚାର୍ଯ୍ୟଙ୍କ ପରଲୋକ: ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ
ନୂଆଦିଲ୍ଲୀ: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦଙ୍କ ୯୯ ବର୍ଷ ବୟସରେ ପରଲୋକ ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି । ସୂଚନା ମୁତାବକ ସେ ନିଜ ଆଶ୍ରମରେ ଅପରାହ୍ନ ୩ଟା ବେଳେ ଶେଷ…
Maia, the Greek goddess of motherhood: ଏହି ପ୍ରୋଟିନ କରିବ Infertility ଉପଚାର, ବୈଜ୍ଞାନିକଙ୍କୁ ମିଳିଲା ଏକ ନୂଆ ସଫଳତା
ନୂଆଦିଲ୍ଲୀ: ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏକ ବିରଳ ପ୍ରୋଟିନର ସନ୍ଧାନ ପାଇଛନ୍ତି । ଏହା ଶୁକ୍ରାଣୁ-ଅଣ୍ଡାରେ ସଂଘଟିତ ହେଉଥିବା ବିଭିନ୍ନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇନଫର୍ଟିଲିଟି…
ବିବାହ ବିଷୟରେ ଆଲୋଚନା କଲେ ତାମିଲନାଡୁ ମହିଳା, ଆମୋଦିତ ହେଲେ ରାହୁଲ ଗାନ୍ଧୀ
ଚେନ୍ନାଇ: ଦେଶରେ ନିରନ୍ତର ଭାବରେ ବଢି ଚାଲିଥିବା ଦରଦାମ୍ ଏବଂ ବେରୋଜଗାର ଭଳି ବିଷୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳର ଅନ୍ୟ ସଦସ୍ୟଙ୍କ ସହିତ ୧୫୦ ଦିନିଆ ଭାରତ ଯୋଡ଼ ଯାତ୍ରାରେ ଏବେ ରହିଛନ୍ତି। ଏହି ଯାତ୍ରା…
ଗୁଗଲ ପ୍ଲେ ଷ୍ଟୋରକୁ ଫେରିଲା ଏହି ଖତରନାକ ଆପ୍ସ, କରନ୍ତୁ ନାହିଁ ଡାଉନଲୋଡ୍
ନୂଆଦିଲ୍ଳୀ: ବିପଜ୍ଜନକ କ୍ଲିନର ଏବଂ ଫେକ୍ ଆଣ୍ଟିଭାଇରସ ଆପ୍ସ ସାର୍କବୋଟ୍ ମାଲୱେୟାର ଗୁଗଲ ପ୍ଲେ ଷ୍ଟୋରକୁ ଫେରିଛି । ଏହି ମାଲୱେୟାର ୟୁଜର୍ସଙ୍କ ବ୍ୟାଙ୍କିଂ ତଥ୍ୟ ଚୋରି କରିଥାଏ । ଏହି ବିପଜ୍ଜନକ ଆପ୍ସରେ ମିଷ୍ଟର…