Browsing Category
Top Stories
ମୋଦୀ ସରକାରଙ୍କ ବଡ଼ ଘୋଷଣା: Pearls ନିବେଶକ ଫେରି ପାଇବେ ଅର୍ଥ, ଜାଣନ୍ତୁ କେବେ ମିଳିବ
ନୂଆଦିଲ୍ଲୀ: ଆପଣ ପିଏସିଏଲ ଇଣ୍ଡିଆ ଲିମିଟେଡର ନିବେଶ ଯୋଜନା ପିଅର୍ଲସରେ ନିବେଶ କରିଛନ୍ତି କି? ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଅର୍ଥ ରିଫଣ୍ଡ ପାଇବା ପାଇଁ…
ମାତ୍ର ୯ ଟଙ୍କାରେ ମିଳିବ ବିମାନ ଟିକେଟ: ଜାଣନ୍ତୁ ଏୟାରଲାଇନ୍ସର ଏହି ଅଫର
ନୂଆଦିଲ୍ଲୀ: ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତ ଆପଣଙ୍କ ପାଇଁ ଏୟାରଲାଇନ୍ସ କମ୍ପାନୀ ଆଣିଛି ଦମଦାର ଅଫର । ଏଣିକି ମାତ୍ର ୯ ଟଙ୍କାରେ ଆପଣ କରିପାରିବେ ଅନ୍ତର୍ଜାତୀୟ ବିମାନ ଯାତ୍ରା । ଭାରତରୁ…
କଂଗ୍ରେସ ପ୍ରତିବାଦ:ସୁରଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ୱର:ଦେଶରେ ଦରବୃଦ୍ଧି ,ବେକାରୀ ସମସ୍ୟା , ଜିଏସଟି ବୃଦ୍ଧି ପ୍ରସଙ୍ଗରେ ଆଜି ଦେଶବ୍ୟାପି ପ୍ରତିବାଦ ଚଳାଇଛି କଂଗ୍ରେସ । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ଠାରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି ।…
(Video) ଅଚାନକ୍ କ୍ଲାସରେ ଝିଅଙ୍କ ଦେହରେ ଆସିଲେ ମାତା: ପରସ୍ପରଙ୍କୁ ଏପରି ପିଟିଲେ ଯେ ପୁଅମାନେ ବି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ:ସ୍କୁଲ ନାଁ ଶୁଣିଲେ ମୁଣ୍ଡରେ ଏପରି ଏକ ଛବି ଆସିଯାଏ, ଯେଉଁଠାରେ ପିଲାମାନଙ୍କୁ ଜ୍ଞାନ ଦିଆଯାଏ । ଠିକ୍-ଭୁଲ ବିଷୟରେ ବୁଝାଯାଇଥାଏ । ପରସ୍ପରଙ୍କୁ ସମ୍ମାନ ଦେବା ଶିଖାଯାଏ । କିନ୍ତୁ ସ୍କୁଲରେ ଯଦି ପିଲାମାନେ…
୫ଜି ସିମ୍ ପାଇଁ ଆସୁଛି ଫୋନ୍ କଲ୍? ଜାଣନ୍ତୁ କ’ଣ କରିବା ଉଚିତ୍
ନୂଆଦିଲ୍ଲୀ: ୫ଜି ନିଲାମି ପରେ ଏବେ ୫ଜି ବ୍ୟବହାର ଆପଣଙ୍କୁ ମହଙ୍ଗା ପଡିପାରେ। ଲୋକେ ଖୁବ୍ ଶିଘ୍ର ନିଜର ୫ଜି ଫୋନ୍ରେ ୫ଜି ନେଟୱାର୍କ ଚଲାଇବାକୁ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ତେବେ ଏହି ଉତ୍କଣ୍ଠା ଆପଣଙ୍କୁ…
“ଓଡ଼ିଶା ମୋ ପରିବାର”ର ରାଜ୍ୟ ସଂଯୋଜକ ହେଲେ ମିହିର ରାୟ
ଭୁବନେଶ୍ଵର : ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ "ଓଡ଼ିଶା ମୋ ପରିବାର"ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ…
ଅଳିଆ ଗଦାରେ ପୋତା ହୋଇଛି ୨୦୦୦ କୋଟିର ସମ୍ପତ୍ତି: ଖୋଜିବ ରୋବଟ ଡଗ୍
ନୂଆଦିଲ୍ଲୀ: ୟୁନାଇଟେଡ କିଙ୍ଗଡମ (ୟୁକେ) ରୁ ବର୍ତ୍ତମାନ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । ସେଠାରେ ଜିମ୍ସ ହାୱେଲ୍ସ ନାମକ ଜଣେ ବ୍ୟକ୍ତି ୯ ବର୍ଷ ପୂର୍ବେ ଅଳିଆ ଗଦାରେ ଏକ ହାର୍ଡ ଡ୍ରାଇଭ୍ ଫିଙ୍ଗି…
Video: ବ୍ୟାରିକେଡ୍ ଡେଇଁଲେ ପ୍ରିୟଙ୍କା, ରାହୁଲଙ୍କ ସମେତ ଅନେକ କଂଗ୍ରେସ ନେତା ପୋଲିସ ହେପାଜତରେ
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼କୁ ବିରୋଧ କରି ଆଜି କଂଗ୍ରେସ ସାରା ଦେଶରେ ଜୋରଦାର ବିରୋଧ ପ୍ରଦର୍ଶନ କରୁଛି। ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ରାଜଧାନୀ ଦିଲ୍ଲୀରେ…
(Video) ଅବହେଳାର ସୀମା ପାର୍! ଚଳନ୍ତା କାରରୁ ଖସିପଡ଼ିଲା ନିରୀହ ଶିଶୁ, କିନ୍ତୁ ଗାଡ଼ି ରୋକିଲାନି ଡ୍ରାଇଭର
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । କେତେକ ଭିଡିଓକୁ ଦେଖିଲେ ରାଗ ବି ଲାଗୁଛି । ଏପରି ଏକ ଭିଡିଓ ସୋସିଆଲ ମିଡିଆ…
ଗାଡି ପାଇଁ ସ୍ତ୍ରୀକୁ ଏସିଡ ପିଆଇଲା ସ୍ୱାମୀ
ବିହାର: ସ୍ୱାମୀ ସାଜିଲା ଜଲ୍ଲାଦ । ସ୍ତ୍ରୀକୁ ପିଆଇଲା ଏସିଡ । ଏଡିସ ପିଆଇ ମାରିଦେଲା ସ୍ୱାମୀ । ବର୍ତ୍ତମାନ ସମୟରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀର ମାଡରୁ ବର୍ତ୍ତିବାକୁ ଯାଇ ଭୟରେ ଏଡିସ ପିଇଥିଲା…