Browsing Category

Top Stories

ରାଜ୍ୟରେ ବଢ଼ିଲା କରୋନା ମୃତ୍ୟୁ, ଆଜି ୪ ଜଣ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

କାନାଡାରୁ ଆସିଥିବା ଏକ ଚିଠିରୁ ଦେଶରେ ବ୍ୟାପିଲା ଓମିକ୍ରନ, ରିପୋର୍ଟରେ ହେଲା ଏପରି ଦାବି

ବେଜିଂ: କରୋନା ମାମଲା ପୁଣିରେ ବିଶ୍ୱ ବ୍ୟାପୀ ଚିନ୍ତାର କାରଣ ପାଲଟିଛି । ବିଭିନ୍ନ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ଚିନ୍ତାଜନକ ଭାବରେ ବଢ଼ିଚାଲିଛି । ଏହା ଭିତରେ ଚୀନରେ ମଧ୍ୟ ସମାନ ପରିସ୍ଥିତି । ତେବେ ଏଠାରେ ଏକ…

କ୍ରୀଡ଼ା ଜଗତରେ ହଇଚଇ: ମ୍ୟାଚ ଫିକ୍ସିଂ କରିବା ପାଇଁ କ୍ରିକେଟରଙ୍କୁ ୪୦ ଲକ୍ଷ ଟଙ୍କାର ଅଫର

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ମ୍ୟାଚ ଫିକ୍ସିଂକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି । ତେବେ ମ୍ୟାଚ ଫିକ୍ସିଂ କ୍ରିକେଟ ପରି ଏକ ସମ୍ମାନଜନକ କ୍ରୀଡ଼ାକୁ ବହୁ ତଳକୁ ନେଇଯାଇଥାଏ । ଅତୀତରେ ଭାରତ ସହ ବିଭିନ୍ନ କ୍ରିକେଟ…

ଟିକା ନନେଲେ କାଫେ-ରେଷ୍ଟୁରାଣ୍ଟକୁ ପ୍ରବେଶ ନିଷେଧ, ଓମିକ୍ରନ ଭାରିଆଣ୍ଟ୍ ସହିତ ଲଢ଼ିବା ପାଇଁ ସରକାରଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ତାଣ୍ଡବ ରଚିବାରେ ଲାଗିଛି । ସଂକ୍ରମଣର ବେଗ ଦିନକୁ ଦିନ ବୃଦ୍ଧି ପାଉଛି । ଖାସ୍ କରି ୟୁକେ, ଆମେରିକା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଆଦି…

ଜାନୁଆରୀ ୨୩ ବେଳକୁ ଦେଶରେ କରୋନା ପିକ୍, ଦୈନିକ ଚିହ୍ନଟ ହେବ ୭ ଲକ୍ଷ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତକାଲି ୨ ଲକ୍ଷ ୫୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ।…

ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଠାରୁ ଅଲଗା ହେଲେ ସୁପରଷ୍ଟାର ଧନୁଷ

ମୁମ୍ବାଇ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି…

ରାଶିଫଳ(ମଙ୍ଗଳବାର,୧୮ ଜାନୁଆରୀ,୨୦୨୨)

ମେଷ- ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ…

କରୋନା କାଳରେ ଏହି କ୍ଷେତ୍ରରେ ବଢ଼ିଛି ଚାକିରି ଚାହିଦା, ଅନଲାଇନ କରନ୍ତୁ କୋର୍ସ

୨୦୨୦ ରେ ଦୁନିଆରେ ଅଧିକାଂଶ ଦେଶ କରୋନା ଭାଇରସ ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛି । ଏହି ଭାଇରାସ ସମସ୍ତ୍ ଜୀବନକୁ ପ୍ରଭାବିତ କରିଛି । ଏଭଳିକି ଶିକ୍ଷା ସଂସ୍ଥାନଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି ଏବଂ ପିଲାମାନେ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଏହି ତିନି ଖେଳାଳି ଦଳରେ ରଖିଲା ଅହମ୍ମଦାବାଦ ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ସିଜିନ୍ ପାଇଁ ଖେଳାଳିଙ୍କ ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ଫ୍ରାଞ୍ଚାଇଜି ନିଜର ତିନି ଖେଳାଳି ଚୟନ କରି ନେଇଛି। ଫ୍ରାଞ୍ଚାଇଜି ଅଲରାଉଣ୍ଡର ହାର୍ଦ୍ଦିକ…

ଭୁବନେଶ୍ୱର ରାଜରାସ୍ତାରେ ହାଇଡ୍ରାମା: ଗାଡ଼ି ଧକ୍କା କଲା ବୋଲି ସେକି ଦେଇ ଗଲେ ମହିଳା, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା । ଗାଡି ପିଟି ହେଇ ଗଲା ବୋଲି ଯୁବକଙ୍କୁ ସେକି ଦେଇ ଗଲେ ମହିଳା । ଘଟଣାଟି ଘଟିଥିଲା ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ଟ୍ର୍ରାଫିକ୍ ନାଲକୋ ଛକ…