Browsing Category
Top Stories
ରାଜ୍ୟର ଏହିସବୁ ଜିଲ୍ଲାରେ ଆସନ୍ତାକାଲି ଯାଏଁ ଲାଗିରହିବ ବର୍ଷା, ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଲାଗିଛି । ତେଣୁ ଆସନ୍ତାକାଲି ଯାଏଁ ୧୧ ଟି ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର,…
ବିବାହ ପରେ ଭିକି-କ୍ୟାଟ୍ରିନାଙ୍କ ପ୍ରଥମ ଲୋହରୀ, ଦେଖନ୍ତୁ ଦୁହିଁଙ୍କ କ୍ୟୁଟ୍ ଫଟୋ
ମୁମ୍ବାଇ: ବିଟାଉନ୍ ରେ ଚଳିତ ବର୍ଷ ଅନେକ ଯୋଡ଼ି ବିବାହ ପରେ ନିଜର ପ୍ରଥମ ଲୋହରୀ ଉତ୍ସବ ପାଳନ କରୁଛନ୍ତି । ତେବେ ଇଣ୍ଡଷ୍ଟ୍ରୀ ନବ-ବିବାହିତ କ୍ୟୁଟ୍ କପଲ୍ ଭିକି-କ୍ୟାଟ୍ରିନାଙ୍କର ମଧ୍ୟ ଏହା ହେଉଛି ପ୍ରଥମ ଲୋହରୀ । ଏହି…
ଯେଉଁମାନେ କୋଭିଡ୍ ଟିକା ନେଇନାହାନ୍ତି, ସେମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି: WHO
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଛାଇ ରହିଥିବା ବେଳେ ଏନେଇ ପୁଣି ଏକ ନୂଆ ସମସ୍ୟା ଆସି ଉଭା ହୋଇଛି । କୋଭିଡ୍ ଭ୍ୟାକ୍ସିନେସନକୁ ନେଇ ବିଶ୍ୱ ସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ନୂଆ…
ରାଶିଫଳ(ଶୁକ୍ରବାର,୧୪ ଜାନୁଆରୀ,୨୦୨୨)
ମେଷ - ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ,ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପିଡା ଭୋଗିବେ, ବ୍ୟବସାୟରେ ଲାଭ ପାଇବେ, ଚାକିରିରେ ପଦମର୍ଯ୍ୟଦା ପାଇବେ, ନୁତନ ବ୍ୟବସାୟ ଆରମ୍ଭ…
ବିକାନେର ଏକ୍ସପ୍ରେସ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଘଟଣାସ୍ଥଳ ଅଭିମୁଖେ ରେଳମନ୍ତ୍ରୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଗୌହାଟି ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଗତକାଲି ୫ରେ ଥିବା ବେଳେ ଏହା ବୃଦ୍ଧି ପାଇ ୭ ହୋଇଯାଇଛି । ଏଥିରେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।…
ଜରୁରୀ ନଥିଲେ ହସ୍ପିଟାଲରେ ଆଡମିସନ୍ ମନା: ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହସ୍ପିଟାଲ ଗୁଡ଼ିକରେ କୋଭିଡ୍ ନିୟମ ପାଳନ ନେଇ ଗାଇଡଲାଇନ୍ ଜାରି ହୋଇଯାଇଛି । ସମସ୍ତ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ ରହିଛି ।…
ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ: ୬ ମାସ ପର୍ଯ୍ୟନ୍ତ ବୃଦ୍ଧିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । କାର୍ଯ୍ୟକାଳ ୬ ମାସ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଅନୁମୋଦନ । ଫେବୃଆରୀ ୨୮ରେ ସରୁଥିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟ ଅବଧି ।
ରାଜଧାନୀରେ କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୧ ଜଣକ ହୋଇଛି ମୃତ୍ୟୁ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଗୁରୁବାର ୨୮,୮୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ମହାମାରୀ ଆରମ୍ଭ ହେବା ଠାରୁ ଦୈନିକ ସଂକ୍ରମଣରେ ସର୍ବାଧିକ । ଏହା ସହ ୩୧ ଜଣଙ୍କର…
ମାଗଣାରେ ଦେଖନ୍ତୁ Netflix ଓ Amazon prime: ବାସ୍ ଆପଣାନ୍ତୁ ଏହି ସହଜ ଉପାୟ
ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ…
ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ, କେପଟାଉନ୍ ଟେଷ୍ଟରେ ଦ. ଆଫ୍ରିକାର ପଲ୍ଲା ଭାରି
କେପଟାଉନ୍: ଦ୍ଵିତୀୟ ଟେଷ୍ଟର ଭୁଲ୍ରୁ କିଛି ଶିକ୍ଷାଲାଭ କରି ପାରିଲାନି ଭାରତ। ଫଳରେ କେପଟାଉନ୍ରେ ଖେଲାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ନିର୍ଣ୍ଣାୟକ ମୁକାବିଲରେ ଘରୋଇ ଦକ୍ଷିଣ ଆଫ୍ରିକାର ପଲ୍ଲା…