Browsing Category

Top Stories

ମିହିରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ, ଆଜି ହେବ ଶେଷକୃତ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ଅଭିନେତା ମିହିର ଦାସଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହିଁ ସାରା ରାଜ୍ୟ । ନିଜର ନିଖୁଣ ହୃଦୟସ୍ପର୍ଶୀ ଅଭିନୟର ଯାଦୁରେ ସେ ଦର୍ଶକଙ୍କ ମନରେ ଘର କରି ରହିଥିଲେ । ତେବେ…

ଆଜିଠାରୁ ଭିତରକନିକାରେ ପକ୍ଷୀଗଣନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟର ଭିତରକନିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟ ପାଇଁ ମୋଟ ୧୬ଟି ଟିମ୍ ନିୟୋଜିତ ହେବା ସହ ପ୍ରତ୍ୟେକ ଟିମରେ ୪ରୁ ୫ ଜଣ ସଦସ୍ୟ ରହିଛନ୍ତି ।…

ରାଶିଫଳ(ବୁଧବାର,୧୨ ଜାନୁଆରୀ,୨୦୨୨)

ମେଷ - କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ବୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ, ଯଥାସାଧ୍ୟ ଅର୍ଥ…

ଦିଲ୍ଲୀରେ କରୋନା ବିସ୍ଫୋରଣ: ଦୈନିକ ସଂକ୍ରମଣ ୨୧ ହଜାର ପାର୍

ଦିଲ୍ଲୀରେ କରୋନା ବିସ୍ଫୋରଣ ଜାରି ରହିଛି । ମଙ୍ଗଳବାର ଦିଲ୍ଲୀରେ ୨୧୦୦୦ ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫.୯୦ ଲକ୍ଷକୁ ଟପିଛି । ଏହା ସହ ପଜିଟିଭିଟି ହାରା ୨୫.୬୫ ପ୍ରତିଶତକୁ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା କିଟର ଅପବ୍ୟବହାର: ପୋଡ଼ିଦେଲେ ଶହ ଶହ କରୋନା କିଟ୍ (ଭିଡିଓ)

ପୋଡ଼ିଦେଲେ ଶହ ଶହ କରୋନା କିଟ୍। ସରକାର କା ମାଲ ଦରିଆମେ ଡାଲ ନୀତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ମେଡ଼ିକାଲ ପରିସରରେ। ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ମେଡ଼ିକାଲ ପରିସରରେ…

ନିର୍ଣ୍ଣାୟକ ଟେଷ୍ଟ: ପ୍ରଥମ ଦିନରେ ବୋଲରଙ୍କ ରାଜୁତି, ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯାଉଛି। ପ୍ରଥମ ଦିନ ଖେଳରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିବା…

ଓଡ଼ିଶା-ଆନ୍ଧ୍ର ମୁଖ୍ୟ ସଚିବ ମିଟିଂ: ସୀମା ନିର୍ଦ୍ଧାରଣ କରିବ ଜଏଣ୍ଟ କମିଟି

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟ ପରେ ଓଡ଼ିଶା, ଆନ୍ଧ୍ର ମୁଖ୍ୟ ସଚିବ ମିଟିଂ । ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟା ନେଇ ଭିସି ଯୋଗେ ଦୁଇ ମୁଖ୍ୟ ସଚିବଙ୍କ ଆଲୋଚନା । ଆଲୋଚନା ପରେ ଜଏଣ୍ଟ କମିଟି ସୀମା ନିର୍ଦ୍ଧାରଣ କରିବ…

(Video) କୁକୁର ଓ କୁକୁଡ଼ା ମଧ୍ୟରେ ଜୋରଦାର ଲଢେଇ, କୁକୁଡ଼ାଟି କିଛି ଏପରି କଲା ଯାହାକୁ ଦେଖି ହୋଇଯିବେ ତାଜୁବ୍

କୁକୁର ଓ କୁକୁଡା ମଧ୍ୟରେ କେବେ ଝଗଡା ଦେଖିଛନ୍ତି କି । ସାଧାରଣ ଝଗଡା ନୁହେଁ ପୁଣି ଜୋରଦାର ଲଢେଇ । କୁକୁର ଏବଂ କୁକୁଡାଙ୍କ ଏଭଳି ଏକ ଲଢେଇ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଜୋରଦାର ଲଢେଇରେ କୁକୁଡାଟି କିଛି…

(Video) ମାଙ୍କଡ଼ର ଅନ୍ତେଷ୍ଟି କ୍ରିୟାରେ ଯୋଗଦେଲେ ୧୫ ଶହ ଲୋକ; ଦେଖନ୍ତୁ ଭିଡିଓ…

ସାଧାରଣତଃ ମଣିଷଙ୍କ ମୃତ୍ୟୁ ହେଲେ ଅନ୍ତେଷ୍ଟି କ୍ରିୟା କରାଯାଇଥାଏ । ଜଣେ ହିନ୍ଦୁ ହେଉ କି ସେ ଅନ୍ୟ କୌଣସି ଧର୍ମ ମୃତ୍ୟୁ ପରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଏ । ତେବେ ଆପଣମାନେ କେବେ ଶୁଣିଛନ୍ତି କି କୌଣସି ପଶୁର ପୁଣି…

ମାସ୍କ ନପିନ୍ଧି ଅଜବ ତର୍କ ଦେଲେ ମନ୍ତ୍ରୀ, କହିଲେ- ତୁମ ମାସ୍କଠୁ ମୋ ଗାମୁଛା ୪ ଗୁଣ ଅଧିକ ମଜବୁତ

ଭୋପାଳ : ବିବାଦୀୟ ବୟାନ ଦେଇ ପୁଣି ଥରେ ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପିର ଫାୟର ବ୍ରାଣ୍ଡ ନେତା ଉଷା ଠାକୁର। ଯେବେ ତାଙ୍କୁ ମାସ୍କ ନପିନ୍ଧିଥିବାର କାରଣ ପଚରାଗଲା, ସେ ଅଜବ ଉତ୍ତର…