Browsing Category

Top Stories

ଔଷଧ ଖାଇବାକୁ ମିଳିବ ରିମାଇଣ୍ଡର: ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଆପ୍ ‘ନିମାଇ’, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା। ଔଷଧ ଖାଇବା ପାଇଁ ମନେପକାଇ ଦେବ ଆପ। ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ 'ନିମାଇ'। ଯେକୌଣସି ରୋଗ ହେଉନା କାହିଁକି ସଠିକ ସମୟରେ…

କୁପୱରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ସୁରକ୍ଷା ବଳଙ୍କ ଗୁଳିରେ ଆତଙ୍କୀ ନିପାତ, ଜବତ ହେଲା ପାକିସ୍ତାନୀ ପଇସା ଓ ସିମ୍ କାର୍ଡ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛନ୍ତି ସୁରକ୍ଷା ବଳ । ରବିବାର ସୁରକ୍ଷା ବଳ ଜଣେ ଆତଙ୍କୀଙ୍କୁ ନିପାତ କରିଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ପାକିସ୍ତାନୀ ପଇସା ଜବତ…

ପଶ୍ଚିମବଙ୍ଗରେ କରୋନା କଟକଣା କଡାକଡ଼ି: ବନ୍ଦ ରହିବ ସ୍କୁଲ, କଲେଜ

କୋଲକାତା: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣି କଡ଼ାକଡ଼ି ହୋଇଛି କଟକଣା । ସୋମବାର ଠାରୁ ପଶ୍ଚିମବଙ୍ଗରେ ସ୍କୁଲ, କଲେଜ, ୟୁନିଭର୍ସିଟି ବନ୍ଦ ନେଇ କରାଯାଇଛି ଘୋଷଣା । ସେହିପରି ୫୦% କର୍ମଚାରୀଙ୍କୁ ନେଇ…

‘ନିଜକୁ ଫକୀର କହିବା ବନ୍ଦ କରନ୍ତୁ ମୋଦି’: ମର୍ସିଡିଜକୁ ନେଇ ସମାଲୋଚନା କଲେ ଶିବସେନା ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଫକୀର କହିବା ବନ୍ଦ କରନ୍ତୁ । ରବିବାର କିଛି ଏଭଳି କଥା କହି ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି ଯେ ତାଙ୍କ ସୁରକ୍ଷାରେ…

ଆସିଲା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ: କେନ୍ଦୁଝରରୁ ସର୍ବାଧିକ ୭ ଜଣ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୯ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ରହିଛନ୍ତି । ସର୍ବାଧିକ ୭ ଜଣ…

ଶୀତରେ ଥରିବ ଓଡ଼ିଶା: ପାଣିପାଗ ବିଭାଗର ସତର୍କ ସୂଚନା, ପଶ୍ଚିମ ଓଡ଼ିଶାରେ ଶୀତ ଲହରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକିଛି ଦିନ ହେବ ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ କମ୍ ଅନୁଭୂତ ହେଉଥିଲା । ରାଜ୍ୟର କିଛି ସ୍ଥାନରେ  ବର୍ଷା ମଧ୍ୟ ଜାରି ରହିଥିଲା ।  ତେବେ  ସୋମବାରରୁ ରାଜ୍ୟରେ ପୁଣି ଶୀତ ଲହରି ଆରମ୍ଭ…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ; ରାଜୁକମାର ଶର୍ମା ହେଲେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ । ସଞ୍ଜୀବ ଚୋପ୍ରା ହେଲେ କୃଷି ଉତ୍ପାଦ ବିଭାଗର କମିଶନର । ଶ୍ରୀ ମଧୁସୂଦନ ମହାନ୍ତି ପାଢ଼ୀ ହେଲେ ଓଡ଼ିଆ…

ଆପଣଙ୍କ ସାମାନ୍ୟ ଭୁଲ ଛୁଆ ପଇଁ ହୋଇପାରେ ଘାତକ: ପିତା ମାତା ସାବଧାନ

ନୂଆଦିଲ୍ଳୀ: ନିଜ ଛୁଆର ସୁରକ୍ଷା ପାଇଁ ବାପା-ମା ସର୍ବଦା ତତ୍ପର ରହିଥାନ୍ତି । ତେବେ ବେଳେ ସାମାନ୍ୟ ଭୁଲ ଛୁଆ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏମିତି ଏକାଧିକ ଉଦାହରଣ ରହିଛି ଯେଉଁଠି ପିତା ମାତାଙ୍କ ଭୁଲ…

୨୦୨୨ ରେ କରୋନା ମହାମାରୀର ହେବ ଅନ୍ତ! ଜାଣନ୍ତୁ କ’ଣ କହିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଡା. ଟେଡ୍ରସ ଅଧନୋମଙ୍କ କହିଛନ୍ତି ୨୦୨୨ କରୋନା ମହାମାରୀର ଶେଷ ବର୍ଷ ହୋଇପାରେ । କିନ୍ତୁ ଏଥିପାଇଁ ବିକଶିତ ଦେଶମାନଙ୍କୁ ନିଜର…

୧ ଟଙ୍କାରେ ମିଳୁଛି ଅଟା ଓ କାଜୁ: ୧୯ ଟଙ୍କାରୁ କମ ମୂଲ୍ୟରେ ମିଳୁଛି ଗ୍ରୋସରୀ, ଜାଣନ୍ତୁ କେଉଁଠି ଓ କଣ ରହିଛି ପ୍ରସେସ୍

ନୂଆଦିଲ୍ଲୀ: ପୂର୍ବରୁ ଆମେ ଦୋକାନରୁ ଜିନିଷ କିଣାକିଣି କରୁଥିବା ବେଳେ ବର୍ତ୍ତମାନ ସବୁ ଜିନିଷ ଅନଲାଇନରେ ଉପଲବ୍ଧ ହେଲାଣି । ଏପରିକି ଅନଲାଇନ ଶପିଂରେ ଭାରି ଡିସକାଉଣ୍ଟ ମଧ୍ୟ ମିଳୁଛି । ଯଦି ଆପଣଙ୍କୁ କୁହାଯାଏ ମାତ୍ର…