Browsing Category

Top Stories

ପ୍ରଥମ ଟେଷ୍ଟ: ଏଲଗାରଙ୍କ ଅର୍ଦ୍ଧଶତକ, ଅନ୍ତିମ ଦିନରେ ବିଜୟ ପାଇଁ ଭାରତକୁ ଆବଶ୍ୟକ ୬ ୱିକେଟ

ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରହିଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ । ଅନ୍ତିମ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୧୧ ରନ ଆବଶ୍ୟକ ରହିଥିବା ବେଳେ ଭାରତକୁ ଆବଶ୍ୟକ ୬ ୱିକେଟ ।…

ବଦଳିଲେ ମାଲକାନଗିରି ଏସପି: ଏସ.ଶୁଶ୍ରୀ ହେଲେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି

ନୀତେଶ ୱାଧୱାନି ହେଲେ ମାଲକାନଗିରି ନୂଆ ଏସପି । ମାଲକାନଗିରି ଏସପି ପ୍ରହ୍ଲାଦ ସହାଇ ମୀନାଙ୍କୁ ଏଆଇଜି ମୁଖ୍ୟାଳୟକୁ ବଦଳି । ଏସ.ଶୁଶ୍ରୀ ହେଲେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି । ମାୟାଧର ସେଠୀ ହେଲେ ଡିସିପି…

ଏହି ଜିଲ୍ଲାକୁ ପ୍ରବଳ ବର୍ଷା, ଘନ କୁହୁଡ଼ି ସମ୍ଭାବନା: ଏସଆରସି ପକ୍ଷରୁ ସତର୍କ ସୂଚନା

ଭୁବନେଶ୍ୱର: ପ୍ରବଳ ବର୍ଷା ଓ ଘନ କୁହୁଡ଼ି ନେଇ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା । ଆସନ୍ତାକାଲି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼କୁ, ଅନୁଗୁଳ,…

ବଢିଲା ଦରମା: ଦୁଇ IASଙ୍କୁ ସୁପର ଟାଇମ ସ୍କେଲରେ ମିଳିବ ବେତନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ଆଇଏଏସଙ୍କ ଦରମା ବୃଦ୍ଧି କରାଯାଇଛି । ୨୦୦୬ ବ୍ୟାଚର ଦୁଇ ଆଇଏଏସ ଅଫିସରଙ୍କୁ ସୁପର ଟାଇମ ସ୍କେଲରେ ଲେଭଲ-୧୪ରେ ଦରମା ଦିଆଯିବ । ଏନେଇ ବୁଧବାର ରାଜ୍ୟ…

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିରୋଧ: ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ । କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରିଛନ୍ତି…

ପର୍ଯ୍ୟଟକଙ୍କ ପାଇଁ ୫ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ: ଜାଣନ୍ତୁ କେବେଠୁ ଓ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୫ ଦିନ ପାଇଁ ବନ୍ଦ ରହିବ । ଓମିକ୍ରନ ଭାଇରସ କାରଣରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନାର ନୂତନ ଭାରିଆଣ୍ଟ…

ବେସରକାରୀ ସ୍କୁଲରେ ୨୫ % ମାଗଣା ସିଟ୍: ଆଡମିଶନ ପାଇଁ ଅଭିଭାବକ ସଂଘର ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲରେ ୨୫%ସିଟରେ ଅବହେଳିତ ଶ୍ରେଣୀର ପିଲାଙ୍କୁ ମାଗଣା ପାଠ ପଢ଼ିବାର ବ୍ୟବସ୍ଥା ୨୦୦୯ରୁ ଥିବାବେଳେ ତାହା କାର୍ୟ୍ୟକାରୀ ହେଉ ନଥିଲା । ଓଡିଶା…

ଉଦଘାଟନ ହେଲା ୧୪ ସାଇବର ଥାନା: ଭିସି ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଉଦଘାଟନ ହେଲା ୧୪ ସାଇବର ଥାନା । ଟୁଇନ୍ ସିଟିରେ ୩ଟି ନୂଆ ଥାନା ମଧ୍ୟ ଉଦଘାଟନ ହେଲା । ଭିସିରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟୋଜିତ ହେବେ ୧୫୪ ପୋଲିସ୍ କର୍ମଜାରୀ ଏବଂ ୯୦…

ରାଜଧାନୀରେ ବଢୁଛି ମଦୁଆଙ୍କ ସଂଖ୍ୟା: ବର୍ଷକରେ ଫାଇନ ଦେଲେଣି ୪୭୧୪

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଦ ଓ ମଦୁଆଙ୍କ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ଆଶାତୀତ ଭାବରେ ବଢିଚାଲିଛି । ବର୍ଷକ ତଳେ ୨୦୨୦ରେ ଫାଇନ ଦେଇଥିବା ମଦୁଆଙ୍କ ସଂଖ୍ୟା…

ନନ୍ଦନକାନନରେ ବାଘୁଣୀ ବିଜୟା ଓ ମେଘା ଗର୍ଭରୁ ଜନ୍ମିତ ୬ ଛୁଆଙ୍କ ନାମକରଣ

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଛୁଆଙ୍କ ନାମକରଣ ହୋଇଛି । ବାଘୁଣୀ ମେଘା ଏବଂ ବିଜୟାର ୬ ଛୁଆଙ୍କ ନାମକରଣ କରାଯାଇଛି । ଲୋକଙ୍କ ମତାମତ ଆଧାରରେ ଏହି ନାମକରଣ କରାଯାଇଛି ।…