Browsing Category

Top Stories

୭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ୬୪୦୨ ଜଣକୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ବୈଠକରେ ୭ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ଏହି ୭ ପ୍ରକଳ୍ପରେ ୫୧୧ କୋଟି ନିବେଶ କରାଯିବ ଏବଂ ଏଥିରେ ନିଯୁକ୍ତି…

ଏଫଡିଆଇକୁ ଅନୁମତି ମିଳିଲେ ଅଷ୍ଟ୍ରେଲିଆ ଭଳି ହୋଇଯିବ ଓଡ଼ିଶା: ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱରରେ ନୀତି ଆୟୋଗଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଶେଷ । ବୈଠକରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି…

ଗୁରୁବାର-ଶୁକ୍ରବାର ବ୍ୟାଙ୍କ ବନ୍ଦ ରହିବ ବ୍ୟାଙ୍କ୍

ୟୁନାଇଟେଡ୍ ଫୋରମ୍ ବ୍ୟାଙ୍କ୍ ସଙ୍ଗଠନ ତରଫରୁ ବ୍ୟାଙ୍କ ବନ୍ଦ ଘୋଷଣା । ଫଳରେ ଡିସେମ୍ବର ୧୬ ଓ ୧୭ ଅର୍ଥାତ୍ ଗୁରୁବାର ଏବଂ ଶୁକ୍ରବାର ବନ୍ଦ ରହିବ ବ୍ୟାଙ୍କ୍ । ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ସଂଘର ନିଷ୍ପତ୍ତି ।

ଅଫଲାଇନରେ ହେବ ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର: ୟୁଜି/ପିଜି ସ୍ତରର ସମସ୍ତ ପରୀକ୍ଷା ଅଫଲାଇନରେ କରିବାକୁ ନିର୍ଦ୍ଦେଶ । ଏନେଇ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ । ଚିଠି ଲେଖି ନିର୍ଦ୍ଦେଶ ଜାରି କଲେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର…

ରାଜବୀର ପାଇଁ ଆଗକୁ ଆସିଲେ ସୋନୁ ସୁଦ୍: ସମସ୍ତେ ସହଯୋଗର ହାତ ବଢାନ୍ତୁ, ପିଲାଟି ବଞ୍ଚି ଯିବ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନ୍ୟୁରୋ ଜେନେଟିକ୍ ଏସଏମଏରେ ଆକ୍ରାନ୍ତ ହୋଇଥିବା କନ୍ଧମାଳର ୧୯ ମାସର ଶିଶୁ ରାଜବୀରକୁ ସହାୟତାର ହାତ ବଢାଇଛନ୍ତି ସୋନୁ ସୁଦ୍ । ରାଜବୀରର ଇଞ୍ଜେକ୍ସନ ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ…

ୟୁନେସ୍କୋ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କଲିକତା ଦୁର୍ଗାପୂଜା: ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଲେ ପ୍ରଧାନମନ୍ତ୍ରୀ

ୟୁନେସ୍କୋର ଅନନ୍ୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କଲିକତାର ଦୁର୍ଗାପୂଜା । ଏନେଇ ବୁଧବାର ଘୋଷଣା କରିଛି ୟୁନେସ୍କୋ । ୟୁନେସ୍କୋର ୧୬ତମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ କୁହାଯାଇଛି । ଏହି କାର୍ଯ୍ୟକ୍ରମ…

ରୋହିତ-କୋହଲି ବିବାଦରେ ଗାଙ୍ଗୁଲିଙ୍କ ସମ୍ପୃକ୍ତି: କିଏ ସତ କହୁଛନ୍ତି, ଅଧିନାୟକ ନା ସଭାପତି

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ପରିବର୍ତ୍ତନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ବିରାଟଙ୍କ ନେତୃତ୍ୱରେ ଖେଳୁ ନାହାନ୍ତି ରୋହିତ ଆଉ ହିଟମ୍ୟାନଙ୍କ ଅଧୀନରେ ଖେଳୁନାହାନ୍ତି ପୂର୍ବତନ ଅଧିନାୟକ ବିରାଟ…

ସାଢ଼େ ୫ରୁ ଖୋଲିବ ଶ୍ରୀମନ୍ଦିର, ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ରହିବ ବନ୍ଦ

ପୁରୀ: ଶ୍ରୀମନ୍ଦିର ପାଇଁ ସାନି ଗାଇଡଲାଇନ ଜାରି କଲା ମନ୍ଦିର ପ୍ରଶାସନ । ଆସନ୍ତାକାଲି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା । ଅଧିକ ଭିଡ଼ ଆଶଙ୍କାରେ ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ…

୪ ସୂତ୍ରୀ ନିର୍ବାଚନୀ ସଂସ୍କାର ପ୍ରକ୍ରିୟା: ନୂଆ ଭୋଟରଙ୍କୁ ମିଳିବ ୪ଟି ପଞ୍ଜୀକରଣ ସୁଯୋଗ, ଆଧାର ସହିତ ଲିଙ୍କ ହେବ ଭୋଟର ଆଇଡି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ବାଚନୀ ସଂସ୍କାର ସମ୍ପର୍କରେ ଘୋଷଣା କରାଯାଇଛି । କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିର୍ବାଚନୀ ସଂସ୍କାର ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ…

ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ହରିଜନ ସାହି ପଛ ପାଖରେ ଥିବା ପୋଖରୀରେ ଉକ୍ତ ଗ୍ରାମର ଜଣେ ବୃଦ୍ଧ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ କାମିନୀ ନାୟକ(୫୦) । ସେ ଗତ କାଲି ସନ୍ଧ୍ୟାରେ…