Browsing Category

Top Stories

ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ଚାଉଳ ସହିତ ମାଗଣାରେ ମିଳିବ ଏହି ସବୁ! ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ, ଯାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ରାସନ କାର୍ଡ ଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ରହିଛି ।…

ଭାରତର ପ୍ରଥମ ସମଲିଙ୍ଗୀ ଜଜ୍ ହେବେ ସୌରଭ କୃପାଲ, ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ବରିଷ୍ଠ ଓକିଲ ସୌରଭ୍ କୃପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଜଜ୍ କରିବାକୁ ସୁପାରିଶ କରିଛନ୍ତି । ଯଦି କଲେଜିୟମର ଏହି ସୁପାରିଶ ଅନୁମୋଦନ ହୁଏ, ତେବେ ସୌରଭ୍ କୃପାଲ ଭାରତର…

ଶବସତ୍କାର କରି ଫେରିବା ବାଟରେ କାର୍-ଟ୍ରକ୍ ମୁହାମୁହିଁ, ୬ ମୃତ

ନୂଆଦିଲ୍ଲୀ: ଶବ ସତ୍କାର କରି ଫେରିବା ପରେ ନିଜେ ଶବ ହୋଇଗଲେ । ବିହାରର ଜମୁଇରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଗୋଟିଏ କାର୍ କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।…

ଏଣିକି ଘରୋଇ ହସ୍ପିଟାଲରେ ଆଉ ହେବ ନାହିଁ କୋଭିଡ୍ ଟେଷ୍ଟ, ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ କରାଯିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଘରୋଇ ଲ୍ୟାବ୍ ସହ କରିଥିବା ଟେଷ୍ଟିଂ ଚୁକ୍ତିକୁ ନବୀକରଣ କରିନାହାନ୍ତି । ରାଜ୍ୟର ସମସ୍ତ…

ଏହି ଦେଶରେ ଗୋଟିଏ ଦିନରେ ରୋଜଗାର କରିପାରିବେ ୫୫ ହଜାର ଟଙ୍କା….

ନୂଆଦିଲ୍ଳୀ: ପ୍ରତ୍ୟେକ ଦେଶକୁ ଜିଡିପି ଅନୁଯାୟୀ ଏକ ଘଣ୍ଟା ଦରମା ଦିଆଯାଏ । ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଜାଣନ୍ତୁ ବିଶ୍ୱର କେଉଁ ଦେଶରେ ଆପଣ ପ୍ରତିଘଣ୍ଟା ପିଛା ଅଧିକ ଟଙ୍କା ରୋଜଗାର…

୫୦୦ ଟଙ୍କାରୁ କମ୍ ଦାମ୍ ମିଳୁଥିବା ଏହି ଗ୍ୟାଜେଟ୍ ସବୁ କରିଦେବ ଆପଣଙ୍କ ଜୀବନକୁ ଖୁବ୍ ସରଳ, ଜାଣନ୍ତୁ କଣ ସେସବୁ

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ତେଣୁ ଦୈନାନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଗ୍ୟାଜେଟ୍ କୁ ଆମେ ବ୍ୟବହାର କରିଥାଉ । ସ୍ମାର୍ଟଫୋନ୍ ବ୍ୟତୀତ ଭିନ୍ନ ଭିନ୍ନ ପ୍ରକାର ଗ୍ୟାଜେଟ୍ କାମରେ ଆସିଥାଏ ।…

ATS ଜବତ କଲା ୬୦୦ କୋଟିର ହେରୋଇନ୍: ପାକିସ୍ତାନରୁ ଭାରତକୁ ଆସିଥିବା ନେଇ ମିଳିଲା ସୂଚନା

ନୂଆଦିଲ୍ଲୀ: ଗୁଜରାଟ ଏଟିଏସ୍ ଦ୍ୱାରା ଏକ ବଡ଼ଧରଣର ହେରୋଇନ୍ ଚାଲାଣ ରାକେଟକୁ ଠାବ କରାଯାଇଛି । ରାତି ସମୟରେ ପାକିସ୍ତାନରୁ ଏତେ ପରିମାଣର ହେରୋଇନ୍ ସମୁଦ୍ର ପଥ ଦେଇ ଭାରତକୁ ଆସୁଥିଲା । ଏହି ଚାଲାଣ ନେଇ ପୂର୍ବରୁ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରୁ ମିଳିଲା ୫ କୋଟି ଟଙ୍କାର ୨ଟି ଘଣ୍ଟା, ଏୟାରପୋର୍ଟରେ ହେଲା ଜବତ

ମୁମ୍ବାଇ: ଟି୨୦ ବିଶ୍ୱକପ୍ ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ବାହାର କରିଦିଆଯାଇଛି । ଦଳରୁ ବାହାରିବା ପରେ ଏହି ଅଲରାଉଣ୍ଡର୍ ଅଡ଼ୁଆରେ ପଡ଼ିଛନ୍ତି । ଏବେ ସେ ଆଉ ଏକ…

ରାଶିଫଳ(ମଙ୍ଗଳବାର,୧୬ ନଭେମ୍ବର,୨୦୨୧)

ମେଷ - କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ବିଭିନ୍ନ ପ୍ରକାର ଚିନ୍ତାକରି ମନ ଅସ୍ଥିର ରହିବ, ଦିନଭରି ମା ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ, ପିଲାମାନଙ୍କର ଭବିଷ୍ୟତର ପାଠପଢା ଏବଂ…

କୋହଲିଙ୍କୁ ବିରୋଧ କଲା LGBTQ ସମୁଦାୟ ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିଛି ଏଲଜିବିଟିକ୍ୟୁ ସମୁଦାୟ । ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ଏଲଜିବିଟିକ୍ୟୁ ସମୁଦାୟର ପ୍ରବେଶ ଉପରେ ଜାରି କରାଯାଇଥିବା କଟକଣାକୁ ନେଇ ଅନଲାଇନ…