Browsing Category

Top Stories

ଓମଫେଡ୍ ହେଲା ଅତ୍ୟାବଶ୍ୟକ ସେବା ଆଇନ ପରିସରଭୁକ୍ତ

ଭୁବନେଶ୍ୱର: ଓମଫେଡ୍ ହେଲା ଅତ୍ୟାବଶ୍ୟକ ସେବା ଆଇନ ପରିସରଭୁକ୍ତ । ଏବେ କୌଣସି ଓମଫେଡ୍ କର୍ମଚାରୀ କରିପାରିବେନି ଆନ୍ଦୋଳନ । ଓମଫେଡ୍ ର ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ କରିପାରିବେନି ଆନ୍ଦୋଳନ । ଦୁଗ୍ଧ ସଂଗ୍ରହଠାରୁ…

‘ଖେଳ ପୂର୍ବରୁ ସେକ୍ସ କଲେ ଶକ୍ତି ମିଳେ’, ଏମିତି କହିଲେ ରୁଷୀୟ ସନ୍ତରଣକାରୀ

ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱ ସନ୍ତରଣ ଜଗତର ଅନ୍ୟତମ ଚର୍ଚ୍ଚିତ ନାମ ଆଲ୍ଲା ଶିଶ୍କିନା । ସଦ୍ୟ ସମାପ୍ତ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ରେକର୍ଡ ସୃଷ୍ଟି କରିଛନ୍ତି । ତିନିଟି ଅଲିମ୍ପିକ୍ରେ…

‘ତୁମେ ଜଣେ ମହିଳା, ଘରକୁ ଯାଅ’: ତାଲିବାନୀ ଶାସନରେ ମହିଳାଙ୍କ ପ୍ରତି ବ୍ୟବହାର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଏହା ପରେ ବଦଳିବାରେ ଲାଗିଛି ଆଫଗାନିସ୍ତାନର ପରିସ୍ଥିତି । ଗୋଟିଏ ପଟେ ତାଲିବାନ ମହିଳାଙ୍କୁ ସମ୍ମାନ ଦେବାକୁ କହୁଥବାବେଳେ, ଅନ୍ୟ ପଟେ ଏହାର ଓଲଟା କଥା…

ତାଲିବାନୀ ମାନସିକତାର ଝଲକ ଥିଲା କେରଳ ମୋପଲା ବିଦ୍ରୋହ, RSS ନେତା କହିଲେ ଏମିତି

ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ପ୍ରତି ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ରାଜ୍ । ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ସରଗରମ । ତେବେ କେରଳରେ ମଧ୍ୟ ତାଲିବାନୀ ମାନସିକତାର ଝଲକ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ଆରଏସଏସ୍…

ଆତଙ୍କବାଦ ସହ ସାଲିସ୍ ଉଚିତ ନୁହେଁ- କେନ୍ଦ୍ରମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ‘ଆତଙ୍କବାଦ କାରଣରୁ ବିଶ୍ୱ ଶାନ୍ତି ଓ ସୁରକ୍ଷା ବିପଦର ସମ୍ମୁଖୀନ’ ଶୀର୍ଷକ ଉପରେ ବୈଠକରେ ଆଲୋଚନା । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.…

ଏହି ୭ ଆତଙ୍କୀ ହାତରେ ଆଫଗାନିସ୍ତାନ ଭାର, ଜାଣନ୍ତୁ ତାଲିବାନୀଙ୍କୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ତାଲିବାନୀ ଆତଙ୍କୀ ଅକ୍ତିଆର କରିନେଇଛନ୍ତି ଆଫଗାନକୁ । ସ୍ଥିତି ଏମିତି ହେଲା ଦେଶ ଛାଡ଼ି ପଳାୟନ କଲେ ରାଷ୍ଟ୍ରପତି ଅଶ୍ରଫ ଘନି । କାର୍ଯ୍ୟନିର୍ବାହୀ ରାଷ୍ଟ୍ରାଧ୍ୟକ୍ଷ ଭାବେ ଅମୁରୁଲ୍ଲା ସଲେହ…

ଗୁଜରାଟ ଜାମନଗରରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଗାନ୍ଧୀନଗର: ଗୁଜରାଟ ଜାମନଗରରେ ଗୁରୁବାର ସନ୍ଧ୍ୟାରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ । ଭୂମିକମ୍ପ ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲିଆସିଥିଲେ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଜାତୀୟ…

ବାଇଡେନ୍ ନେବେ ଥାର୍ଡ ଡୋଜ, ଟିକାକୁ ନେଇ ଏମିତି କହିଲେ

ନୂଆଦିଲ୍ଲୀ: କୋଭିଡ-୧୯ର ପ୍ରକୋପ ଏବେବି ସମଗ୍ର ବିଶ୍ୱରୁ ଶେଷ ହୋଇନାହିଁ । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ କରୋନା ବିରୋଧରେ ଲଢ଼ିବା ପାଇଁ ଭାକ୍ସିନର ତୃତୀୟ ଡୋଜ ନେବେ । ଆମେରିକା…

୧୧,୦୦୬ ନର୍ସିଂ ଅଫିସର ପଦବୀ ସୃଷ୍ଟି, ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ଉଦ୍ୟମ କରାଯାଉଛି । ଏହି ପରିପ୍ରେକ୍ଷୀରେ ୧୧,୦୦୬ଟି ନୂଆ ନର୍ସିଂ…

ପରୀ ମାମଲାର ଚାର୍ଜଫ୍ରେମ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟା ମାମଲା । ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍ । ଦଫା ୩୦୨, ୩୭୬ କ ଏବଂ ଖ, ୩୬୩, ୩୬୪, ୨୦୧ ଦଫାରେ ଚାର୍ଜଫ୍ରେମ୍ । ୬ ପକ୍ସୋ ଆକ୍ଟରେ ମଧ୍ୟ…