
Browsing Category
Top Stories
କେରଳ ପରେ ୟୁପିରେ ଜିକା ଭାଇରସ ଚିହ୍ନଟ, ଜାଣନ୍ତୁ କେତେ କ୍ଷତିକାରକ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ କ୍ଷତିକାରକ ଭାଇରସ୍ ଚିନ୍ତା ବଢ଼ାଇଲାଣି । କେରଳ ପରେ ଏବେ ଉତ୍ତରପ୍ରଦେଶ ବି ଜିକା ଭାଇରସର ମାମଲା ସାମ୍ନାକୁ ଆସିବାରେ ଲାଗିଛି ।…
ୱାଙ୍ଖେଡେଙ୍କ ଜାତିକୁ ନେଇ ନୱାବ ମଲିକଙ୍କ ପ୍ରଶ୍ନ; ପ୍ରେସମିଟରେ ଉତ୍ତର ରଖିଲେ NCB ଡିରେକ୍ଟର
ନୂଆଦିଲ୍ଳୀ: ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନ ଖାନ ଗିରଫଦାରୀକୁ ନେଇ ୱାଙ୍ଖେଡେଙ୍କୁ ନିୟମିତ ଆକ୍ରମଣ କରିବାରେ ଲାଗିଛନ୍ତି ଏନସିପି ମନ୍ତ୍ରୀ ନୱାବ ମଲିକ୍…
ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ସବୁ ଜିଲ୍ଲାପାଳଙ୍କୁ ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ଆଗେଇଛନ୍ତି ସରକାର । ୱାର୍ଡ ପୁନର୍ଗଠନ, ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାମାନମାନଙ୍କୁ ଚିଠି…
ପାକିସ୍ତାନୀଙ୍କ ଗାଲରେ ଚାପୁଡ଼ା SQUID GAME; ଏମିତି Tweet କଲେ ପ୍ରଶଂସକ
ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ୱେବ ସିରିଜ୍ ସ୍କ୍ୱିଡ ଗେମକୁ ନେଇ ପାକିସ୍ତାନରେ ବଢୁଛି ଅସନ୍ତୋଷ । ସମଗ୍ର ବିଶ୍ୱରେ ଏହି ସିରିଜକୁ ବେଶ ପସନ୍ଦ କରାଯାଇଥିବା ବେଳେ ପାକିସ୍ତାନରେ ଏହାକୁ ଦୃଢ ବିରୋଧ…
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ କର ବା ମର ପରସ୍ଥିତି: ହାରିଲେ ସେମିରୁ ବିଦା, ପାକିସ୍ତାନ ବିଗାଡ଼ିଦେଲା ସବୁ ଅଙ୍କ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ଟିମ୍ ଇଣ୍ଡିଆ ଲଜ୍ଜାଜନକ ଭାବେ ୧୦ ୱିକେଟରେ ପରାଜୟ ବରଣ କରିଛି । ଏହି ବିଜୟ ପରେ…
୧୩ ବର୍ଷ ସାନ ଅଟୋ ଡ୍ରାଇଭରକୁ ଭଲପାଇ ବସିଲେ କୋଟିପତିଙ୍କ ପତ୍ନୀ, ଘରୁ ୪୭ ଲକ୍ଷ ନେଇ ଛୁ’
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ କୋଟିପତିଙ୍କ ପତ୍ନୀ ନିଜଠାରୁ ୧୩ ବର୍ଷ ସାନ ଅଟୋ ରିକ୍ସା ଡ୍ରାଇଭର ସହିତ ଫେରାର୍ ମାରିଛନ୍ତି । ଅଭିଯୋଗ ହୋଇଛି କି, ମହିଳା…
ଶୀତଦିନେ ଅଧିକ ଗରମ ପାଣିର ବ୍ୟବହାର କରୁଛନ୍ତି କି, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ
ଶୀତଦିନେ ଗରମ ପାଣି ପିଇବା ବା ଗାଧୋଇବା ଅଭ୍ୟାସ ଅଧିକାଂଶ ଲୋକଙ୍କର ରହିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇବା ଅନୁଚିତ । ଏହି ଅଭ୍ୟାସ ଶାରୀରିକ ଓ ମାନସିକ…
ଓଡ଼ିଶା ସମେତ ଏହି ରାଜ୍ୟରେ ESIC ପକ୍ଷରୁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ନୂଆ ଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ ESIC ପକ୍ଷରୁ ହିମାଚଳ ପ୍ରଦେଶ, ଓଡ଼ିଶା, ଆସାମ ଓ ତାମିଲନାଡୁରେ ୪୭ ଜଣ ବିଶେଷଜ୍ଞ ଗ୍ରେଡ୍ ୨ (ଜୁନିୟର ସ୍କେଲ୍ ଓ…
କାର୍ଲିଫର୍ଣ୍ଣିୟାରେ “Bomb Cyclone”, ଆକାଶରୁ ବହୁଛି ଭୟଙ୍କର ‘ବାୟୁମଣ୍ଡଳୀୟ ନଦୀ’
ନୂଆଦିଲ୍ଲୀ: କାର୍ଲିଫର୍ଣ୍ଣିଆରେ ବର୍ତ୍ତମାନ ବମ୍ବ ସାଇକ୍ଲୋନ୍ ଜାରି ରହିଛି । ଏହି ସାଇକ୍ଲୋନ୍ କାରଣରୁ କାର୍ଲିଫର୍ଣ୍ଣିୟା ଓ ତାର ଆଖପାଖ ଅଞ୍ଚଳର ଆକାଶରୁ ଭୟଙ୍କର ବାୟୁମଣ୍ଡଳୀୟ ନଦୀ ବହୁଥିବା ଦେଖିବାକୁ ମିଳିଛି ।…
ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଉଠାଇନେଲେ ସେନା, ଏପରି ରହିଛି କାରଣ
ଖାରତୁମ: ଉତ୍ତର ଆଫ୍ରିକୀୟ ଦେଶ ସୁଡ଼ାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଛି । ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଲୋକଙ୍କ ରାଗ ବଢ଼ିବାରେ ଲାଗିଛି ଓ ସେମାନେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଲୋକମାନେ…