Browsing Category
Top Stories
ଲାଗିରହିଛି କରୋନା ଭୟ: ଆଜି ବି ନେଲା ୬୬ ଜୀବନ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
ସମୁଦ୍ର ଭିତରେ ହେଲା ବାହାଘର: ବୋଟରେ ବନ୍ଧୁମାନଙ୍କ ସହ କୁକୁର ବି ସାମିଲ, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଆଜିକାଲି ବାହାଘରରେ ବି ଅଜବ-ଗଜବ ରେକର୍ଡ କରିବାରେ ଲୋକେ ଲାଗିପଡିଛନ୍ତି । ଲୋକପ୍ରିୟତା ହାସଲ କରିବାକୁ ବର-କନ୍ୟା ନିଜର ବାହାଘର ଓ ଲୁକ୍ ସହିତ ଅନେକ ଏକ୍ସପେରିମେଣ୍ଟ କରୁଥିବାର ନଜର ଆସୁଛନ୍ତି । ନିକଟରେ…
ଆଜି ବି ସଂକ୍ରମଣ ହଜାରେ ଉପରେ: ରାଜ୍ୟରେ ୧୧୩୨ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…
ଦିନ ୧ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପ୍ରକାଶ ପାଇବାକୁ ଯାଉଛି +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଦିନ ଗୋଟାଏରେ ରେଜଲ୍ଟ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।…
ନିଘୋଡ଼ ନିଦରେ ଶୋଇଥିଲେ ମହିଳା, ହଠାତ୍ ଆକାଶରୁ ଛାତ ଭାଙ୍ଗି ଖସିଲା ଏକ ଉତ୍ତପ୍ତ ଉଲକା ପିଣ୍ଡ: କ’ଣ ଘଟିଲା ବୋଲି ପତି କିଛି ବୁଝିପାରିଲେନି
ନୂଆଦିଲ୍ଲୀ: ବେଳେବେଳେ ସାଧାରଣ ଦୁର୍ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ଭୟାନକ ଦୁର୍ଘଟଣାରେ ମଧ୍ୟ ଅନେକଙ୍କର କୌଣସି କ୍ଷତି ଘଟିନଥାଏ । ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଥିଲା । ଆମେରିକାରେ ଜଣେ…
ମୋଟାପଣକୁ ହ୍ରାସ କରିବାକୁ ଚାହୁଁଥିଲେ ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ
ଆଜିକାଲିର ଲୋକମାନେ ଯେଭଳି ଲାଇଫଷ୍ଟାଇଲରେ ଆଗେଇ ଚାଲିଛନ୍ତି, ଏଥିରେ ସେ ପ୍ରତିଦିନ ମୋଟାପଣ ଆଡକୁ ଯାଉଛନ୍ତି । ଭାରତରେ ପିଲାଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହୋଇଛନ୍ତି । ଏଭଳି ପରିସ୍ଥିତିରେ…
ମାୟାନଗରୀରେ ପ୍ରବେଶ ପାଇଁ ଟିକାର ଉଭୟ ଡୋଜ୍ ନେବା ଆବଶ୍ୟକ, ନହେଲେ..
ମୁମ୍ବାଇ : ମହାରାଷ୍ଟ୍ରରେ ଶନିବାରଠାରୁ କରୋନା ଭାଇରସର ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ଦେଖି ଅନେକ ନିୟମ ପ୍ରସ୍ତୁତ କରିଛନ୍ତି । ଏହାରି ମଧ୍ୟରେ ମହାନଗରୀରେ…
ସବୁଠୁ ବଡ଼ ତିରଙ୍ଗା ପତାକା ଉଡ଼ିବ ଆମେରିକାରେ, ପୂରା କଥା ଜାଣନ୍ତୁ
ଓଡ଼ିଶା ଭାସ୍କର ବ୍ୟୁରୋ: ଯୁକ୍ତରାଷ୍ଟ୍ରରେ ଉଡ଼ିବ ଭାରତୀୟ ଜାତୀୟ ପତାକା । ତେବେ ଉକ୍ତ ତିରଙ୍ଗା ପତାକା ସବୁଠୁ ବଡ଼ । ଅଗଷ୍ଟ ୧୫ ତଥା ଭାରତର ସ୍ୱାଧୀନତା ଦିବସକୁ ଆମେରିକାରେ ବଡ଼ ଧୁମଧାମରେ ପାଳନ କରାଯିବ। ଆମେରିକାରେ…
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଏନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ‘ଓଡ଼ିଶା ରେଜଲ୍ଟସ ଡଟ୍ ଏନ୍ଆଇସି ଡଟ୍…
ଏକାସାଙ୍ଗରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ଅସୁବିଧା
ଆଜିର ଆଧୁନିକ ସମୟରେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ବିଷୟରେ ଅନେକ କଥା କୁହାଯାଏ, କିନ୍ତୁ ଆୟୁର୍ବେଦର ନିୟମକୁ ଗ୍ରହଣ କରାଯାଏ ନାହିଁ । ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ତେବେ ଆପଣଙ୍କୁ ସନ୍ତୁଳିତ…