Browsing Category
Top Stories
ଏହି ସରକାରୀ ବ୍ୟାଙ୍କରେ ରହିଛି କି ଆକାଉଣ୍ଟ, ୧ ଅକ୍ଟୋବରରୁ ବଦଳିଯିବ ଏହି ନିୟମ
ନୂଆଦିଲ୍ଲୀ: କ’ଣ ଆପଣ ସରକାରୀ ବ୍ୟାଙ୍କରେ ଖାତା ଖୋଲିଛନ୍ତି କି? ଯଦି ହଁ ତେବେ ଏହା ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର ଅଟେ । କିଛି ମାସ ପୂର୍ବେ କେନ୍ଦ୍ର ସରକାର ଇଣ୍ଡିଆନ ବ୍ୟାଙ୍କ ଏବଂ ଆହ୍ଲାବାଦ ବ୍ୟାଙ୍କର…
ପ୍ରିୟା ପାଇଁ ପାଣିଟାଙ୍କିରେ ଚଢିଲା ପାଗଳ ପ୍ରେମିକ; ହେଲେ ଡରିଲା କାହିଁକି……
ଭବାନୀପାଟଣା (ଓଡ଼ିଶା ଭାସ୍କର): ପ୍ରେମ ପାଇଁ ମଣିଷ ପାଗଳାମୀର ସବୁ ସୀମା ପାର କରିଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣାରେ । ପ୍ରେମିକ ଜଣକ ଏକ ପାଣି ଟାଙ୍କି ଉପର ଚଢି ଯାଇଥିଲା…
ଚାକିରି କେଳେଙ୍କାରୀ, ପୁଣି ଜଣେ ଯୁବତୀଙ୍କ ସାଂଘାତିକ ଅଭିଯୋଗ
ଓଡ଼ିଶା ଭାସ୍କର ବ୍ୟୁରୋ: OSSC କେଳେଙ୍କାରୀରୁ ଧୀରେ ଧୀରେ ଗୁମର ଖୋଲୁଛି । ତେବେ ସରକାରୀ ବାବୁଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତା ଉପରେ ପ୍ରଶ୍ନର ପାହାଡ଼ ଠିଆ ହେବାରେ ଲାଗିଛି । ଦିନକୁ ଦିନ ବିଭିନ୍ନ ସରକାରୀ ବିଭାଗରେ କାମ…
ଏକାସାଥୀରେ ଜନ୍ମ ନେଇଥିଲେ ୪ ଶିଶୁ; ଆଖି ବୁଜିଲେଣି ୩, ଜଣେ AIIMSରେ ସ୍ଥାନାନ୍ତର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏସସିବିରେ ଏକାସାଙ୍ଗରେ ଜନ୍ମ ନେଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କର ପରଲୋକ ଘଟିଥିବା ବେଳେ ଆଜି ବାକି ଜଣକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଭିନେତା ସବ୍ୟସାଚୀଙ୍କ ପ୍ରଚେଷ୍ଟାରେ…
ଖୋଲିବ ଶ୍ରୀମନ୍ଦିର; ଜାରି ହେଲା ଏସଓପି
ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଭକ୍ତଙ୍କ ପାଇଁ ଆସନ୍ତା ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତ ପରିବାର କରିବେ ଦର୍ଶନ । ଭୋଟର ଓ ଆଧାର କାର୍ଡ ଦେଖାଇ ସେବାୟତ…
ରାଜ୍ୟସଭାରେ ପାସ ହେଲା OBC ସଂରକ୍ଷଣ ବିଲ୍; ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ପାରିତ ହୋଇଯାଇଛି ଓବିସି ସଂରକ୍ଷଣ ବିଲ୍ । ମଙ୍ଗଳବାର ଲୋକସଭାରେ ଏହି ବିଲଟି ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଆଜି ଏହି ବିଲଟି ପାରିତ ହୋଇଯାଇଛି । ସମ୍ବିଧାନର ୧୨୭ ତମ ସଂଶୋଧନ…
କରୋନାକୁ ମାତ୍ ଦେବ ନାଜାଲ ଭାକ୍ସିନ!
ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ କରୋନା ମହାମାରୀକୁ ଶେଷ କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଏହାରି ମଧ୍ୟରେ ଲଣ୍ଡନର ବୈଜ୍ଞାନିକମାନେ କହିଛନ୍ତି ଯେ, ନାକରେ ନିଆଯାଉଥିବା କୋଭିଡ-୧୯ ଟିକା ସଂକ୍ରମଣକୁ…
କପାଳରେ ଥାଏ ଭାଗ୍ୟରେଖା, ଜାଣନ୍ତୁ କେତେ ଲକି ଆପଣ
ଓଡ଼ିଶା ଭାସ୍କର ବ୍ୟୁରୋ: କଥାରେ ଅଛି କପାଳ ଲିଖନ କେ କରିବା ଆନ? ଅର୍ଥାତ୍ ଯାହା ପୂର୍ବ ନିର୍ଦ୍ଧାରିତ ତାହା ଘଟିବ ହିଁ ଘଟିବ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଠିକ୍ ସେହିପରି ଆମର ରାଶି, ଜନ୍ମ ତାରିଖ, ନକ୍ଷତ୍ର ଭଳି…
ମୋଦୀଙ୍କୁ ଭେଟିଲେ ରିପୋର୍ଟ କାର୍ଡ ଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା…
ଭାରତରେ ୧୬୦୦ କୋଟି ନିବେଶ କରିବ PWC; ୧୦ ହଜାର ଲୋକଙ୍କୁ ମିଳିବ ଚାକିରି
ନୂଆଦିଲ୍ଲୀ: ବିଶ୍ୱରେ ପ୍ରସିଦ୍ଧି ହାସଲ କରିଥିବା କନସଲ୍ଟନ୍ସି ଫାର୍ମ ପ୍ରାଇସ ୱାଟରହାଉସ୍ କୁପରସ (ପିଡବ୍ଲ୍ୟୁସି) ଭାରତରେ ୧୬୦୦ କୋଟି ନିବେଶ କରିବ । ଆସନ୍ତା ୫ ବର୍ଷ ମଧ୍ୟରେ ପିଡବ୍ଲ୍ୟୁସି ଭାରତରେ ଏହି ଅର୍ଥ ନିବେଶ…