Browsing Category
Top Stories
କର୍ତ୍ତବ୍ୟ ଆଗରେ ନିରବି ଗଲେ ଯୋଦ୍ଧା, ତିରଙ୍ଗାରେ ଫେରିଲା ପାର୍ଥିବ ଶରୀର
ଓଡ଼ିଶା ଭାସ୍କର ବ୍ୟୁରୋ: ସେ କହିଥିଲେ ଜାନୁଆରୀରେ ଛୁଟିରେ ଆସିବେ । ହେଲେ ସେ ମୋତେ ଠକିଦେଲେ... ଫେରିଲେ କିନ୍ତୁ କିଛି କହୁନଥିଲେ । ଅନବରତ ଲୁହ ଝରାଉଥିବା ଜଣେ ଯୋଦ୍ଧାଙ୍କ ବଳିଦାନ ପରେ ତାଙ୍କ ସ୍ତ୍ରୀ ଦେଇଛନ୍ତି…
ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ
ଟୋକିଓ ଅଲିମ୍ପିକ୍ସ ୨୦୨୦ ର ୧୫ ତମ ଦିନ ଭାରତ ପାଇଁ ଏକ ଐତିହାସିକ ଦିନ । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ନୀରଜ ଆଥଲେଟିକ୍ସରେ ୧୦୦ ବର୍ଷର ଇତିହାସକୁ ମଧ୍ୟ…
ବିଦ୍ୟୁତ ଆଘାତରେ ଟଳିପଡିଲେ ଚାଷୀ: ୨ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖି ଗ୍ରାମବାସୀଙ୍କ ବିକ୍ଷୋଭ
ବିଦ୍ୟୁତ ବିଭାଗର ବେପରୁଆ ନିତି ପାଇଁ ଟଳି ପଡିଲେ ଚାଷୀ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କଷବାଜୟପୁର ଗ୍ରାମର ଗଣେଷ ଜେନା ବିଲକୁ ଯାଇଥିବାବେଳେ ବିଦ୍ୟୁତ ଆଘାତରେ ଚାଲିଯାଇଛି ତାଙ୍କର ଜୀବନ । ବିଲରେ ଧାନ ଚାଷ…
Hondaର ନୂଆ ଇଲେକ୍ଟ୍ରିକ ସ୍କୁଟର U-GO, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ
ନୂଆଦିଲ୍ଲୀ: ହୋଣ୍ଡା ମୋଟର୍ସ ଇଣ୍ଡିଆ ଏହାର ସୁଲଭ ଇଲେକ୍ଟ୍ରିକ ସ୍କୁଟର U-GO ଲଞ୍ଚ କରିଛି । କମ୍ପାନୀ ଏହି ଇଲେକ୍ଟ୍ରିକ ସ୍କୁଟରକୁ chinese arm wuyang ପ୍ଲାଟଫର୍ମ ଦ୍ୱାରା ବିକଶିତ କରିଛି । କମ୍ପାନୀ ଏହି ସ୍କୁଟରର…
ଇତିହାସ ରଚିଲେ ନୀରଜ: ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଛନ୍ତି ଭାରତୀୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନିଜର ଦ୍ୱିତୀୟ ପ୍ରୟାସରେ ନୀରଜ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫୋପାଡିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ…
ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ; ଲେଖିଲେ ଏମିତି
ନୂଆଦିଲ୍ଲୀ: ପଦାର୍ପଣରେ ଅଲିମ୍ପିକ୍ସ ପଦକ ହାସଲ କରିବାର ସଫଳତା ହାସଲ କରିଥିବା ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୫ କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ମୁକାବିଲାରେ…
‘ମୋ ବରକୁ ଉଠାଇନେଲେ ପରିବାର ଲୋକ’; ମଙ୍ଗୁଳା ହୋଇ ରହିଗଲା କନ୍ୟା
ପୁରୀ(ଓଡ଼ିଶା ଭାସ୍କର): ପ୍ରେମ କରି ଅନ୍ଧାରକୁ ଚାଲିଗଲା ପ୍ରେମିକାର ଭବିଷ୍ୟତ । ବିବାହ ବେଦୀରୁ ପ୍ରେମିକାକୁ ମଙ୍ଗୁଳା କନ୍ୟା ଅବସ୍ଥାରେ ଛାଡ଼ି ଚାଲିଗଲା ପ୍ରେମିକ । ଶେଷରେ ଆଇନର ଆଶ୍ରୟ ନେଇଛନ୍ତି ଅସହାୟ ପ୍ରେମିକା ।…
ଅଲିମ୍ପିକ୍ସରେ ରଚିଥିଲେ ଇତିହାସ: ପରାଜୟ ପରେ ଜାତିଆଣ ଆକ୍ଷେପ;ନିନ୍ଦା କଲେ ଅଧିନାୟିକା
ନୂଆଦିଲ୍ଳୀ: ପ୍ରଥମ ମହିଳା ଖେଳାଳି ଭାବରେ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ମହିଳା ଷ୍ଟ୍ରାଇକର ବନ୍ଦନା କଟାରିଆଙ୍କ ପରିବାରକୁ ଜାତିଆଣ ଆକ୍ଷେପକୁ ସମାଲୋଚନା କରିଛନ୍ତି ଅଧିନାୟିକା ରାଣୀ ରାମପାଲ ।…
ବଜରଙ୍ଗଙ୍କୁ ବ୍ରୋଞ୍ଜ: ଦେଶ ପାଇଁ ଜିତିଲେ ଷଷ୍ଠ ପଦକ
ନୂଆଦିଲ୍ଲୀ: ଭାରତ ପାଇଁ ଷଷ୍ଠ ପଦକ ବିଜୟରେ ସକ୍ଷମ ହୋଇଛନ୍ତି ବଜରଙ୍ଗ ପୁନିଆ । ଶନିବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିବା ସହିତ ବଜରଙ୍ଗ ଦେଶପାଇଁ…
ଆକାଶରୁ ପଡ଼ିଲା ବଜ୍ର, ୩ ମହିଳା ଟଳି ପଡ଼ିଲେ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଆକାଶରୁ ପଡ଼ିଲା ବଜ୍ର । ଏହି ବ୍ରଜରାଘାତରେ ୩ ମହିଳା ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଜଳେଶ୍ୱର ବ୍ଲକ ବରଢିଆ ପଞ୍ଚାୟତର ପୂର୍ଣ୍ଣିମା ସିଂ, ବସ୍ତା ବ୍ଲକ୍…