Browsing Category

Top Stories

ଶିଖା ପାଣ୍ଡେଙ୍କ “Ball of The Century” ; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ବଲ୍ ଅଫ୍ ଦ ସେଞ୍ଚୁରୀ ସମସ୍ତ କ୍ରିକେଟ ପ୍ରେମୀଙ୍କର ନିଶ୍ଚୟ ମନେଥିବ । ଅଷ୍ଟ୍ରେଲିୟ ସ୍ପିନ କିମ୍ବଦନ୍ତୀ ସେନ ୱାର୍ଣ୍ଣେ ଇଂଲଣ୍ଡର ମାଇକ ଗ୍ୟାଟିଂଙ୍କୁ ଏହି ବଲ ପକାଇଥିଲେ । ବଲଟି ପ୍ରାୟ ଏକ ଫୁଟ ଟର୍ଣ୍ଣ…

ଆମେରିକାର ହୱାଇରେ ଦୁଇ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଆମେରିକାର ହୱାଇରେ ରବିବାର ଗୋଟିଏ ପରେ ଗୋଟିଏ ଭୂମିକମ୍ପ ହୱାଇର ଲୋକଙ୍କୁ ଭୟଭୀତ କରିଛି । ହୱାଇର ବିଗ୍ ଆଇଲାଣ୍ଡରେ ଭୂମିକମ୍ପର ଦୁଇଟି ଝଟକା ଅନୁଭୂତ ହୋଇଛି । କୁହାଯାଉଛି ଭୂମିକମ୍ପର ଦୁଇଟିଯାକ ଝଟକାର…

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ନୋବେଲ କମିଟି ପକ୍ଷରୁ ୨୦୨୧ ପାଇଁ ଅର୍ଥନୀତି ପୁରସ୍କାର ଘୋଷଣା କରାଯାଇଛି । ଅର୍ଥନୀତି ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଜୋସୁଆ ଡି. ଆଙ୍ଗିଷ୍ଟ ଓ ଗାଇଡୋ ଡବ୍ଲୁ. ଇମ୍ବେନ୍ସଙ୍କୁ…

ମୋ ପୁଅକୁ ତା ସାଙ୍ଗ ମାନେ ହତ୍ୟା କରିଛନ୍ତି: ୟୁଟ୍ୟୁବ୍ ଭିଡିଓରେ ଅଭିଯୋଗ ଆଣିଲେ ନବୀନ ଦାସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ଖୁଲାସା କରିଛନ୍ତି ନିଜେ ନବୀନ ଦାସ । ନିର୍ଭୟ ଚ୍ୟାନେଲରେ ଏକ ୟୁଟ୍ୟୁବ ଭିଡିଓ ଜରିଆରେ ଏହି ଖୁଲାସା…

ହବିଷିଆଳିଙ୍କୁ ପୁରୀ ମନା, ଜାଣନ୍ତୁ କାହିଁକି

ପୁରୀ(ଓଡ଼ିଶା ଭାସ୍କର): କୋଭିଡ ଦୃଷ୍ଟିରୁ କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ମନା ହୋଇଛି । ହବିଷିଆଳିଙ୍କୁ ପୁରୀ ମନା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ରବିବାର ସହିତ ନଭେମ୍ବର ୪,୧୬ ଓ ୧୯…

ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ୫୦% ବଢ଼ିଲା ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବାକୁ ନିଷ୍ପତ୍ତି ନିଆଯାଇଛି ।…

OAS ପାଇଲେ ନୂଆପଡ଼ାର ରୋହିତ ଓ ଆର୍ତତ୍ରାଣ, ଦଳିତ ହୋଇ ମଧ୍ୟ ନିଜ ପରିଶ୍ରମ ବଳରେ…

ନୂଆପଡ଼ା(ଓଡ଼ିଶା ଭାସ୍କର): ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନୂଆପଡ଼ା ଜିଲ୍ଲାର ୨ ଯୁବକ । ଖରିଆର ରୋଡ ସହର ଏଲଡି ପଡ଼ାର ରୋହିତ ବାଗ ୩୨ ନମ୍ବର ରଖି ପାସ୍ କରିଥିବା ବେଳେ ୮୩ ନମ୍ବର ରାଙ୍କରେ ରହିଛନ୍ତି ଖଡ଼ିଆଳର…

୧୩ରେ ଲଘୁଚାପ, ୧୫ରେ ଓଡ଼ିଶା ଉପକୂଳ ଛୁଇଁବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୩ରେ ସୃଷ୍ଟି ହେବ । ଏଥିସହ ଲଘୁଚାପ ୧୫ରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୩ ସୁଦ୍ଧା…

TCS ଦେବ ୭୮ ହଜାର ଫ୍ରେଶର୍ସଙ୍କୁ ଚାକିରି କରିବାର ସୁଯୋଗ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଆଇଟି ସର୍ଭିସ୍ ଫାର୍ମ ଟିସିଏସ୍ ଫ୍ରେଶର୍ସଙ୍କ ସ୍ୱପ୍ନ କରିବାକୁ ଯାଉଛି । କମ୍ପାନୀ ଆର୍ଥିକ ବର୍ଷ ୨୦୨୨ରେ ୭୮ ହଜାର ଫ୍ରେଶର୍ସଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖିଛି । ପୂର୍ବରୁ କମ୍ପାନୀ ୪୦…

କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ

କାଶ୍ମୀର: ଜାମ୍ମୁ-କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ସଂଘର୍ଷରେ ୫ ଯବାନ ସହିଦ ହୋଇଛି । ରଜୌରି ସେକ୍ଟର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ ବିରୋଧ ଅଭିଯାନ…