Browsing Category
Top Stories
୧୨ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର !
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କାଲିର ଘୂର୍ଣ୍ଣିବଳୟ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ…
ଭ୍ୟାକ୍ସିନ୍ ସାର୍ଟିଫିକେଟକୁ ନେଇ କ’ଣ ପାଇଁ ଚର୍ଚ୍ଚା ଜାରି ରହିଛି, ଜାଣନ୍ତୁ କିପରି ଜାଣିବେ ଏହା ଅସଲି ନା ନକଲି
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କରୋନା ଭାଇରସ୍ ଭ୍ୟାକ୍ସିନ ଓ ସାର୍ଟିଫିକେଟକୁ ନେଇ ଚର୍ଚ୍ଚା ଜାରି ରହିଛି । ପୂର୍ବରୁ କୋଭିସିଲ୍ଡ ଟିକା ଲଗାଇ ସାରିଥିବା ଭାରତୀୟଙ୍କୁ ଭ୍ୟାକ୍ସିନେଟେଡ ମାନିବାକୁ ବ୍ରିଟେନ ଅଗ୍ରାହ୍ୟ…
ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍, ଜାଣନ୍ତୁ କାହିଁକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରାଯାଇଛି । କୋଭିଡ ସ୍ରଂକମଣ ଯୋଗୁଁ ସିଲ୍ ହୋଇଥିବା ସୂଚନା ମିଳିଛି । କୋଭିଡ ପଜିଟିଭ୍ ଚିହ୍ନଟ ହେବାରୁ ୨୬ ତାରିଖ ଯାଏଁ ଏହାକୁ…
‘ଅପରେସନ୍ ଗଜ ଉଦ୍ଧାର’ ମୁଣ୍ଡଳି ଅଭିମୁଖେ ବରିଷ୍ଠ ଅଧିକାରୀ
ଆଠଗଡ଼(ଓଡ଼ିଶା ଭାସ୍କର): ମହାନଦୀ ପାର ହେଉଥିବା ବେଳେ ମୁଣ୍ଡଳିଠାରେ ଫସିଛି ହାତୀ । ମହାନଦୀରେ ପ୍ରଖୋର ସ୍ରୋତ ଥିବାରୁ ୮ ହାତୀ ଭାସିଯାଇ ନୂଆଶାସନ ନିକଟରେ ଅଟକିଛନ୍ତି ଓ ଆଉ ଦୁଇଟି ହାତୀ ଭାସି ଯାଇ ଅନନ୍ତପୁର ଠାରେ…
ଆଜି ରାଜ୍ୟରେ ୬ କରୋନା ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ସେୟାର ମାର୍କେଟ ଭାଙ୍ଗିଲା ସମସ୍ତ ରେକର୍ଡ, ପ୍ରଥମଥର ପାଇଁ ୬୦ ହଜାର ପାର କଲା ସେନସେକ୍ସ
ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନସେକ୍ସ । ସେନସେକ୍ସ ପ୍ରଥମଥର ପାଇଁ ୬୦ ହଜାର ପଏଣ୍ଟ ଟପିଛି । ୩୭୫ ଅଙ୍କ ଅର୍ଥାତ୍ ୦.୬୩…
ଆଜି ରାଜ୍ୟରେ ୫୩୯କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ଦୁଷ୍କର୍ମକାରୀକୁ ଅଜବ ଦଣ୍ଡ! ମାଗଣାରେ ୬ ମାସ ପାଇଁ ଗାଁର ସମସ୍ତ ମହିଳାଙ୍କର କପଡ଼ା ଧୋଇବା ସହ ଆଇରନ୍ କରିବ ଯୁବକ
ନୂଆଦିଲ୍ଲୀ: ବିହାରର ମଧୁବନୀ ଅଞ୍ଚଳରେ ଜଣେ ଦୁଷ୍କର୍ମକାରୀକୁ ଅଜବ ଦଣ୍ଡ ଦେଇଛନ୍ତି କୋର୍ଟ । ଦୁଷ୍କର୍ମକାରୀ ମାଗଣାରେ ୬ ମାସ ପାଇଁ ମହିଳାଙ୍କର କପଡ଼ା ଧୋଇବ । ଏଥିସହ ଆଇରନ୍ ମଧ୍ୟ କରିବ ବୋଲି ଏଡିଜେ କୋର୍ଟ ଯୁବକଙ୍କ…
ଏଣିକି ସଂକ୍ରମିତ ବ୍ୟକ୍ତି ଆତ୍ମହତ୍ୟା କଲେ ତାହା କରୋନା ମୃତ୍ୟୁ ଭାବେ ଗଣାଯିବ, କେନ୍ଦ୍ର ସରକାରଙ୍କ ନୂଆ ନିୟମ
ନୂଆଦିଲ୍ଲୀ: ଯଦି ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଆତ୍ମହତ୍ୟା କରନ୍ତି, ତେବେ ତାହାକୁ କରୋନା ମୃତ୍ୟୁ ଭାବେ ବିବେଚିତ କରାଯିବ । ମାତ୍ର ଏ କ୍ଷେତ୍ରରେ ସଂକ୍ରମିତ ଓ ଆତ୍ମହତ୍ୟା ମଧ୍ୟରେ ୩୦ ଦିନର ବ୍ୟବଧାନ ରହିବା ଦରକାର…
ଲଜ୍ଜା: ବାପଘରକୁ ଯାଇଥିଲେ ପତ୍ନୀ, ୮ ବର୍ଷର ନାବାଳିକାକୁ ଦେଢ଼ମାସ ପଯ୍ୟନ୍ତ ରେପ୍ କଲା ଶିକ୍ଷକ
ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରେ ମାନବିକତାକୁ ଧୂଳିସାତ୍ କରିଥିବା ଜଣେ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି । ୮ ବର୍ଷର ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ।…