Browsing Category
Top Stories
ପୁଣି ବୁର୍ଲା ଭିସୁଟ୍ ରେ ଛାତ୍ରଙ୍କୁ ରାଗିଂ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁର୍ଲା ଭିସୁଟ୍ ରେ ପୁଣି ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜେ;ଣ ତୃତୀୟ ବର୍ଷ ଛାତ୍ରଙ୍କୁ ଚତୁର୍ଥ ବର୍ଷ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । କାଲି ରାତିରେ ଏକ…
କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ବିଶ୍ଵକପ୍ ହକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଫେରିଲା ହକି ମହାକୁମ୍ଭ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁ ଯାଉଛି ଦ୍ୱାଦଶତମ ଜୁନିୟର୍ ହକି ବିଶ୍ୱକପ୍ । ତେବେ ଏହି ପରିପ୍ରେକ୍ଷୀରେ ବିଶ୍ୱକପର ଟ୍ରଫି ଉନ୍ମୋଚନ…
ମଦ ନିଶାରେ ଏହି କାରଣରୁ ଇଂରାଜୀ ସ୍ପଷ୍ଟ କହିଥାନ୍ତି ଲୋକେ, ଅଧ୍ୟୟନରୁ ହେଲା ଖୁଲାସା
ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ ଲକ୍ଷ୍ୟ କରିଥିବେ ଯେ ଅନେକ ଲୋକ ମଦ ନିଶାରେ ଇଂରାଜୀ କହିବାକୁ ଲାଗନ୍ତି । କେବଳ ଇଂରାଜୀ ନୁହେଁ ଅନେକ ପ୍ରକାରର ଭାଷା ବି କହିବାକୁ ଲାଗନ୍ତି । ହୋସ୍ ଥିବା ସମୟରେ ଯେତିକି କଥା…
ମସାଜ୍ କରିବାକୁ ଯାଉଛନ୍ତି କି? ଏବେ ସ୍ପା ସେଣ୍ଟରରେ ରହିବନି କୁଣ୍ଡୀ, ଜାରି ହେଲା ନୂଆ ନିୟମ
ନୂଆଦିଲ୍ଲୀ: ନଗର ନିଗମ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସ୍ପା ମସାଜ୍ ସେଣ୍ଟର ଗୁଡ଼ିକ ପାଇଁ ନୁତନ ନିୟମ ଲାଗୁ କରାଯାଇଛି । ନିୟମରେ କୁହାଯାଇଛି ଯେ, ଏବେ ଠାରୁ ସ୍ପା ସେଣ୍ଟର ଗୁଡ଼ିକର କବାଟରେ କୁଣ୍ଡୀ ରହିବ…
ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର । ତାଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ତାମିଲନାଡ଼ୁ ପୋଲିସ୍ ଡିଜି ଦାୟିତ୍ୱ ତୁଲାଇଛନ୍ତି ଜଳଦ…
ମହିଳା ମାନେ ଓଭରଟାଇମ୍ କରିବା ଉଚିତ୍ ନୁହେଁ: ବିଜେପି ନେତ୍ରୀ ଭାରତୀ ଶେଟ୍ଟୀ
ନୂଆଦିଲ୍ଲୀ: ମହିଳା ମାନଙ୍କୁ ଅଫିସ୍ ରେ ଓଭର୍ ଟାଇମ୍ କାମ କରିବାକୁ ଅନୁମତି ମିଳିବା କଥା ନୂହେଁ । ମହିଶୂର ଗଣଦୁଷ୍କର୍ମ ଭଳି ଏକ ଗମ୍ଭୀର ବିଷୟକୁ ନେଇ ହୋଇଥିବା ଏକ ଡିବେଟରେ ଭାଗ ନେଇ ବିଜେପିର ଏମଏଲସି ଭାରତୀ ସେଟ୍ଟୀ…
ଖସିଲା ସ୍କୁଲ ଛାତ, ୨୫ ଜଣ ପିଲା ଆହତ
ହରିୟାଣା: ସ୍କୁଲ ଛାତ ଭାଙ୍ଗିବା ଫଳରେ ୨୫ ଜଣ ଛାତ୍ରଛାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ହରିୟାଣାର ସୋନୀପତର ଗନୌର୍ ଠାରେ । ଆହତଙ୍କ ମଧ୍ୟରୁ ୫ ଜଣ ସାଂଘାତିକ ଭାବରେ ଆହତ ହୋଇଥିବାରୁ…
ନାବାଳିକାଙ୍କୁ ୯ ମାସ ଧରି ଗଣଦୁଷ୍କର୍ମ କଲେ ୨୯ ଜଣ, ସାମିଲ ଅଛନ୍ତି ନାବାଳକ
ଥାଣେ: ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ମାସେ କାଳ ଗଣଦୁଷ୍କର୍ମ କରିଛନ୍ତି ୨୯ ଜଣ ଯୌନ ରାକ୍ଷସ । ଏଥିରେ ଦୁଇଜଣ ନାବାଳିକ ମଧ୍ୟ ସାମିଲ ରହିଛନ୍ତି । ଏହିଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ…
ନିଜ ଇଚ୍ଛାରେ ଯୌନ ସମ୍ବନ୍ଧ ରଖିଲେ ପୋକ୍ସୋ କୋର୍ଟ ଅଧୀନରେ ଅପରାଧ ନୁହେଁ: ହାଇକୋର୍ଟ
କୋଲକାତା: ଯଦି ନାବାଳିକା ନିଜ ଇଚ୍ଛାରେ ଯୌନ ସମ୍ବନ୍ଧ ରଖୁଛନ୍ତି ତେବେ ପୋକ୍ସୋ କୋର୍ଟ ଅଧୀନରେ ତାକୁ ଅପରାଧ କୁହାଯିବ ନାହିଁ । ଏକ ମାମଲାର ଶୁଣାଣି କରିବା ସମୟରେ କୋଲକାତା ହାଇକୋର୍ଟ ଏପରି କିଛି କହିଛନ୍ତି । ଏହିଭଳି…
ପ୍ରକାଶ ପାଇଲା +୩ ଦ୍ୱିତୀୟ କଟ୍ ଅଫ୍ ଲିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): +୩ ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟରେ ୪୦,୬୧୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ହାୟର ଅପ୍ସନ ଆବେଦନ ୩୬,୬୮୩…