fbpx
Browsing Category

Top Stories

ଟ୍ରାକ୍ଟର ଧକ୍କାରେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ଜୟପୁର,୨୬/୧(ଓଡିଶା ଭାସ୍କର): ସାରା ଦେଶବାସୀ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜୟପୁରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟର ଧକ୍କାରେ ଚାଲିଯାଇଛି ପ୍ରଧାନଶିକ୍ଷକଙ୍କ ଜୀବନ । ସାଧାରଣତନ୍ତ୍ର…

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୬।୧(ଓଡିଶା ଭାସ୍କର): ସାରା ଦେଶ ପାଳୁଛି ୭୧ ତମ ଗଣତନ୍ତ୍ର ଦିବସ । ସାଧାରଣତନ୍ତ୍ର ଦିବସ ଅବସରରେ ସାରା  ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ…

ଭୁଶୁଡିଲା କୋଚିଂ ସେଣ୍ଟରର ଛାତ, ୫ ଛାତ୍ର ମୃତ

ନୂଆଦିଲ୍ଲୀ,୨୫ ।୧: ନୂଆଦିଲ୍ଲୀର ଭଜନପୁରା ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରର ଛାତ ଅଚାନକ୍ ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ୧୧ ଜଣ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଛାତ୍ରଙ୍କ ମୃତ୍ୟୁ…

ଦେଶକୁ ରାଷ୍ଟ୍ରପତିଙ୍କ ସମ୍ବୋଧନା, କହିଲେ- ‘ଆର୍ଥିକ ବିକାଶ ପାଇଁ ସମ୍ବିଧାନ ଅନୁସାରେ ଚାଲିବା ଜରୁରି’

ନୂଆଦିଲ୍ଲୀ,୨୫ ।୧: ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିଛନ୍ତି । ସମ୍ବୋଧନାରେ ଉଜ୍ଜଳ ଓ ଆୟୁଷ୍ମାନ ଯୋଜନା ଆଦି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, 'ଦେଶର…

ନୟାଗଡର ବାପା-ଝିଅଙ୍କୁ ମିଳିବ ପଦ୍ମଶ୍ରୀ

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ଚଳିତବର୍ଷ ପାଇଁ ପଦ୍ମ ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି । ଓଡିଶାର ରାଧାମୋହନ ଓ ସାବରମତିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଜୈବିକ କୃଷି କ୍ଷେତ୍ରରେ ନୟାଗଡର…

କାଶ୍ମୀରରେ ଆରମ୍ଭ ହେଲା ୨-ଜି ଇଣ୍ଟରନେଟ୍‍ ସେବା

ଶ୍ରୀନଗର ,୨୫ ।୧: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଧିରେ ଧିରେ ହଟାଯାଉଛି । ପ୍ରିପେଡ୍ ଓ ପୋଷ୍ଟପେଡ୍ ମୋବାଇଲ ସେବା ଲାଗୁ କରିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ସବୁଜ ସଂକେତ…