fbpx
Browsing Category

Top Stories

ଅନଲାଇନରେ ପାଠ ପଢ଼ିବେ କଲେଜ ଛାତ୍ରଛାତ୍ରୀ, କେବେଠୁ ଓ କଣ ରହିଛି ଗାଇଡ଼ ଲାଇନ ଜାଣନ୍ତୁ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ସ୍କୁଲ, କେଲଜ ସବୁ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ…

ବଜ୍ରପାତ ଓ ବର୍ଷା ନେଇ ୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ଦକ୍ଷିଣ ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ରପତନ ଠାରୁ କିଛି କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ଦ୍ୱାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।…

ଆପ୍ ପରେ ଏବେ ବିଦ୍ୟୁତ୍ କ୍ଷେତ୍ରରେ ଚୀନକୁ ଝଟକା ଦେବ ଭାରତ, ମନ୍ତ୍ରୀ କହିଲେ-କଡା ହେବ ଆମଦାନୀ ନିୟମ

ଭାରତ ପକ୍ଷରୁ ଚୀନକୁ ଲଗାତାର ଆର୍ଥିକ ଝଟକା ଦିଆଯାଉଛି । ସଡକ ନିର୍ମାଣ ଓ ଡିଜିଟାଲ କ୍ଷେତ୍ରରେ ଝଟକା ପରେ ଏବେ ବିଦ୍ୟୁତ୍ କ୍ଷେତ୍ରରେ ଚୀନକୁ ଭାରତ ପକ୍ଷରୁ ଶକ୍ତ ଝଟକା ଦିଆଯିବ । କେନ୍ଦ୍ର ମନ୍ତ୍ରୀ ଆର କେ ସିଂ…

ଖୁସି ଖବର: କରୋନାକୁ ମାତ୍ ଦେବା ପାଇଁ ଓଡିଶାରେ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର,୨ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଆଜି ରାଜ୍ୟରେ ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ଏହାରି ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ…

ରୁଷରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ, ୨ା୭: ରୁଷରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବ ଭାରତ । ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୧ଟି ମିଗ-୨୯ କିଣିଯିବା ସହ ବିମାନର ନବୀକରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୨ଟି ସୁଖୋଇ ୩୦-ଏମକେଆଇ…

ଖୁସି ଖବର: ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୫୦୨କୁ ବୃଦ୍ଧି ପାଇଛି । ୧୪୯ଙ୍କ ମଧ୍ୟରୁ ଗଞ୍ଜାମରୁ ୪୯, ଖୋର୍ଦ୍ଧାରୁ…

ମାଂସ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଜଲଦୀ ଆଣିଥାଏ ମରଣ

ଅଧିକ ମାଂସ ଖାଉଥିବା ଲୋକଙ୍କ ପାଇଁ ଚେତାବନୀ । ଅଧିକ ମାଂସ ଖାଇବା ସ୍ୱାସ୍ଥ୍ୟ ହାନିକାରକ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ କିଛି ଲୋକଙ୍କ ଉପରେ ଏକ ଅନୁସନ୍ଧାନ କରାଯାଇଥିଲା, ଯେଉଁଥିରେ ମାଂସକୁ ବିପଜ୍ଜନକ ଖାଦ୍ୟ…

ଓଡ଼ିଶାକୁ ରେଳ ଚଳାଚଳ କମାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରେଲୱେ ବୋର୍ଡ଼ ଅଧ୍ୟକ୍ଷଙ୍କୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠି ଚିଠି ଲେଖିଛନ୍ତି । ସେ ଓଡ଼ିଶାକୁ…

ବନ୍ଦ ହେଲା ବରମୁଣ୍ଡା ରୁଚିକା ନର୍ସିଂହୋମ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ବରମୁଣ୍ଡାରେ ଥିବା ରୁଚିକା ନର୍ସିଂହୋମ ବନ୍ଦ ହୋଇଛି । ସେଠାରେ କୋଭିଡ଼ ନିୟମ ପାଳନ ନହେଉଥିବା ଜଣାପଡ଼ିବା ପରେ ବିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ…

ଏସବିଆଇ ଗ୍ରାହକଙ୍କ ପାଇଁ ଆଲର୍ଟ! ବଦଳିଗଲା ଏଟିଏମରୁ ଟଙ୍କା ଉଠାଇବାର ନିୟମ, ଜାଣିନଥିଲେ ଗଣିବେ ତଣ୍ଡ

ଯଦି ଆପଣଙ୍କ ପାଖରେ ଏସବିଆଇର ଡେବିଟ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ଜୁଲାଇ ୧ରୁ ଏଟିଏମରୁ ଟଙ୍କା ଉଠାଇବା ନିୟମ ବଦଳିଯାଇଛି । ଏହାର କାରଣ ହେଉଛି, ଲକ୍-ଡାଉନ୍ ପାଇଁ ଏଟିଏମରୁ…