
Browsing Category
Top Stories
ଏହି ବ୍ୟାଙ୍କର ଚେକ୍ ବୁକ୍ ଆସନ୍ତା ମାସରୁ ହୋଇଯିବ ବେକାର ! ନୂଆ ପାଇଁ ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ PNB ପକ୍ଷରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (OBC) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI) ର ଆକାଉଣ୍ଟଧାରୀମାନଙ୍କୁ ଆଲର୍ଟ କରାଯାଇଛି । ପିଏନବି କହିଛି ଯେ ଯଦି ଏହି…
‘SDMକୁ ଜୋତରେ ମାରି ଠିକ୍ କରିଦେବି’ କହିଥିବା ବିଜେପି ବିଧାୟକଙ୍କ ଭିଡିଓ ଭାଇରାଲ
ସୀତାପୁର: ‘ଏସଡିଏମର ମୁଣ୍ଡ ଖରାପ ହୋଇଯାଇଛି କି? ସେ ଗରୀବଙ୍କ ଘର ଭାଙ୍ଗିବ । ଜୋତାରେ ମାରିବି । ଆଜି ହିଁ ତାକୁ ଠିକ୍ କରିଦେବି । ଏଥିରୁ ସେ ନିଜ ପାଇଁ ଟଙ୍କା ରୋଜଗାର କରୁଛି । ବଡ଼ ଲୋକମାନେ ତାକୁ…
+୩ ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ କଟ୍ ଅଫ୍ ମାର୍କ
ଭୁବନେଶ୍ୱର,(ଓଡିଶା ଭାସ୍କର): +୩ରେ ନାମଲେଖା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ କଟ୍ ଅଫ୍ ମାର୍କ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୩ରୁ ୧୬ ମଧ୍ୟରେ ନାମ ଲେଖାଇବା ପାଇଁ ଫି ଦାଖଲ କରିପାରିବେ ।…
ତାଲିବାନ ସରକାରୀ ହାଇଟେବୁଲରେ ବସିଲେ ହାର୍ଡକୋର ଆତଙ୍କବାଦୀ
ନୂଆଦିଲ୍ଲୀ: ହାର୍ଡକୋର ତାଲିବାନୀ ଆତଙ୍କ ବାଦୀ ବସିବେ ହାଇ ଟେବୁଲ୍ ସରକାରରେ ।ରକେଟ୍ ଆକ୍ରମଣ ଓ ରାସ୍ତାକଡ଼ ସୁଇସାଇଡ୍ ବମ୍ବିଂ ଲାଗି କୁଖ୍ୟାତ ହକାନୀ ନେଟଓ୍ୱର୍କ । ହକାନି ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ…
ରାଜ୍ୟରୁ ଆଜି ୧୨୨ ଶିଶୁ ପଜିଟିଭ୍ ଚିହ୍ନଟ, ମୋଟ ୭୭୧ ସଂକ୍ରମିତ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
ଜିନ୍ସ ପିନ୍ଧି ପାରିବେନି ଶିକ୍ଷକ-ଶିକ୍ଷୟିତ୍ରୀ; ଅଜବ ନିୟମ ଆଣିଲା ଏହି ଦେଶ
ନୂଆଦିଲ୍ଲୀ: ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପିନ୍ଧି ପାରିବେନି ଜିନ୍ସ । ଫେଡେରାଲ ଡିରେକ୍ଟୋରେଟ ଅଫ ଏଜୁକେସନ ପକ୍ଷରୁ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଏଣିକି ଶିକ୍ଷକ ମାନେ ଜିନ୍ସ ପିନ୍ଧି ପାରିବେ ନାହିଁ ।…
ବାଇକ୍ ଉପରେ ପ୍ରେମୀଯୁଗଳଙ୍କ ଲଭ୍ ସିନ୍: ଭାଇରାଲ ହେବା ପରେ ଆକ୍ସନ ମୋଡରେ ପୋଲିସ, ଦେଖନ୍ତୁ ଭିଡିଓ
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଯୁବକ-ଯୁବତୀଙ୍କ ଚଳନ୍ତା ବାଇକ ଉପରେ ଲଭ୍ ସିନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସି ଦୁହିଁଙ୍କୁ…
ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ କାବୁ କଲା ବାଲେଶ୍ୱର ପୋଲିସ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ଵର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଛିନତାଇ କରିବା ସହ…
ACF ସୌମ୍ୟ ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ
ଖଇରା (ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ କିଛି ନୂଆ ତଥ୍ୟ ମିଳୁଛି, କିନ୍ତୁ ଆଜିଯାଏ ନ୍ୟାୟ ମିଳିପାରୁ ନାହିଁ । ଏହି ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ପାଳନ ହେଉଛି ।…
ନିୟମ-କାନୁନ ଅନୁସାରେ ବ୍ୟବହାର କରିବାକୁ ପଡ଼ିବ କଣ୍ଡୋମ, ନହେଲେ ଜୋରିମାନା!
କାହାର ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ କରିପାରିବେ ନାହିଁ, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଦମ୍ପତ୍ତିଙ୍କ ବ୍ୟକ୍ତିଗତ ମୂହୁର୍ତ୍ତରେ ଆଇନ୍ ହସ୍ତକ୍ଷେପ କରିବ । କାଲିଫର୍ଣ୍ଣିଆରେ ସରକାର…