
Browsing Category
Top Stories
ଇପିଏଫଓ ନିୟମରେ ବଡ ପରିବର୍ତ୍ତନ, ଆଜି ହିଁ କରିନିଅନ୍ତୁ ଏହି ଜରୁରୀ କାମ
ନୂଆଦିଲ୍ଲୀ : ଯଦି ଆପଣ ଚାକିରି କରିଛନ୍ତି ଓ ଆପଣଙ୍କର ପିଏଫ୍ କଟୁଛି, ତେବେ ଆଲର୍ଟ ହୋଇଯାଆନ୍ତୁ । କାରଣ ଇପିଏଫଓ ନିଜ ନିୟମରେ ବଡ଼ ପରିବର୍ତ୍ତନ କରି ଅଗଷ୍ଟ ୩୧ ପୂର୍ବରୁ କର୍ମଚାରୀଙ୍କ ଆଧାରକାର୍ଡକୁ ବାଧ୍ୟତାମୂଳକ…
ରାଜ୍ୟରୁ ପୁଣି ବାହାରିଲେ ୬୩୮ ଆକ୍ରାନ୍ତ, ଜାଣନ୍ତୁ କେତେ ଶିଶୁ ପଜିଟିଭ୍
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
ତାଲିବାନ୍ କବଜାରେ କାବୁଲ ଏୟାରପୋର୍ଟ, ଗୁଳି ଫୁଟାଇ ଏପରି କଲେ ସେଲିବ୍ରେସନ । ଦେଖନ୍ତୁ ଭିଡିଓ
କାବୁଲ: ୧୯ ବର୍ଷ ୧୦ ମାସ ୨୫ ଦିନ ପରେ ଆମେରିକା ଶେଷରେ ଆଫଗାନିସ୍ତାନ ଛାଡିଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନ ଛାଡିଛନ୍ତି ସବୁ ଆମେରିକୀୟ ସେନା । ସୋମବାର ବିଳମ୍ବିତ ରାତିରେ ଯେତେବେଳେ ଆମେରିକାର ଶେଷ…
ପଛରେ ପଡିଗଲା ପୋଲିସ, ଡ଼ରରେ ଆସି ବ୍ୟକ୍ତି ନିଜ ପ୍ରାଇଭେଟ୍ ପାର୍ଟକୁ କାଟି କାରରୁ ଫିଙ୍ଗିଦେଲା
ଆମେରିକାର ଟେନେସିରେ ଏପରି ଏକ ଘଟଣା ଘଟିଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଜଣେ ବ୍ୟକ୍ତି ଗାଡ଼ି ନେଇ ପଳାଉଥିବା ବେଳେ ପୋଲିସ ତାକୁ ଧରିବା ପାଇଁ ପଛରେ ଗୋଡ଼ାଇ ଥିଲା। ଏଥିରେ ବ୍ୟକ୍ତି ଜଣକ ଡରିଯାଇ…
ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧ ଶେଷ, କାବୁଲ ଛାଡିଲେ ଆମେରିକା ସେନା
କାବୁଲ: ତାଲିବାନ୍ କବଜାରେ ଥିବା ଆଫଗାନିସ୍ତାନରୁ ୨୦ ବର୍ଷ ପରେ ସମ୍ପୂର୍ଣ୍ଣ ଓହରି ଆସିଛନ୍ତି ଆମେରିକା ସେନା । ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନ ଛାଡିଛନ୍ତି ସବୁ ଆମେରିକୀୟ ସେନା । ଆଉ ଆମେରିକୀୟଙ୍କ…
ଆଜି ଆସିବ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ୍ଲାଇନ୍: ପାର୍ବଣ ପାଇଁ ଲାଗିବ କି ସ୍ୱତନ୍ତ୍ର କଟକଣା ?
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ମଙ୍ଗଳବାର ଆସିବ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ । ଅଗଷ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ର ଅବଧି ବୁଧବାର ସକାଳ…
ଏହି ୪ ରାଶିର ବ୍ୟକ୍ତି ହୁଅନ୍ତି ଧନବାନ; ଆପଣଙ୍କ ରାଶି ସହ ଚେକ୍ କରାଇ ନିଅନ୍ତୁ
ମଣିଷର ରାଶି ଅନୁଯାୟୀ ଅନେକ କିଛି ପରିବର୍ତ୍ତନ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏପରି କିଛି ରାଶି ଅଛି ଯେଉଁ ରାଶିରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତ ବିଶେଷଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ । ଏମାନେ ଯେଉଁ କାମରେ ହାତ…
ରାଶିଫଳ(ମଙ୍ଗଳବାର ,୩୧ ଅଗଷ୍ଟ , ୨୦୨୧)
ମେଷ - ଶତୃମାନେ ମୁଣ୍ଡ ନୂଆଇଁବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ…
ସିନ୍ଧୁଙ୍କ ପାଇଁ ପାର୍ଟି ରଖିଲେ ଚିରଞ୍ଜିବୀ ଓ ରାମଚରଣ
ନୂଆଦିଲ୍ଲୀ: ଭାରତୀୟ ସଟଲ କୁଇନ ପିଭି ସିନ୍ଧୁଙ୍କ ପାଇଁ ପାର୍ଟି ରଖିଛନ୍ତି ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ଓ ରାମଚରଣ । ଏକମାତ୍ର ମହିଳା ଖେଳାଳି ତଥା ଦ୍ୱିତୀୟ ଭାରତୀୟ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିବାର…
ସେପ୍ଟେମ୍ବର ୧୫ ଯାଏଁ ଲକଡାଉନ ଅବଧି ବୃଦ୍ଧି; ରବିବାର ସମୁଦ୍ରକୂଳ ଯିବା ଉପରେ କଟକଣା
ନୂଆଦିଲ୍ଲୀ: ଆଉ ଏକ ରାଜ୍ୟରେ ବଢିଛି ଲକଡାଉନ ଅବଧି । ତାମିଲନାଡୁ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକଡାଉନ ଅବଧି ସେପ୍ଟେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ଲକଡାଉନ ଅବଧି…