
Browsing Category
Top Stories
ଇତିହାସ ରଚିଲା ଭାରତ: ଗୋଟିଏ ଦିନରେ କୋଟିଏରୁ ଅଧିକ ଡୋଜ୍ ଟିକାଦାନ, ଏପରି ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧ ଲଢ଼େଇ ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କୋଭିଡ ଟିକାକରଣ କ୍ଷେତ୍ରରେ ଭାରତ ନୂଆ ରେକର୍ଡ କରିଛି । ଶୁକ୍ରବାର ଦିନ ପ୍ରଥମଥର ପାଇଁ ଦେଶରେ ୧ କୋଟିରୁ ଅଧିକ…
ଦାନା ବାନ୍ଧୁଛି ଲଘୁଚାପ! ଆଜି ପାଇଁ ୨୨ ଜିଲ୍ଲା ସାବଧାନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ…
ଦୁନିଆର ସବୁଠୁ ବିଷାକ୍ତ ହ୍ରଦ; ଯାହାର ପାଣି ପିଇ କେହି ବଞ୍ଚି ନାହାନ୍ତି
ନୂଆଦିଲ୍ଳୀ: ଦୁନିଆର ଅନେକ ରହସ୍ୟମୟ ହ୍ରଦ ମଧ୍ୟରୁ ଏହା ଗୋଟିଏ । ଏହି ବିପଦଜ୍ଜନକ ହ୍ରଦଟି ହେଉଛି ଦକ୍ଷଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ରହିଛି । ଏହାର ନାମ ହେଉଛି ଫଣ୍ଡୁଜି ହ୍ରଦ । କୁହାଯାଏ ଯେ ଏହି ହ୍ରଦର ପାଣି…
ରନର ପାହାଡ଼ ପଛରେ ଭାରତ; ପୂଜାରା ଓ ରୋହିତଙ୍କ ଲଢୁଆ ବ୍ୟାଟିଂ
ନୂଆଦିଲ୍ଲୀ: ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ ହୋଇଥିବା ଭାରତ ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଥିଲେ ହେଁ ଏବେବି ରନର ପାହାଡ ପଛରେ ରହିଛି । ଭାରତ ହାତରେ ୮ ୱିକେଟ ବାକି ରହିଥିବା ବେଳେ ଦଳ ୧୬୮…
United ସହିତ ଯୋଡି ହେବେ CR7; ମିଳିବ ୨୧୬ କୋଟି ଟଙ୍କା
ନୂଆଦିଲ୍ଳୀ: ନିଜର ପୁରାତନ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ ସହିତ ଆଉଥରେ ଯୋଡି ହେବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ(ସିଆର-୭) । ପର୍ତ୍ତୁଗାଲ ଅଧିନାୟକ ରୋନାଲ୍ଡୋ ଏବଂ ଜୁଭେଣ୍ଟସ ମଧ୍ୟରେ ଚୁକ୍ତି ଶେଷ ହୋଇଥିବା…
ପତ୍ର ଓ କୀଟ ମଧ୍ୟରେ ଫରକ ଜାଣି ପାରିବେନି; ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଆପଣ ସାଧାରଣତଃ ପତ୍ର ଓ କୀଟ ମଧ୍ୟରେ ଫରକ ଜାଣି ପାରୁଥିବେ । ତେବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଆପଣ ମଧ୍ୟ କନଫ୍ୟୁଜ ହୋଇଯିବେ । ଏହି ଭିଡିଓରେ ଫିଲିୟମ୍ ଜାଇଗାନେଟମ୍ ପ୍ରଜାତିର କୀଟଟିକୁ…
ମୁଁ ରାଷ୍ଟ୍ରପତି ଥିଲେ କାବୁଲ ଆକ୍ରମଣ ହୋଇ ନଥାନ୍ତା: ଟ୍ରମ୍ପ
ନୂଆଦିଲ୍ଲୀ: କାବୁଲ ଆକ୍ରମଣର ଗୋଟିଏ ଦିନ ପରେ ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନଙ୍କ ଉପରକୁ ଶାଣିତ ଆକ୍ରମଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ମୁଁ ରାଷ୍ଟ୍ରପତି ଥିଲେ ଏହି ଆକ୍ରମଣ କେବେବି ସମ୍ଭବ ହୋଇ…
ଗୁପ୍ତାଙ୍ଗ ଚଟେଇ ସ୍ୱାମୀକୁ ହଟେଇବାର ଯୋଜନା; ମାତ୍ର ଓଲଟିଗଲା ବାଜି
ନୂଆଦିଲ୍ଲୀ: ବ୍ରାଜିଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀକୁ ଜୀବନରୁ ମାରିବା ପାଇଁ ସ୍ତ୍ରୀ ଏମିତି ଯୋଜନା କରିଥିଲା କି ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ମହିଳା ଜଣକ ସ୍ୱାମୀକୁ ହତ୍ୟା କରିବା ପାଇଁ ନିଜ…
ସିଦ୍ଧୁଙ୍କୁ ଝଟକା: ଇସ୍ତଫା ଦେଲେ ମାଲବିନ୍ଦର ମାଲି; କଶ୍ମୀରକୁ ନେଇ ଦେଇଥିଲେ ବିବାଦୀୟ ବୟାନ
ନୂଆଦିଲ୍ଳୀ: କଂଗ୍ରେସ ହାଇକମାଣ୍ଡରଙ୍କ ପକ୍ଷରୁ ମାଲବିନ୍ଦର ସିଂଙ୍କୁ ଦଳରୁ ହଟାଇବା ପାଇଁ ପରୋକ୍ଷରେ ନବଜୋତ ସିଂ ସିଦ୍ଧୁଙ୍କୁ କୁହାଯାଇଥିଲା । କାଶ୍ମୀର ଓ ଇନ୍ଦିରା ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା…
୧୪ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ ମୋହର; ଶସ୍ତା ହେବ E_VEHICLE
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଯାଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ଇ ଯାନ ପଲିସିକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଘୋଷଣା ଅନୁଯାୟୀ ଇ…