Browsing Category

Top Stories

ଭିକି ଏବଂ କ୍ୟାଟ୍ରିନାଙ୍କ ନିର୍ବନ୍ଧ ! ଖୁଲାସା କଲେ ଦୁହିଁଙ୍କ ବନ୍ଧୁ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ଡେଟିଂକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି । ଏବେ ପୁଣିଥରେ ଉଭୟଙ୍କୁ ନେଇ ଚର୍ଚ୍ଚା ହେଉଛି ଯେ ଉଭୟ ଗୁପ୍ତ ଭାବରେ ନିର୍ବନ୍ଧ କରିଛନ୍ତି ।…

ଏହି ଦେଶରେ ଲୁଚିଛନ୍ତି ଘନି ଓ ତାଙ୍କ ପରିବାର; ମାନବିକତା ଦୃଷ୍ଟିରୁ ଆଶ୍ରୟ ନେଇଥିବା ବୈଦେଶିକ ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ପଳାୟନ କରିଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ସମ୍ପର୍କରେ ମିଳିଛି ସୂଚନା । ନିଜ ପରିବାର ସହିତ ଘନି ରବିବାର ଦେଶ ଛାଡି ପଳାୟନ କରିଥିଲେ । ୪ଟି ଟଙ୍କା ଭର୍ତ୍ତି ଗାଡି ସହିତ…

ସାଉଥ୍ କୋରିଆର ଅଯୋଧ୍ୟା ଲିଙ୍କ: ସିନ୍ଧୁଙ୍କ କୋଚଙ୍କୁ ବୁଝାଇଲେ ମୋଦୀ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଖେଳାଳିଙ୍କୁ ଆପ୍ୟାୟିତ କରିବା ସମୟରେ ସଟଲ୍ କୁଇନ୍ ପିଭି ସିନ୍ଧୁଙ୍କ କୋଚକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସିନ୍ଧୁଙ୍କୁ କୋଚ୍ ପାର୍କ ଟାଏ ସାଙ୍ଗଙ୍କୁ ଭେଟିବା ସମୟରେ ସାଉଥ୍…

‘ଆରେଷ୍ଟ ସ୍ୱରା ଭାସ୍କର’ ଦାବି ତେଜିଲା, କଙ୍ଗନା କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସବୁବେଳେ କିଛି ନା କିଛି ବିବାଦୀୟ ମତ ଦେଇ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର । ଏବେ ପୁଣିଥରେ ତାଙ୍କ ପାଟି ସ୍ଲିପ୍ କରିଯାଇଛି । ଆଉ ବିଗିଡ଼ିଥିବା ସୁର ପାଇଁ ସୋସିଆଲ୍ ମିଡିଆରେ…

ହକି ବିଶ୍ୱକପ୍ ପାଇଁ ରାଉରକେଲା ଏୟାରପୋର୍ଟ ହେବ ସମ୍ପ୍ରସାରଣ, ସମୀକ୍ଷା କଲେ ଉଚ୍ଚସ୍ତରୀୟ ଟିମ୍

ରାଉରକେଲା(ଓଡ଼ିଶା ଭାସ୍କର): ହକି ବିଶ୍ୱକପ୍ ପୁଣି ହେବ ଓଡ଼ିଶାରେ । ଆଉ ପ୍ରମୁଖ ଭୂମିକା ନେବ ରାଉରକେଲା । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା; ଦୋଷ ମୁକ୍ତ ହେଲେ ଶଶୀ ଥରୁର

ନୂଆଦିଲ୍ଲୀ: ଦୋଷମୁକ୍ତ ହେଲେ ଶଶୀ ଥରୁର । କଂଗ୍ରେସ ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁରଙ୍କୁ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ ଅଦାଲତ ସବୁ ମାମଲାରୁ ଦୋଷ ମୁକ୍ତ କରିଛନ୍ତି । ୨୦୧୪ରେ ଶଶୀ…

ଦ୍ରାବିଡ କି କୁମ୍ବଲେ ନୁହନ୍ତି ଏହି ଖେଳାଳି ହେଉଛନ୍ତି ସବୁଠୁ ଶିକ୍ଷିତ କ୍ରିକେଟର

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଥିବା ଖେଳାଳି ମାନଙ୍କୁ ଅଧିକ ପାଠ ପଢିବାର ସୁଯୋଗ ମିଳିନଥାଏ । ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଖେଳାଳି ସ୍ନାତକ ଡିଗ୍ରୀ ମଧ୍ୟ ହାସଲ…

ATM ଟଙ୍କା ଗାଡ଼ି ହାଇଜ୍ୟାକ, ୨୪ ଲକ୍ଷ ଲୁଟ୍

ବ୍ରହ୍ମପୁର: ଏଟିଏମରେ ଟଙ୍କା ଭରିବାକୁ ନିୟୋଜିତ ଗାଡ଼ି ଅପହରଣ । ଡ୍ରାଇଭରକୁ ନିଶା ଦେଇ ଟଙ୍କା ଗାଡ଼ି ଅପହରଣ ହୋଇଥିବା ସୂଚନା । ଗାଡ଼ିକୁ ଠାବ କଲା ପୋଲିସ, ୨୪ ଲକ୍ଷ ଟଙ୍କା ଗାଏବ । ଘଟଣା ଅନୁଯାୟୀ. ସକାଳେ ଏଟିଏମରେ…

Facebookରେ ଭାରତର କାହାକୁ ଅଧିକ ଲାଇକ ମିଳେ? ଜାଣନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଅଛନ୍ତି ଅନେକ ସେଲିବ୍ରିଟି । ସେମାନେ ବିଭିନ୍ନ ସୋସିଆଲ୍ ସାଇଟ୍ ରେ ପୂରା ଆକ୍ଟିଭ୍ ରୁହନ୍ତି ଏବଂ ସେମାନଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଅଧିକ । କିନ୍ତୁ ସେ ମଧ୍ୟରେ ସବୁଠୁ ଅଧିକ…

ରାଜଧାନୀରେ ଆଶା କର୍ମୀଙ୍କୁ ଫାର୍ସାରେ ହାଣିଲେ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦିନକୁ ଦିନ ଅଶାନ୍ତିର ସହର ପାଲଟିଛି ଭୁବନେଶ୍ୱର । ଦିନ ଦ୍ୱିପ୍ରହରରେ କିଛି ବ୍ୟକ୍ତି ଜଣେ ଆଶା କର୍ମୀ ଓ ତାଙ୍କ ଭାଇଙ୍କୁ ଫାର୍ସାରେ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ…