Browsing Category
Top Stories
୧୨ ଘଣ୍ଟା ପାଇଁ ବନ୍ଦ ହେଲା ରାଜ୍ୟର ଏହି ସହର, ଜାଣନ୍ତୁ କାହିଁକି
ଭୁବନେଶ୍ୱର (ଓଡିଶା ଭାସ୍କର):ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହାରି ମଧ୍ୟରେ ରାଇରଙ୍ଗପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ତେବେ ଏହି ବନ୍ଦ ପାଳନ ଭଞ୍ଜସେନା ପକ୍ଷରୁ ପାଳନ ହୋଇଥିବା…
PhDରେ ଫେଲ୍ କରିଦେବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୋଗ ପରେ ଏବେ ଜେଲରେ ଚକି ପେଷିଲେ Professor
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଛାତ୍ରୀ ଜଣେ ପ୍ରଫେସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କୁ ପିଏଚଡିରେ ଫେଲ୍ କରିଦେବାର ଧମକ ଦେଇ ପ୍ରଫେସର ତାଙ୍କର ଯୌନ ଶୋଷଣ କରିଥିଲେ । ଜବଲପୁରର ରାଣୀ…
ପୁରୀ ଶିଳ୍ପ ଉନ୍ନୟନ ଅଧିକାରୀ IPOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ପୁରୀ, (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଶିଳ୍ପ ଉନ୍ନୟନ ଅଧିକାରୀ । ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ବା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ
ଭୁବନେଶ୍ୱର, (ଓଡିଶା ଭାସ୍କର): ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭଦ୍ରକ ବିଧାୟକ । ବିଧାୟକ ସଞ୍ଜୀବ ମଲ୍ଲୀକଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡିଛି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ପାଖରେ…
First Love ସବୁବେଳେ ଖାସ୍, ଯାହାକୁ କୌଣସି ପୁଅ ବା ଝିଅ ସହଜରେ ଭୁଲି ପାରନ୍ତି ନାହିଁ
ଜୀବନ ଅଛି ମାନେ ପ୍ରେମ ନିଶ୍ଚୟ ଅଛି । ପ୍ରେମ ସମସ୍ତଙ୍କ ଜୀବନରେ ଆସିଥାଏ । ପ୍ରେମ ତ ସମସ୍ତେ କରନ୍ତି ମାତ୍ର ପ୍ରଥମ ପ୍ରେମ ସବୁବେଳେ ଖାସ୍ ହୋଇଥାଏ । ତା’ର ଅନୁଭବ ସେ ହିଁ କହିପାରିବ, ଯିଏ ଏହାକୁ ଅଙ୍ଗେ ନିଭେଇଥିବ ।…
ରାଜ୍ୟରେ ଆଜି ପୁଣି ୬୫ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…
ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି: ଆଜି ୯୯୩ ପଜିଟିଭ୍, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ପୁଣି ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି…
ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତାଲିବାନ୍ ଦେଖାଇଲା ଅସଲି ରଙ୍ଗ, ମହିଳାଙ୍କୁ ନେଇ କହିଲା ଏପରି
କାବୁଲ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିନକୁ ଆଣିଛି ତାଲିବାନ୍ । ଏହା ପରେ ପ୍ରଥମଥର ପାଇଁ ତାଲିବାନ୍ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିଶୃତି କହିଛି । ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନର…
କାଲିଠୁ ଲଗାତାର ୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ଯଦି ଏହି ସପ୍ତାହରେ ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି, ତେବେ ତୁରନ୍ତ କରିନିଅନ୍ତୁ । କାରଣ କାଲିଠାରୁ ଲଗାତାର ୫ ଦିନ ପାଇଁ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ଏହି ସପ୍ତାହରେ ଗୁରୁବାର…
ପୂର୍ବରୁ ମଧ୍ୟ ଆସିଥିଲା କରୋନା; ପ୍ରମାଣ କରୁଛି ଏହି ମୂର୍ତ୍ତି
ନୂଆଦିଲ୍ଲୀ:କରୋନା ଭାଇରସ୍ର ପ୍ରାଦୁର୍ଭାବ ସହିତ ମାସ୍କର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଜାଣିଲେ ଆର୍ଶ୍ଚ୍ୟ ହେବେ ମାସ୍କର ବ୍ୟବହାର ନୂଆ ନୁହେଁ । ମଧ୍ୟୁଗରେ ମଧ୍ୟ ମାସ୍କର ବ୍ୟବହାର ହେଉଥିଲା । ୟୁକେରୁ…